Jatni ଗାଁ ରେ ନାଗକୁ କ୍ଷୀର ପିଆଇଲେ ସମସ୍ତ Ladies,ଆଉ କ୍ଷୀର ପିଇ ସାରିବା ପରେ ନାଗ ଯାହା କରିଲା ଜାଣିଲେ ଆପଣ ମଧ୍ୟ ହେଇଯିବେ ଅବାକ

Spread the love

ଓଡ଼ିଶାର ଏକ ଗ୍ରାମରେ ପୁଣି ଥରେ ଏକ ଭୟଙ୍କର ନାଗ ଦେଖା ଯାଇଥିଲା।ତେବେ ଏହି ନାଗ ଅନେକ ଭୟଙ୍କର ଥିଲା ବୋଲି ବର୍ତ୍ତମାନ ସୂଚନା ମିଳୁଛି।ତେବେ ଏହି ନାଗକୁ ଧରିବା ପାଇଁ ଅନେକ ପ୍ରୟାସ କରିବା ପରେ ଶେଷରେ ଗ୍ରାମବାସୀ ସେହି ନାଗକୁ ଧରିବାରେ ବିଫଳ ହୋଇଥିଲେ।ତେବେ ସେହି ଗ୍ରାମରେ କିଛି ମହିଳା ତାଙ୍କୁ ଭଗବାନ ଶିବ ବୋଲି ଚିନ୍ତା କରି ସେହି ନାଗ ପାଖରେ ଯାଇ କ୍ଷୀର ଓ ଅନ୍ୟ ସାମଗ୍ରୀ ରଖି ଦେଇଥିଲେ।

ତେବେ ଏପରି କରିବା ଫଳରେ ସେମାନଙ୍କ ଜୀବନ ମଧ୍ୟ ଯିବାର ସମ୍ଭାବନା ରହିଥିଲା।ତେବେ ଯେଉଁ ସମୟରେ ଗ୍ରାମବାସୀ ସେହି ସାପକୁ ବାହାର କରିବାରେ ବିଫଳ ହୋଇଥିଲେ ଏହାପରେ ଶେଷରେ ସେମାନେ ସେହି ସାପ ବିଷୟରେ ବନ ବିଭାଗର କର୍ମଚାରୀଙ୍କୁ ଜଣାଇଥିଲେ।ଏହାପରେ ବନ ବିଭାଗର କର୍ମଚାରୀ ସେହି ସାପକୁ ଧରିବା ପାଇଁ ଅନେକ ପ୍ରୟାସ କରିବା ପରେ ଶେଷରେ ସେମାନେ ସେହି ସାପକୁ ଧରିବା ପାଇଁ ସକ୍ଷମ ହୋଇଥିଲେ।

ତେବେ ସୂଚନା ଅନୁସାରେ ସେହି ସାପ ଏକ ଭୟଙ୍କର ସାପ ଥିଲା ଯାହା କୌଣସି ଏକ ସ୍ଥାନରୁ ଆସି ସେହି ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲାତେବେ ବନ ବିଭାଗର କର୍ମଚାରୀ କହିଥିଲେ କି ଅନେକ ଲୋକ ଅନ୍ଧବିଶ୍ୱାସର ଶିକାର ହୋଇ ଏହିପରି ଭାବରେ ଅନେକ ଲୋକ ସାପ କାମୁଡ଼ାର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ି ଥାଆନ୍ତି।ତେବେ ଏପରି ଅନ୍ଧବିଶ୍ୱାସର ଶିକାର ନ ହେବା ପାଇଁ ବନ ବିଭାଗର କର୍ମଚାରୀ କହିଥିଲେ।

ଏହା ସହିତ ବନ ବିଭାଗର କର୍ମଚାରୀ କହିଥିଲେ କି କିଛି ଲୋକ ଏପରି ଚିନ୍ତା କରନ୍ତି କି ସାପକୁ ଘରେ ରଖିବା ଫଳରେ ଘରର ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ।ଏହା ସହିତ ଘରର ସଦସ୍ୟ ମାନଙ୍କୁ ଅନେକ ଭଲ ଫଳ ପ୍ରାପ୍ତ ହୋଇଥାଏ।ତେବେ ଏହା ବାସ୍ତବରେ ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।ଘରେ ସାପ ରଖିବା ଫଳରେ ଅନେକ ଲୋକ କେବଳ ମୃତ୍ୟୁ ମୁଖରେ ପଡ଼ି ଥାଆନ୍ତି।

ଏହା ସହିତ ଏପରି ନ କରିବା ପାଇଁ ବନ ବିଭାଗର କର୍ମଚାରୀ ପରାମର୍ଶ ଦେଇଥିଲେ।ଏହା ସହିତ ବନ ବିଭାଗର କର୍ମଚାରୀ ଏହା ମଧ୍ୟ କହିଥିଲେ କି ଅନେକ ଲୋକ ଏପରି ସାପକୁ ଦେଖିବା ପରେ ତୁରନ୍ତ ପିଟି ପିଟି ସେମାନଙ୍କୁ ମାରି ଦେବା ପାଇଁ ମଧ୍ୟ ପ୍ରୟାସ କରିଥାନ୍ତି।ଏପରି ନ କରିବା ପାଇଁ ବନ ବିଭାଗର କର୍ମଚାରୀ କହିଥିଲେ।

ଏହା ସହିତ ସେହି ସାପକୁ ବନ ବିଭାଗର କର୍ମଚାରୀ ଏକ ସୁରକ୍ଷିତ ସ୍ଥାନକୁ ମଧ୍ୟ ନେଇ ଛାଡ଼ି ଦେଇଥିଲେ।ତେବେ ସୂଚନା ଅନୁସାରେ ବନ ବିଭାଗର କର୍ମଚାରୀ ସେହି ସାପକୁ ଧରିବା ସହିତ ଏପରି ପରିସ୍ଥିତିରେ କୌଣସି ସାପକୁ ଦେଖିଲେ ସେମାନଙ୍କୁ ନ ମାରି ତୁରନ୍ତ ବନ ବିଭାଗର କର୍ମଚାରୀଙ୍କୁ ସୂଚନା ଦେବା ପାଇଁ ଅନୁରୋଧ କରିଥିଲେ।

ଯାହା ଫଳରେ ସେମାନେ ସେହି ସାପକୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଛାଡ଼ି ଦେଇ ପାରିବେ।ଯାହା ଫଳରେ ସେହି ସାପ ଓ ଉଭୟ ମନୁଷ୍ୟ ସୁରକ୍ଷିତ ରହି ପାରିବେ।ଏହା ସହିତ ବନ ବିଭାଗର କର୍ମଚାରୀ ସାପ ମାନଙ୍କୁ ମରିବା ସମ୍ପୂର୍ଣ୍ଣ ଭାବରେ ବେ ଆଇନ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *