ଆସିଲା ସୁର ଭାଇଙ୍କ ନୁଆଁ Dhamaka ଗୀତ କେଜି Chua ପ୍ରେମ,ଖାଲି ତ ଘୋଘା ଆଉ,ଗୀତ ଶୁଣିଲେ ଆପଣ ମଧ୍ୟ ନାଚି ପକେଇବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ସୁର ଭାଇଙ୍କ ବିଷୟରେ କିଛି ବିଶେଷ କଥା ଜାଣିବା।ଆପଣମାନେ ତ ସୁର ଭାଇଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।ସେ ଜଣେ କଂଗ୍ରେସର ବରିଷ୍ଠ ନେତା ଅଟନ୍ତି।ଓ ସେ ସମଗ୍ର ଓଡିଶାରେ ଖୁବ ପ୍ରସିଦ୍ଧିଲାଭ କରିଛନ୍ତି।ଓଡ଼ିଶାର କୋଣ କୋଣର ଲୋକ ସୁର ଭାଇଙ୍କୁ ଜାଣିଛନ୍ତି।ଯେଉଠରେ ଆପଣ ଭୁଲିଯିବେ ସବୁଆଡେ ଖାଲି ସୁର ଭାଇଙ୍କ ଚର୍ଚ୍ଚା ଚାଲିଥିବାର ଦେଖିବାକୁ ପାଇବେ।

ସୁର ଭାଇଙ୍କ କଥା କହିବାର ଶୈଳୀ ଲୋକ ମାନଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଥାଏ।ଅନେକ ଲୋକ ସେହି ଶୈଲୀକୁ ନିଜେ କହିବାକୁ ଚେଷ୍ଟା କରିଥାନ୍ତି।ତାଙ୍କର ଅନେକ ଛୋଟ ବଡ଼ ଡାଇଲଗ ମଧ୍ୟ ଅନେକ ଭାଇରାଲ ହୋଇଥିଲା।ସୋସିଆଲ ମିଡିଆରେ ସେହି ଡାଇଲଗ ସବୁ ଆଡେ ଭାଇରାଲ ହୋଇଥିଲା ସେହି ଡାଇଲଗ ଗୁଡିକ ପାଇଁ ମଧ୍ୟ ଅନେକ ଲୋକ ସୁର ଭାଇଙ୍କୁ ଜାଣିବାକୁ ପାଇଥିଲେ।

ସେ ଆଜି ଅନେକ ଲୋକପ୍ରିୟତା ହାସଲ କରିସାରିଛନ୍ତି।ଏବଂ ଏହି ମଧ୍ୟରେ ତାଙ୍କର ଏକ ଗୀତ ମଧ୍ୟ ପ୍ରକାଶିତ ହୋଇଛି।ଆମେ ସେହି ବିଷୟରେ କିଛି ଚର୍ଚ୍ଚା କରିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ସେହି ଗୀତ ଆରମ୍ଭ ହେବା ଆଗରୁ ସେ ପ୍ରଥମେ ନିଜର କିଛି ଲୋକପ୍ରିୟ ଡାଇଲଗ କହିଥିଲେ ଯେପରି ମାଡି ଚାଲ,ଓଃ ବିଉଟିଫୁଲ, ଚମତ୍କାର, ଏହା ସହତ ତାଙ୍କର ସବୁଠାରୁ ଅଧିକ ଭାଇରାଲ ଏବଂ ଲୋକପ୍ରିୟ ହୋଇଥିବା ଡାଇଲଗ ଲଜ୍ୟା ଲଜ୍ୟା ମଧ୍ୟ ସେ କହିଥିଲେ।ସ୍ମୃତି ଷ୍ଟୁଡିଓରେ ସୁର ଭାଇ ଗୀତ ଗାଇଛନ୍ତି।ସୁର ଭାଇ କହିଛନ୍ତି ଡକ୍ଟର ରାଜୀବ ଲୋଚନଙ୍କ ଡାକରାରେ ସେ ଆସିଛନ୍ତି।

ସେ ଜଣେ ଭଲ ବୈଜ୍ଞାନିକ ଅଟନ୍ତି।ଭାରତ ବର୍ଷର ଗର୍ବ, ଓଡ଼ିଶାର ଗର୍ବ।କିନ୍ତୁ ତାଙ୍କର ଅନ୍ୟ ଏକ କ୍ୱାଲିଟି ହେଉଛି ସଙ୍ଗୀତ।ତାଙ୍କ ସଙ୍ଗୀତ ଉପରେ ସେ ଅତ୍ୟନ୍ତ ଖୁସି ହୋଇ ତାଙ୍କ ଡାକରାରେ ସେ ଆସିଛନ୍ତି।ତାଙ୍କ ସହିତ ଯେଉଁ ସଙ୍ଗୀତ କଳାକାର ରହିଥିଲେ ସେ କହିଛନ୍ତି ଏହି ଗୀତଟି ଏକ ହାସ୍ୟ ଗୀତ ଭଳି ହୋଇଛି ଓ ଏହା ଯୁବ ପିଢ଼ି ମାନଙ୍କ ପାଇଁ ତିଆରି ହୋଇଛି।

ସୁର ସାର ଏହି ଗୀତ ସମୟରେ ବହୁତ ଭଲ ଭଲ କଥା କହିଛନ୍ତି ଏହା ମୁ ବହୁତ ଉପଭୋଗ କରିଛି ରେକଡ଼ିଂ କରିବା ବେଳେ।ଓ ଆପଣମାନେ ଯେତେବେଳେ ଗୀତଟି ଦେଖିବେ ବହୁତ ଉପଭୋଗ କରିବେ ଵୋଲି କହିଛନ୍ତି।ଅନ୍ୟ ଜଣେ କଲାକାର ମଧ୍ୟ ରାଜୀବ ଲ9ନ ସାରଙ୍କୁ ଖୁବ ଧନ୍ୟବାଦ କରିଛନ୍ତି ଏହି ଗୀତ ତାଙ୍କୁ ଅଫର କରାଯାଇଥିବାରୁ।ସୁର ସାରଙ୍କ ଡାଇଲଗ ପାଇଁ ଗୀତଟି ମଜଳିଆ ଅଛି।ମୁ ଭାବୁଛି ଏହି ଗୀତଟି ସମସ୍ତିଙ୍କୁ ଭଲ ଲାଗିବ।ଗୀତଟିର ଟାଇଟେଲ ରହିଛି କେଜି ଛୁଆ ପ୍ରେମ , ଖାଲି ତ ଘୋଘା ଆଉ

Leave a Reply

Your email address will not be published. Required fields are marked *