ଅଧରାତ୍ରିରେ Rescue ହେଲା ଏକ ବିଷାକ୍ତ ଭୟାନକ ନାଗ,ଗାଇ ଗୁହାଳ (Cave) ରେ ପଶିବା ବେଳେ ହେଇଗଲା ଏପରି କାଣ୍ଡ ଯେ ଥରିଲେ ସମସ୍ତେ

Spread the love

ତେବେ ନିକଟରେ ପୁଣି ଓଡ଼ିଶାର ଏକ ଗ୍ରାମରେ ପୁଣି ରାତି ଅଧରେ ଏକ ବିଷାକ୍ତ ନାଗକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।ତେବେ ରାତି ଅଧରେ ସେହି ଘରର ଲୋକଙ୍କୁ କିଛି ଅଜବ ଶବ୍ଦ ଶୁଣିବାକୁ ମିଳିଥିଲା।ଯେପରି ସେହି ଘରର ଲୋକମାନେ କିଛି କିଛି ଗୃହ ପାଳିତ ପଶୁ ରଖିଥିଲେ।ତେବେ ସେହି ଗୃହ ପାଳିତ ପଶୁ ମାନଙ୍କ ପାଖରେ କିଛି କିଛି ଅଦ୍ଭୁତ ଶବ୍ଦ ଶୁଣିବାକୁ ମିଳିଥିଲା।ଏହା ସହିତ ସେହି ସମସ୍ତ ଗୃହପାଳିତ ପଶୁ ମଧ୍ୟ ଭୟରେ ରଡ଼ି ଛାଡ଼ୁ ଥିବାର ଶବ୍ଦ ଶୁଣିବାକୁ ମିଳିଥିଲା।

ଏହାପରେ ଶେଷରେ ଯେତେବେଳେ ସେହି ଘରର ଲୋକ ଯାଇ ଦେଖିଲେ କି କଣ ପାଇଁ ସେହି ପଶୁ ମାନେ ଏପରି ଭାବରେ ଚିତ୍କାର କରୁଛନ୍ତି।ଏହାପରେ ସେମାନେ ଯାଇ ଦେଖିଲେ କି ଏକ ନାଗ ସେହି ଗୃହ ପାଳିତ ପଶୁ ମାନଙ୍କ ମଧ୍ୟରେ ପଶି ଯାଇଛି।ଏହାପରେ ସେମାନେ ଦେଖିଲେ କି ସେହି ସାପ କାମୁଡିବା ଫଳରେ ଏକ କୁକୁଡ଼ାର ସେହିଠାରେ ମୃତ୍ୟୁ ହୋଇ ଯାଇଥିଲା ବୋଲି ଜଣା ପଡିଥିଲା।

ତେବେ ସେହି ସାପଟି ବହୁତ ଅଧିକ ବଡ଼ ହୋଇ ଥିବାରୁ ସେହି ସାପକୁ ଘଉଡାଇବା ପାଇଁ କେହି ମଧ୍ୟ ସାହାସ କରି ପାରି ନଥିଲେ।ତେବେ ଶେଷରେ ସେହି ଘରର ସମସ୍ତ ଲୋକ ବନ ବିଭାଗକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେବା ପାଇଁ ଚିନ୍ତା କରିଥିଲେ।ଏହାପରେ ସେମାନେ ଶେଷରେ ବନ ବିଭାଗର କର୍ମଚାରୀ ମାନଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ତେବେ ଏହାପରେ ସେମାନେ ସେହି ସ୍ଥାନରେ ଆସି ପହଞ୍ଚିଥିଲେ।ଏହାପରେ ସେମାନେ ଯାଇ ସେହି ସାପକୁ ଧରିବା ପାଇଁ ପ୍ରୟାସ କରିଥିଲେ।ତେବେ ଏହାପରେ ସେମାନେ ସେହି ସାପକୁ ଧରିବା ପାଇଁ ଅନେକ ପ୍ରୟାସ କରିଥିଲେ।ତେବେ ଅନେକ ସମୟର ପ୍ରୟାସ ପରେ ଶେଷରେ ସେମାନେ ସେହି ସାପକୁ ଧରିବାରେ ସଫଳ ହୋଇ ପାରିଥିଲେ।

ତେବେ ବନ ବିଭାଗର କର୍ମଚାରୀ କହିଥିଲେ କି ଏହି ସାପ ଏକ ଭୟଙ୍କର ବିଷଧର ସାପ ଅଟେ।ଏହା ସହିତ ଏହି ସାପ ଯଦି କୌଣସି ବ୍ୟକ୍ତିଙ୍କୁ କାମୁଡି ଦେଇ ଥାଆନ୍ତା ତେବେ ସେହି ବ୍ୟକ୍ତିର ମୃତ୍ୟୁ ମାତ୍ର ୨୦-୨୫ ମିନିଟ ମଧ୍ୟରେ ହୋଇ ଯାଇ ଥାଆନ୍ତା ବୋଲି କହିଥିଲେ।ଏହା ସହିତ କହିଥିଲେ କି ଏପରି ସାପ ଦେଖିଲେ ସେମାନଙ୍କ ପାଖକୁ ନ ଯିବା ପାଇଁ ଏହା ସହିତ ତୁରନ୍ତ ଏହା ସମ୍ପର୍କରେ ବନ ବିଭାଗକୁ ଖବର ଦେବା ପାଇଁ।

ତେବେ ବନ ବିଭାଗର କର୍ମଚାରୀ କହିଥିଲେ କି ଏହି ପରି ସାପ ଦେଖିବା ପରେ ଅନେକ ଲୋକ ସେମାନଙ୍କୁ ପିଟି ପିଟି ମାରି ଦେଇ ଥାଆନ୍ତି ଏହା ସହିତ ଏପରି କରିବା ସମ୍ପୂର୍ଣ୍ଣ ଭାବରେ ବେଆଇନ ବୋଲି କହିଥିଲେ ବନ ବିଭାଗର କର୍ମଚାରୀ।ତେବେ ଏହା ସହିତ ବନ ବିଭାଗର କର୍ମଚାରୀ କହିଥିଲେ କି ଏପରି ସାପ ଦେଖିବା ପରେ ସେମାନଙ୍କୁ ପିଟି ପିଟି ନ ମାରି ତୁରନ୍ତ ବନ ବିଭାଗକୁ ଖବର ଦେବା ଆବଶ୍ୟକ।ଯାହା ଫଳରେ ସେମାନେ ସେହି ସାପକୁ ଉଦ୍ଧାର କରି ଅନ୍ୟ ସୁରକ୍ଷିତ ସ୍ଥାନକୁ ନେଇ ଛାଡ଼ି ଦେଇ ପାରିବେ।ଯାହା ଫଳରେ ସେହି ସାପ ଓ ଆପଣ ଉଭୟ ସୁରକ୍ଷିତ ରହି ପାରିବେ।

Leave a Reply

Your email address will not be published. Required fields are marked *