ଶିବ ଙ୍କ ଉପରେ ଗାଇ Direct ଚଢ଼ାଇଲା ନିଜର କ୍ଷୀର,ଆଉ ତାପରେ ହେଲା ଏଭଳି amazing ଘଟଣା ଯେ ସମସ୍ତେ ହେଇଗଲେ ଚକିତ

Spread the love

ମଧ୍ୟପ୍ରଦେଶର ଏକ ଗ୍ରାମରେ ଗୋବର୍ଦ୍ଧନ ନାମକ ଜଣେ ଚାଷୀ ରହୁଥିଲା।ସେ ସେଠାରେ ଏକ ସରକାରୀ ଜମିରେ ଅନେକ ବର୍ଷ ଧରି ନିଜର ଚାଷ କାର୍ଯ୍ୟ କରି ଆସୁଥିଲା।ତେବେ ସେଠାରେ ସେ ନିଜର ଚାଷ କାର୍ଯ୍ୟ କରି ନିଜର ପରିବାରର ପ୍ରତିପୋଷଣ କରୁଥିଲା।ତେବେ ତାର ପରିବାରରେ ତାର ବାପା ମା ଓ ତାର ଏକ ଭଉଣୀ ରହୁଥିଲେ।ତେବେ ସେଠାରେ ସେ ଚାଷ କାର୍ଯ୍ୟ କରି ଆସୁଥିଲା।

ତେବେ ସେଠାରେ ସେ ଅନେକ ସମୟ ଧରି ଏପରି ଭାବରେ ଚାଷ କାର୍ଯ୍ୟ କରି ନିଜର ପରିବାରର ପ୍ରତିପୋଷଣ କରି ଆସୁଥିଲା।ତେବେ ସେହି ଜମିରେ ଏକ ଶିବଲିଙ୍ଗ ରହିଥିଲା।ଏହା ସହିତ ସେହି ଶିବଲିଙ୍ଗ ସେଠାରେ କେବେଠୁ ରହି ଆସୁଛି ଏହା ସମ୍ପର୍କରେ କେହି ମଧ୍ୟ ଜାଣି ନାହାନ୍ତି।ତେବେ ଗୋବର୍ଦ୍ଧନ ସେହି ଶିବ ଲିଙ୍ଗକୁ ପୂଜା କରି ଆସୁଛନ୍ତି।

ଏହା ସହିତ ଏହି ଶିବଲିଙ୍ଗର ଅନେକ ମାହାତ୍ମ୍ୟ ଥିବା ବୋଲି ସେ ବିଶ୍ୱାସ କରିଥାଏ।ତେବେ ସୂଚନା ଅନୁସାରେ ସେହି ଜମି ଉପରେ ଏକ ବିଶାଳ ରାସ୍ତା ଯିବାର ଯୋଜନା ହୋଇଥିଲା।ଯେଉଁ କାରଣରୁ ସେହି ଜମି ଉପରୁ ଗୋବର୍ଦ୍ଧନ ନିଜର ସମସ୍ତ ଜିନିଷ ହଟାଇବା ପାଇଁ ଦିନ ଏକ ନୋଟିସ ଆସିଲା।ତେବେ ଏହା ପରେ ଗୋବର୍ଦ୍ଧନ କିଛି ବୁଝି ପାରିଲା ନାହିଁ।

ସେ ନିଜର ଜମିକୁ ନେଇ ଅଧିକ ଚିନ୍ତିତ ନଥିଲା।କାରଣ ସେହି ଜମିର ପ୍ରତିବଦଳରେ ତାଙ୍କୁ ଚାଷ କରିବା ପାଇଁ ଅନ୍ୟ ଏକ ଜମି ମିଳିଯିବ।କିନ୍ତୁ ସେହି ତାର ଭଗବାନ ଶିବଙ୍କ ଲିଙ୍ଗକୁ ନେଇ ସେ ଅଧିକ ଚିନ୍ତିତ ଥିଲା।ସେ ମଧ୍ୟ ଭଗବାନ ଶିବଙ୍କ ଏକ ବହୁତ ବଡ଼ ଭକ୍ତ ଥିଲା।ସେହି କାରଣରୁ ସେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କିପରି ହେବ ଏହା ସହିତ ଭଗବାନ ଶିବଙ୍କ ଲିଙ୍ଗକୁ କଣ କରିବେ

ଏହାକୁ ନେଇ ଚିନ୍ତିତ କରୁଥିଲା।ତେବେ ଦିନେ ଅଚାନକ ଭାବରେ ସରକାରୀ କର୍ମଚାରୀ ଆସି ସେଠାରେ ପହଞ୍ଚିଲେ।ଏହାପରେ ଗୋବର୍ଦ୍ଧନ ସେମାନଙ୍କୁ କହିଲା କି ଜମି ଛାଡ଼ିବା ପାଇଁ ମୁଁ ରାଜି ଅଛି।କିନ୍ତୁ ଏହି ଶିବଲିଙ୍ଗକୁ ଆପଣ ମାନେ ଛାଡ଼ି ଦିଅନ୍ତୁ।ଏହାପରେ ସେଠାକୁ ଆସିଥିବା ସରକାରୀ କର୍ମଚାରୀ ମାନେ କହିଲେ କି ଏହାକୁ ନ ଭାଙ୍ଗି ରାସ୍ତା ଯାଇ ପାରିବ ନାହିଁ।

ତେବେ ଏହା ପରେ ସେଠାରେ ଥିବା ଲିଙ୍ଗ ବିଷୟରେ କହିବାକୁ ଯାଇ ଗୋବର୍ଦ୍ଧନ କହିଲା କି ଏହା ହେଉଛି ଏହା ବହୁତ ଚମତ୍କାରି ଶିବଲିଙ୍ଗ।ଏହା ଉପରେ ପ୍ରତିଦିନ ଏକ ଗାଈ ଆସି ନିଜର କ୍ଷୀର ନିଜେ ଅର୍ପଣ କରିଥାଏ।ଏହା ଶୁଣିବା ପରେ ସମସ୍ତେ ହସିବାକୁ ଲାଗିଲେ।କିନ୍ତୁ କିଛି ସମୟପରେ ସେଠାକୁ ଏକ ଗାଈ ଆସି ସେହି ଶିବ ଲିଙ୍ଗ ଉପରେ ନିଜର କ୍ଷୀର ଢ଼ାଳିବାକୁ ଲାଗିଲା।

ଏହାକୁ ଦେଖିବା ପରେ ସେହିଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ।ଏହାପରେ ସେଠାକୁ ଆସିଥିବା ସମସ୍ତ ସରକାରୀ କର୍ମଚାରୀ ସେଠାରୁ ଚାଲି ଯାଇଥିଲେ।ଏହାପରେ ସେଠାରୁ ରାସ୍ତାକୁ ମଧ୍ୟ ବଙ୍କାଇ ନିଆଯିବାକୁ ସ୍ଥିର ହେଲା।ଏହା ସହିତ ସେଠାରେ ଭଗବାନ ଶିବଙ୍କ ଏକ ବହୁତ ବଡ଼ ମନ୍ଦିର ମଧ୍ୟ ପ୍ରତିଷ୍ଠା କରାଗଲା।

Leave a Reply

Your email address will not be published. Required fields are marked *