ତାରିଣୀ ଆଖିରେ ତାରା ଓଡ଼ିଆ ସିରିଏଲ କଳାକାର ମାନଙ୍କ Education Qualification କଣ,ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇକି ବସିବେ

Spread the love

ସୁମନ ପଟ୍ଟନାୟକ:- ସେ ଏହି ଚଳଚ୍ଚିତ୍ରରେ ତାରିଣୀ ଭୂମିକାରେ ଅଭିନୟ କରୁଛନ୍ତି।ସେ ଏହି ଚଳଚ୍ଚିତ୍ରରେ ଅନେକ ଭଲ ଅଭିନୟ କରି ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ସେ ଭୁବନେଶ୍ୱରର ଶ୍ରୀ ଅରବିନ୍ଦ କଲେଜରୁ +୩ ରେ ସ୍ନାତକ ହୋଇ ସାରିଛନ୍ତି।

ମିଲୀ ମହାନ୍ତି:- ଏହି କଳାକାର ଜଣଙ୍କ ଏହି ଚଳଚ୍ଚିତ୍ରରେ କନିକା ଭୂମିକାରେ ଅଭିନୟ କରୁଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ତେବେ ସେ ଉତ୍କଳ ସଙ୍ଗୀତ ବିଶ୍ଵବିଦ୍ୟାଳୟରୁ +୩ ରେ ସ୍ନାତକ ହୋଇ ସାରିଛନ୍ତି।

ମିଥିଲେଶ କୁମାର:- ଏହି କଳାକାର ଜଣଙ୍କ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ତେବେ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ସେ ଏହି ଚଳଚ୍ଚିତ୍ରରେ ବୀର ଭୂମିକାରେ ଅଭିନୟ କରୁଛନ୍ତି।ତେବେ ସେ +୩ ପରୀକ୍ଷାରେ ପାସ କରିଛନ୍ତି।

ଦେବ ମହାନ୍ତି:- ଏହି କଳାକାର ଜଣଙ୍କ ଏହି ଚଳଚ୍ଚିତ୍ରରେ ତରୁଣ ଭୂମିକାରେ ଅଭିନୟ କରୁଛନ୍ତି।ତେବେ ତାଙ୍କର ଅଭିନୟ ଅତ୍ୟନ୍ତ ଆକର୍ଷଣୀୟ ହୋଇ ପାରିଛି।ଏହା ସହିତ ସେ ଜଣେ ବହୁତ ଭଲ ଓ ଆଗ ଧାଡ଼ିର ଅଭିନେତା।ଏହା ସହିତ ସେ +୩ ରେ ନିଜର ପାଠ୍ୟ କ୍ରମ ସମ୍ପୂର୍ଣ୍ଣ କରି ସାରିଛନ୍ତି।

ସପ୍ଲିନ ମିଶ୍ର:- ଏହି କଳାକାର ଜଣଙ୍କ ଏହି ଚଳଚ୍ଚିତ୍ରରେ ତୁଷାର ଭୂମିକାରେ ଅଭିନୟ କରିଛନ୍ତି।ତାଙ୍କର ଅଭିନୟ ଅନେକ ଲୋକଙ୍କ ପ୍ରିୟ ଅଟେ।ଯାହା ଫଳରେ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତା ଅଟନ୍ତି।ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ଏମ ବି ଏ ଶେଷ କରିଛନ୍ତି।

ଅସୀମା ପତି:- ସେ ଏହି ଚଳଚ୍ଚିତ୍ରରେ ତାରା ଭୂମିକାରେ ଅଭିନୟ କରୁଛନ୍ତି।ତାଙ୍କର ଅଭିନୟ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛି।ଏହା ସହିତ ସେ ଜଣେ ବହୁତ ଭଲ ଓ ଆଗ ଧାଡ଼ିର ଅଭିନେତ୍ରୀ।ତେବେ ସେ କନ୍ଦରପୁର କଲେଜରୁ ନିଜର +୩ ଶେଷ କରିଛନ୍ତି।

କାଜଲ ମିଶ୍ର:- ଏହି ଚଳଚ୍ଚିତ୍ରରେ ଏହି ଅଭିନେତ୍ରୀ ଜଣଙ୍କ ମୋହିନୀ ଭୂମିକାରେ ଅଭିନୟ କରୁଛନ୍ତି।ତେବେ ତାଙ୍କର ଅଭିନୟ ମଧ୍ୟ ଅନେକ ଲୋକଙ୍କ ପାଇଁ ପ୍ରିୟ ହୋଇ ପାରିଛି।ତେବେ ସେ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ +୩ ଶେଷ କରିଛନ୍ତି।

ମାମୁନି:- ଏହି କଳାକାର ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ଅନେକ ପରିଚୟ ସୃଷ୍ଟି କରି ପାରିଛନ୍ତି।ତେବେ ସେ ଏହି ଚଳଚ୍ଚିତ୍ରରେ ରୁକ୍ମିଣୀ ଭୂମିକାରେ ଅଭିନୟ କରୁଛନ୍ତି।ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ କଳାରେ +୩ ଶେଷ କରିଛନ୍ତି।

ବର୍ଷା ପାତ୍ର:- ଏହି କଳାକାର ଜଣଙ୍କ ଏହି ଚଳଚ୍ଚିତ୍ରରେ ରୁପଶ୍ରି ଭୂମିକାରେ ଅଭିନୟ କରୁଛନ୍ତି।ତେବେ ସେ ପୁରୀର ନିଗମାନନ୍ଦ ବାଳିକା ଉଚ୍ଚ ବିଦ୍ୟାଳୟରୁ +୩ ରେ ନିଜର ପାଠ ପଢା ଶେଷ କରିଛନ୍ତି।

ରଞ୍ଜିତା ପାଣିଗ୍ରାହୀ:- ଏହି କଳାକାର ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ଭୁବନେଶ୍ୱରର ବିର୍ଲା ଗ୍ଲୋବାଲ କଲେଜରୁ ନିଜର ପାଠ ପଢା ଶେଷ କରିଛନ୍ତି।

Leave a Reply

Your email address will not be published. Required fields are marked *