ଗଣେଶ Chaturthi ଦିନ ଆପଣ ଘରକୁ ଆଣନ୍ତୁ ଏହି ଗୋଟିଏ ଫୁଲ ଆପଣଙ୍କର ରହିବ ନାହିଁ ଟଙ୍କାର ଅଭାବ

Spread the love

ଆଜିଆମେ ଆପଣଙ୍କୁ ଏକ ଏପରି ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ଯେତେମଧ୍ୟ ଗରିବ ହୋଇଥିଲେ ମଧ୍ୟ ଧୀରେ ଧୀରେ ଧନୀ ହେବାକୁ ଲାଗିବେ।ଆମେ ବିଭିନ୍ନ ଉପାୟରେ ଟଙ୍କା ରୋଜଗାର କରିଥାଉ ନିଜ ଆବଶ୍ୟକତାପୂରଣ କରିବା ପାଇଁ କିନ୍ତୁ ଯଦି ସେହି ଟଙ୍କା ଆମ ପାଖରେ ରହିବ ନାହିଁ ତେବେ ଆମେ ଖୁସିରେ ରହିପାରିବା ନାହିଁ।ସବୁ କାର୍ଯ୍ୟ ପାଇଁ ଆମକୁ ଟଙ୍କାର ଆବଶ୍ୟକତା ହୋଇଥାଏ।ଏହି ଟଙ୍କା ଆମେ କୌଣସି କାମ କରି ବିଭିନ୍ନ ଉପାୟରେ କମାଇଥାଉ।

କିନ୍ତୁ ଆପଣ ଯେତେ ମଧ୍ୟ ଟଙ୍କା ରୋଜଗାର କରନ୍ତୁ ନା କାହିଁକି ଯଦି ସେହି ପଇସା ଆପଣଙ୍କ ପାଖରେ ନରହିବ ତେବେ ଆପଣ ଭଲରେ ରହିପାରିବେ ନାହିଁ କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ଉପାୟ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ ଗଣେଶ ଚତ୍ରୁର୍ଥୀ ବା ଗଣେଶ ପୂଜା ଦିନ କରନ୍ତି ତେବେ ଆପଣଙ୍କ ଘରକୁ କୌଣସିବି ଉପାୟରେ ଟଙ୍କା ଆସିବ ଓ ଆପଣ ଆଉ ଗରିବ ହୋଇ ରହିବେ ନାହିଁ।

ତେବେ ଆସନ୍ତୁ ଜାଣିବା ସେହି ଉପାୟଟି କଣ ଅଟେ ଯାହା ଆପଣଙ୍କ ଭାଗ୍ୟ ବଦଳାଇ ପାରିବ।ଆପଣ ଏହି ଫୁଲଟିକୁ ନିଶ୍ଚୟ ଦେଖିପାରୁଥିବେ ଓ ଜାଣିପାରୁଥିବେ ଏହି ଫୁଲଟିର ନାମ କଣ।ଯଦି ଜାଣିପାରୁ ନାହାଁନ୍ତି ତେବେ କହିରଖିବୁ ଏହି ଫୁଲଟିର ନାମ ହେଉଛି କପା ଫୁଲ।ତେବେ ଆପଣ ଗଣେଶ ପୂଜା ଦିନ ଏହି ଫୁଲ ତୋଳିକି ରଖନ୍ତୁ

ଏହା ପରେ ଏକ ଭଲ ଦିନ ଦେଖି ଏକ ତାବିଜରେ ଏହାକୁ ପୁରାଇ ଧାରଣ କଲେ ଏକ ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ଟଙ୍କାର ସମସ୍ୟା ଦୂର ନିଶ୍ଚୟ ହୋଇଯିବ।ଆଜିର ଦୁନିଆରେ ଟଙ୍କା କାହାର ବା ନଦରକାର ଓ ଏହା ଉଚିତ ମଧ୍ୟ କାରଣ ଆପଣ ଟଙ୍କାକୁ ପସନ୍ଦ କରନ୍ତୁ ଅବା ନକରନ୍ତୁ କିନ୍ତୁ କୌଣସି ନା କୌଣସି ଦିନ ଆପଣଙ୍କୁ ଟଙ୍କାର ଅଧିକ ଆବଶ୍ୟକତା ପଡିବ ଯେବେ ଆପଣଙ୍କୁ ଲାଗିବକି ଆପଣଙ୍କୁ ଟଙ୍କା ଦରକାର ଥିଲା।

କାରଣ ଟଙ୍କା ଦ୍ଵାରା ହିଁ ଆଜିକାଲି ସବୁସମ୍ଭବ ହେଇପାରୁଛି।ଯାହା ପାଖରେ ଟଙ୍କା ନାହିଁ ସେ ଯାହା କଲେ ମଧ୍ୟ ତାକୁ ଏ ସମାଜ ସମ୍ମାନ ଦେଇନଥାଏ।ଯଦି ଆପଣଙ୍କ ଭାଗ୍ୟ ଠିକ ନଥିବ ତେବେ ଆପଣ ଜେତେ ଟଙ୍କା ରୋଜଗାର କରନ୍ତୁ ନା କାହିଁକି ତାହା ଆପଣଙ୍କ ପାଖରେ ରହିନଥାଏ।ଯେ କୌଣସି ବାଟରେ ତାହା ଚାଲିଯାଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିଲୁ ଯଦି ଆପଣ ଏହି ଉପାୟକୁ କରିବେ ତେବେ ଆପଣଙ୍କର ଟଙ୍କା ଜନିତ ଏହି ସମସ୍ୟା ଜଲ୍ଦି ଦୂର ହୋଇଯିବ। ତେବେ ଆପଣ ନିଶ୍ଚୟ ଏହି ଉପାୟକୁ ଥରେ କରିକି ଦେଖନ୍ତୁ ଓ ଲାଭ ହୋଇଛିକି ନାହିଁ ଆମକୁ ଜଣାନ୍ତୁ।

Leave a Reply

Your email address will not be published. Required fields are marked *