ଆଇଏସ Sanotosh Sarangi ଙ୍କ ସହ ଅପରାଜିତାଙ୍କ ପ୍ରେମ କାହାଣୀ ଅଟେ ଖୁବ ରୋମାଞ୍ଚକର,ପୁରା ଫିଲ୍ମ କାହାଣୀ ପରି ଅଟେ ଦିଜଣ ଙ୍କ ପ୍ରେମ କାହାଣୀ

Spread the love

ଆଜି ଆମେ ଆପଣଂକୁ ଏକ ନୂଆ ତଥା ଅନନ୍ୟ ପ୍ରସଙ୍ଗରେ ଜଣାଇବୁ।ଅପରାଜିତା ଷଡ଼ଙ୍ଗୀ, ଏହି ନାମ କିଏ ବା ଜାଣେ ଆପଣ ନିଶ୍ଚିନ୍ତ ଏହି ନାମ ସହ ପରିଚିତ ଥିଲେ।ପ୍ରତ୍ୟେକ ଦିନ ଆପଣମାନେ ଟିଭି ଓ ଖବରକାଗଜରେ ଏହି ନାମକୁ ଦେଖୁଥିବେ।ସାଂସଦ ଅପରାଜିତା ଷଡ଼ଙ୍ଗୀ ଜଣେ ଶକ୍ତ ମହିଳା ଓ ସ୍ପଷ୍ଟବାଦୀ ମଧ୍ୟ।ଏଥିପାଇଁ ତ ସେ ରାଜନୀତିରେ ବେଶ ଦକ୍ଷ,ନିଜ ରାଜନୀତି ଜୀବନରେ ସେ ସୁଖ ଓ କଷ୍ଟ ଦୁଇଟା ଯାକର ସାମ୍ନା କରିଛନ୍ତି।

ଆପଣମାନେ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରୁଥିବେ।ତେବେ ଆଜି ଆମେ ଜାଣିବା ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ କିଛି କଥା ଉପରେ ଯାହା ବିଷୟରେ ଆପଣ ହୁଏତ ଆଗରୁ ଜାଣିନଥିବେ।ତେବେ ଆସନ୍ତୁ ସେହି କଥା ବିଷୟରେ ଜାଣିବା।ଭାରତୀୟ ଜନତା ପାର୍ଟି ବିଜେପିରେ ଯୋଗଦେବା ପରେ ଏବେ ସବୁବେଳେ ଚର୍ଚାରେ ରହୁଛନ୍ତି ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ।

ଅପରାଜିତା ଷଡ଼ଙ୍ଗୀଙ୍କ ଜନ୍ମ ୧ ସେପ୍ଟେମ୍ବର ୧୯୭୯ରେ ବିହାରର ଫାଗଲପୁରରେ ହୋଇଥିଲା।ତାଙ୍କ ବାପା ଓ ମା ଦୁହେଁ ଶିକ୍ଷକ ଅଟନ୍ତି।ନାଳନ୍ଦା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରର ଗ୍ରାଜୁଏସନ ହାସଲ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ।୧୯୯୬ ରେ ୟୁପିଏସିର ସିଭଲି ସର୍ଭିସରେ କ୍ୟାଲିଫାଏ କରିବା ପରେ ଆଇଏସ ଭାବେ କାର୍ଯ୍ୟକରୁଥିଲେ।

ସେ ଆପଣଙ୍କୁ କହିରଖିବୁ ସେ ନିଜ ସହପାଠୀ ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିବାହ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ।ତାଙ୍କ ସ୍ୱାମୀ ମଧ୍ୟ ଜଣେ ଆଇଏଏସ ଅଫିସର। କହିରଖିବୁ ଅପରାଜିତା ଷଡ଼ଙ୍ଗୀଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛି।ତାଙ୍କ ପୁଅର ନାମ ଶିଖର ଷଡ଼ଙ୍ଗୀ ଓ ଝିଅର ନାମ ଅର୍ଚ୍ଚନା ଷଡ଼ଙ୍ଗୀ ଅଟେ।

ଆପଣଙ୍କୁ କହିରଖିବୁ ୨୦୦୬-୨୦୧୩ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ବିଭାଗରେ କାମ କରୁଥିଲେ ଅପରାଜିତା ଷଡ଼ଙ୍ଗୀ। ୨୦୦୬-୨୦୦୯ ପର୍ଯ୍ୟନ୍ତ ବିଏମସି ବା ଭୁବନେଶ୍ୱର ମୁନିସପାଲଟି କରପୋରେସନର କମିସନର ଭାବେ ସେ କାମ କରିଥିଲେ।ଏହା ପରେ ସେ ୪ ବର୍ଷ ପଞ୍ଚାୟତି ରାଜ ଓ ଉଚ୍ଚଶିକ୍ଷା ବିଭାଗର ସେକେରଟେରୀ ଭାବେ କାମ କରିଥିଲେ।

୨୦୧୨ରେ ଭାରତ ସ୍କାଉଟ ଓ ଶକ୍ତି ସମ୍ମାନରେ ସନମାନିତ ହୋଇଥିଲେ ଅପରାଜିତା ଷଡ଼ଙ୍ଗୀ।୨୦୧୩ରେ ସେ ୫ ବର୍ଷ ପାଇଁ ସେଣ୍ଟରାଲ ଡେପୁଟିସନରେ ଯାଇଥିଲେ, କାରଣ ତାଙ୍କର କାର୍ଯ୍ୟଶେଷ ହେବା ପରେ ସେ ୨୦୧୮ରେ ଆଇଏଏସରୁ ଇଚ୍ଛାଅନୁସାରେ ରିଟାର୍ଡ ନେଇଥିଲେ।ଏହା ପରେ ସେ ୨୭ ନଭେମ୍ବର ୨୦୧୮ରେ ଭାରତୀୟ ଜନତା ପାର୍ଟି ବିଜେପିରେ ଯୋଗ ଦେଇଥିଲେ।

ଏହା ପରେ ସେ ସାଂସଦ ଭାବେ ଠିଆ ହୋଇଥିଲେ ଓ ଜିତିଥିଲେ ମଧ୍ୟ। ସେ ଜଣେ ସମାଜସେବୀ ଓ ନ୍ୟାୟ ପ୍ରତି ବିଚାର ରଖୁଥିବା ମହିଳା ଅଟନ୍ତି।ଏହି ଖବର ଏବେ ପ୍ରାୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଅଛି। ଏହାକୁ ନେଇ ଆପଣଂକର କଣ ପ୍ରତିକ୍ରିୟା ରହିଛି ଆମକୁ କମେଣ୍ଟ ବିଭାଗ ନିଶ୍ଚିତ ଭାବେ ଜଣାଇବେ।

Leave a Reply

Your email address will not be published. Required fields are marked *