Bhagwan ମୋ ଡାକ ଶୁଣିଲେ,ଆଜି ଯାହା ଘଟିଲା ତାହା ଯୁଗ ଯୁଗ ପାଇଁ ରହିବ,କାରଣ ମୋ ସହ..ଦେଖନ୍ତୁ Video

Spread the love

ଶଶୁର ଘରକୁ ଫେରିବେ ତପସ୍ୱିନୀ।ସ୍ଵାମୀଙ୍କ ସହ ରହିବେ ତପସ୍ୱିନୀ।ଜିଲ୍ଲା କୋର୍ଟ ଏଇଭଳି ଗୁରୁତ୍ୟପୂର୍ଣ୍ଣ ରାୟ ଦେଇଛନ୍ତି।ପ୍ରଥମ ଦିନରୁ ଆମେ ଯେଉଁ କଥା କହୁଥିଲେ କି ଧର୍ମର ଜୟ ହେବ ଓ ସତ୍ୟର ଜୟ ହେବ।ସେ କଥା ବର୍ତ୍ତମାନ ପ୍ରମାଣିତ ହୋଇଛି।ତପସ୍ୱିନୀ କହିଛନ୍ତି କି ଆପଣଙ୍କ ପାଇଁ ମୁଁ ଆଜି ମୋ ସ୍ବାମୀଙ୍କ ଫେରି ପାଇଛି।ମୁଁ ଏହା କେବେ ବି ହାତଛଡ଼ା କରିବି ନାହିଁ।ମୁଁ ନିଶ୍ଚୟ ନ୍ୟାୟ ପାଇବି।ଯେଉଁ ଘର ଭିତରେ ଆପଣ ରହିଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିବ।

ଆପଣଙ୍କୁ ଆଉ କେହି ଅଟକାଇବେ ନାହିଁ କି ଆପଣଙ୍କୁ ଏହି ନିୟମ ମାନି ରହିବାକୁ ପଡିବ କି ଆଉ କଣ।ବର୍ତମାନ ଆମେ କହି ପାରିବ କି ଆପଣ ପାଇଁ ବର୍ତ୍ତମାନ ଶଶୁର ଘର ଖୋଲା ହୋଇଯିବ।ଆପଣଙ୍କୁ ଏବେ ସୁରକ୍ଷା ପାଇଁ କୌଣସି ବାହାର ଲୋକର ଆବଶ୍ୟକ ନାହିଁ।ଆପଣ ମାନେ ଦେଖିଥିବେ ମୋ ମୁଁ କିଛି ତାଲା ପକାଇ ନାହିଁ।

ବର୍ତ୍ତମାନ ଯେଉଁ ଜିଲ୍ଲା କୋର୍ଟଙ୍କ ଆଦେଶ ଆସିଲା ସେଥିରେ ନା ଶଶୁର ଘର ଲୋକ ଭିତର ପଟୁ ତାଲା ପକାଇବେ ନା ଆପଣ ନିଜର ସୁରକ୍ଷା ପାଇଁ ବାହାର ଗେଟରେ ତାଲା ପକେଇବ।ବର୍ତ୍ତମାନ ସବୁ ଦ୍ଵାରା ଖୋଲା ହୋଇଗଲା ଆପଣଙ୍କ ପାଇଁ। ଭଗଵାନ ମୋ ଡାକ ଶୁଣିଛନ୍ତି।ମାନ୍ୟବର କୋର୍ଟର ଜଜ ମୋ ସତକୁ ପରଖିଛନ୍ତି।

ନ୍ୟାୟ ପ୍ରଦାନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।ମୁଁ ବହୁତ ଦିନ ପରେ ମୋ ଶାଶୁ ଘରକୁ ଯିବି। ସେଠାରେ ସମସ୍ତଙ୍କ ମନ କିଣି ରଖିବି।ସେମାନେ ଯେମିତି ମୋ ବାପା ମାଆଙ୍କୁ କହୁଥିଲେ ମତେ କହୁଥିଲେ ଆଉ କହିବେ ନାହିଁ।ଆଉ ସୁମିତ କେଉଁଠି ଅଛନ୍ତି ମୁଁ ଜାଣିନି।ସେ ନିଖୋଜ ଅଛନ୍ତି।ତାଙ୍କୁ ଅନୁରୋଧ କରୁଛି କି ସେ ଚାଲି ଆସନ୍ତୁ।

ବାପା ମାଆଙ୍କୁ ଅନୁରୋଧ କରୁଛି ମୋ ସୁମିତଙ୍କୁ ନେଇ ଆସନ୍ତୁ।ଆଉ ଆମ ଦୁଇ ଜଣଙ୍କୁ ମିଶାଇ ଦିଅନ୍ତୁ।ଆମେ ଦୁଇ ଜଣ ଆପଣଙ୍କ ଭଳି ଭଲରେ ରହିବାକୁ ଚାହୁଁଛୁ।ଆପଣ ଚାହିଁଲେ ମୋର ଉଜୁଡ଼ି ଯାଇଥିବା ସଂସାର ପୁଣି ଥରେ ଠିକ ହୋଇଯିବ।ଦେଖିବାକୁ ଗଲେ ଏ ବିଜୟ ପୁରା ନାରୀ ଜାତିର।ମୋର ଏକୁଟିଆ ନୁହେଁ।

ଆଜି ଝିଅକୁ ନ୍ୟାୟ ମିଳିଛି ମାନେ ପୁରା ଓଡ଼ିଶାବାସୀଙ୍କୁ ନ୍ୟାୟ ମିଳୁଛି।ଗୋଟିଏ ପଟେ ତପସ୍ୱିନୀ ଖୁସି ଅଛନ୍ତି ଓ ଅନ୍ୟ ପଟେ ସୁମିତ ମଧ୍ୟ ଖୁସି ଅଛନ୍ତି।ଏବେ ସେ ଗୋଟିଏ ଘରେ ରହିବେ।ସେମାନେ ନିଶ୍ଚୟ ମିଶି ରହିବେ।ବର୍ତ୍ତମାନ ଗୋଟିଏ ଆଇନର ଆଦେଶକୁ ପାଳନ କରିବା ଆଉ ଆମ ମନକୁ ପଚାରି ମିଶିବାରେ ବହୁତ ଫରକ ଅଛି।ଆମେ ଚେଷ୍ଟା କରିବୁ କି ତାଙ୍କ ଶାଶୁ ଶଶୁରଙ୍କୁ ବୁଝେଇବା ଓ ଚେଷ୍ଟା କରିବା ତାଙ୍କ ସଂସାର ପୁଣି ଆଗ ଭଳି ଭଲରେ ଓ ହସ ଖୁସିରେ ଖେଳି ଉଠୁ।

Leave a Reply

Your email address will not be published. Required fields are marked *