Entry ଗେଟ ଖୋଲି ବାହାରକୁ ଆସିଲେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ,ବୋହୁ କୁ ନେବା ପାଇଁ ଆସିଲେ କି..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ଡାକ୍ତର ସୁମିତ ଏବଂ ତପସ୍ୱିନୀଙ୍କ ମଧ୍ୟରେ ଚାଲିଥିବା ଏହି ବିଶେଷ କେସ ବିଷୟରେ କିଛି ବିଶେଷ ତଥ୍ୟ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ବ୍ରହ୍ମପୁରର ଡାକ୍ତର ସୁମିତ ଏବଂ ତାଙ୍କ ପତ୍ନୀ ଦିମ୍ପଲ ଓରଫ ତପସ୍ୱିନୀଙ୍କ ମଧ୍ୟରେ ଚାଲିଥିବା

ଏହି କେସ ବିଷୟରେ ନିହାତି ଭାବରେ ଜାଣିଥିବେ।ବର୍ତ୍ତମାନ ସମୟରେ ଏହି ଖବର ସବୁ ସ୍ଥାନରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।ଯେଉଁଠାରେ ଆପଣ ଦେଖିବେ ଏହି କଥାର ଚର୍ଚ୍ଚା।ମାମଲା ଯେତେ ଆଗକୁ ବଢୁଛି ସେତେ ଅଧିକ ଜଟିଳ ହେବାରେ ଲାଗିଛି।ତେବେ ଆପଣମାନେ ତ ଏହା ଜାଣିଥିବେ ଯେ ତପସ୍ୱିନୀ ପ୍ରମିଳା ତ୍ରିପାଠୀଙ୍କ

ଏବଂ ଅନ୍ୟ ମହିଳାଙ୍କ ସାହାଯ୍ୟ ଦ୍ୱାରା ସୁମିତଙ୍କ ଘର ଭିତରେ ଧସେଇ ପଶିଥିଲେ।ଏବଂ ସୁମିତଙ୍କ ଘରେ ଗ୍ରୁଜ ବନ୍ଦି ହିସାବରେ ରହୁଥିଲେ।ତେବେ ବର୍ତ୍ତମାନ ସମୟରେ ପୋଲିସ ସୁମିତଙ୍କ ଘର ପାଖକୁ ଆସିଛି।ଏହାପରେ ସେମାନେ ପଛ ଗେଟର ଫାଟକ ମାଧ୍ୟ ଖୋଲିଥିଲେ।ସେହି ଫାଟକ ମଧ୍ୟରେ ଦେଖିବାକୁ ମିଳିଥିଲେ ସୁମିତଙ୍କ ବାପା ପ୍ରମୋଦ ସାହୁ।

ଏହାପରେ ପୋଲିସ କର୍ମଚାରୀ ତାଙ୍କ ସହିତ କିଛି କଥାବାର୍ତ୍ତା ମଧ୍ୟ କରିଥିଲେ।ଏହି କଥାବାର୍ତ୍ତା ସରିବାପରେ ସେ ସେହି ପଛ ଗେଟଟି ଖୋଲି ବାହାରକୁ ମଧ୍ୟ ଆସିଥିଲେ।ପ୍ରମୋଦ ସାହୁ ଗେଟରୁ ବାହାରକୁ ଆସିବା ପରେ ସେଠାରେ ଉପସ୍ଥିତ ସମସ୍ତ କର୍ମଚାରୀଙ୍କ ନମସ୍କାର ମଧ୍ୟ କରିଥିଲେ ଏବଂ ସେଠାରେ କ୍ୟାମେରା ମ୍ୟାନ ଉପସ୍ଥିତ ଥିବାରୁ ତାହାର ଭିଡିଓ ମଧ୍ୟ ରେକର୍ଡ କରାଯାଇଥିଲା।

ଏହାପରେ ପୁନର୍ବାର ପୋଲିସ କର୍ମଚାରୀ ଏବଂ ଅନ୍ୟ ମହିଳା କର୍ମଚାରୀଙ୍କ ସହିତ କିଛି କଥା ସେ ଆଲୋଚନା କରିଥିଲବ ଏବଂ କିଛି ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ।ତେବେ ବର୍ତ୍ତମାନ ରାୟ ଆସିବାକୁ ସମସ୍ତିଙ୍କ ଅପେକ୍ଷା।

Leave a Reply

Your email address will not be published. Required fields are marked *