ଦୀର୍ଘ 44 ଦିନ ପରେ ନ୍ୟାୟ ପାଇଲେ ତପସ୍ଵିନୀ,ପ୍ରଥମଥର ସାମ୍ନା କୁ ଆସିଲେ ତପସ୍ୱିନୀ ଙ୍କ ମା,କାନ୍ଦି କାନ୍ଦି କହିଲେ ଏପରି କଥା ଆପଣଙ୍କ ଆଖିରେ ଲୁହ ଆସିଯିବ..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ଆଜି ସେମାନଙ୍କର କଳହର ଶୁଣାଣି ଥିଲା।ତେବେ କୋର୍ଟ ବର୍ତ୍ତମାନ ତପସ୍ଵିନୀଙ୍କ ସପକ୍ଷରେ ରାୟ ଦେଇଛନ୍ତି।ତେବେ ଏହା ଜାଣିବା ପରେ ବର୍ତ୍ତମାନ ତପସ୍ଵିନୀଙ୍କ ମାଆ ବହୁତ ଖୁସି ଥିବା ଜଣା ପଡ଼ିଛି।ଏହା ସହିତ ସେ ନିଜର ଝିଅ ନ୍ୟାୟ ପାଇଥିବାର ଦେଖି ବହୁତ ଅଧିକ ଖୁସି ମଧ୍ୟ ଅଛନ୍ତି।

ସେ ନିଜର ଏକ ପ୍ରତିକ୍ରିୟା ରଖି କହିଥିଲେ କି ତାଙ୍କର ଝିଅ ଅନେକ ଦିନ ହେବ ନିଜର ଶ୍ୱଶୁର ଘରକୁ ଯିବା ପାଇଁ ସେହିପରି ଭାବରେ ନିଜର ଶ୍ୱଶୁର ଘର ସମ୍ମୁଖରେ ବସି ରହିଛି।କିନ୍ତୁ ଏହା ପରେ ମଧ୍ୟ ତାର ଶ୍ବଶୁର ଘର ଲୋକ ତାଙ୍କୁ ନିଜର ଘରକୁ ଆସିବାକୁ ଦେଇ ନଥିଲେ।ଏହା ସହିତ ସେ ସେହିପରି ଭାବରେ ଦୀର୍ଘ ୪୪ ଦିନ ହେବ ତାଙ୍କ ଘର ସମ୍ମୁଖରେ ସେହିପରି ଭାବରେ ବସି ରହିଛି।

ଏହା ସହିତ ବର୍ତ୍ତମାନ କେତେ ଅଧିକ ଶୀତ ହେଉଥିଲେ ମଧ୍ୟ ସେ ସେହି ସବୁକୁ ଖାତିର କରି ନଥିଲେ।ଏହା ସହିତ ନିଜର ଶ୍ୱଶୁର ଘରକୁ ଯିବା ପାଇଁ ସେହିପରି ଭାବରେ ନିଜର ଶଶୁର ଘର ସମ୍ମୁଖରେ ବସି ରହିଥିଲେ।ତେବେ ଶେଷରେ ଆଜି କୋର୍ଟ ତାଙ୍କର ସପକ୍ଷରେ ରାୟ ରଖିଛନ୍ତି।ଏହା ସହିତ ସେ ବର୍ତ୍ତମାନ ନିଜର ଶ୍ୱଶୁର ଘରେ ରହି ପାରିବେ ବୋଲି

ବର୍ତ୍ତମାନ ମତ ରଖିଛନ୍ତି।ଏହା ପରେ ବର୍ତ୍ତମାନ ତପସ୍ଵିନୀ ବହୁତ ଅଧିକ ଖୁସି ମଧ୍ୟ ଅଛନ୍ତି।ତେବେ ତପସ୍ଵିନୀଙ୍କ ମାଆ ବର୍ତ୍ତମାନ ନିଜର ଝିଅର ଏହି ଜିତରେ ବହୁତ ଅଧିକ ଖୁସି ମଧ୍ୟ ଅଛନ୍ତି।ଏହା ସହିତ ସେ କହିଥିଲେ କି ନିଜର ଶ୍ୱଶୁର ଘରକୁ ଯିବା ସହିତ ତପସ୍ଵିନୀ ନିଜର ପତିଙ୍କ ସହିତ ରହିଲେ ଯାଇ ସେମାନଙ୍କ ସମ୍ପର୍କରେ କିଛି ସୁଧାର ଆସି ପାରିବ।

ଏହା ସହିତ ସେ ବର୍ତ୍ତମାନ ଏହା ମଧ୍ୟ ଆଶା ରଖିଛନ୍ତି କି ତପସ୍ଵିନୀ ଓ ସୁମିତ ଏକାଠି ଭାବରେ ପୁଣି ନିଜର ସଂସାର ଆରମ୍ଭ କରିବେ।ଏହା ସହିତ ତପସ୍ଵିନୀ ମଧ୍ୟ ବର୍ତ୍ତମାନ ନିଜର ପତିଙ୍କ ସହିତ ରହିବା ପାଇଁ ଆଶା କରି ରହିଛନ୍ତି।ତେବେ ବର୍ତ୍ତମାନ ତପସ୍ଵିନୀଙ୍କ ପାଇଁ ଏହା ଏକ ବହୁତ ବଡ଼ ପ୍ରଶ୍ନ କି ସୁମିତ ତାଙ୍କ ସହିତ ରହିବେ ନା ନାହିଁ।

ତେବେ ତପସ୍ଵିନୀ କୋର୍ଟଙ୍କର ରାୟକୁ ସମ୍ମାନ ଜଣାଇବା ସହିତ ଏହା କହିଛନ୍ତି କି ସେ ନିଜର ଶ୍ୱଶୁର ଘରକୁ ଯିବା ସହିତ ନିଜର ପତିଙ୍କ ସହିତ ରହିଲେ ସେମାନଙ୍କ ମଧ୍ୟରେ ଥିବା ସମସ୍ତ ଭୁଲ ବୁଝାମଣାକୁ ସେ ସମାଧାନ କରି ଦେବେ।ଏହା ସହିତ ସେ ବର୍ତ୍ତମାନ ନିଜର ପତିଙ୍କ ସହିତ ରହିବା ପାଇଁ କହିଛନ୍ତି।ତେବେ ତପସ୍ୱିନୀଙ୍କ ମାଆ କହିଥିଲେ କି ସେ ନିଜର ଝିଅର ଏହି ବିଜୟରେ ବହୁତ ଅଧିକ ଖୁସି ଅଛନ୍ତି।ଏହା ସହିତ ସେ ୪୪ ଦିନ ତାଙ୍କର ଘର ସମ୍ମୁଖରେ ବସି ରହି ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇ ଆଜି ଶେଷରେ ବିଜୟ ପାଇ ପାରିଛନ୍ତି।

Leave a Reply

Your email address will not be published. Required fields are marked *