ଆସିଲା ଖୁସି ଖବର,ତପସ୍ୱୀନୀଙ୍କ ପାଇଁ Aska ରେ ଘର ଭଡା ନେଇଛନ୍ତି ସୁମିତ ଆଉ ଏବେ ପୁଣି ଦିଜଣ ଏକାଠି ରହିବେ ନା କିଛି ବଡ ହେବ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ସୁମିତ ଏବଂ ତପସ୍ୱୀନୀଙ୍କ କେସ ବିଷୟରେ ଜଣାଇଥିବେ।ଆମେ ଆଜି ଏହା ସମ୍ପର୍କରେ କିଛି ବିଶେଷ ତଥ୍ୟ ଜାଣିବା।ତେବେ ଏହାକୁ ନେଇ ଏକ ଐତିହାସିକ ରାୟ ଆସିଛି।

ତେବେ ଏହାର ଶେଷ ଦିନ ଅଛି ୩୧ ତାରିଖ।ବହୁ ଚର୍ଚ୍ଚିତ ସୁମିତ ଏବଂ ତପସ୍ୱୀନୀଙ୍କ ମଧ୍ୟରେ ଯେଉଁ ପାରିବାରିକ ବିବାଦ ସୃଷ୍ଟି ହୋଇଥିଲା ଯାହାକି ସାରା ଭାରତରେ ମଧ୍ୟ ଚହଳ ସୃଷ୍ଟି କରିଥିଲା।ଆମେ ଯେଉଁ ଘଟଣାକୁ ନେଇ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲୁ ମାନ୍ୟବର ହାଇକୋର୍ଟ ରାୟ ଦେଇଥିଲେ ଯେ

ଆସନ୍ତା ୨୮ ତାରିଖ ମଧ୍ୟରେ ଆସ୍କାରେ ଏକ ଘର ନିଆଯିବ ଯେଉଁ ଘର ନେଇସାରି ତପସ୍ୱୀନୀଙ୍କୁ ଜଣାଯିବ ଏବଂ ତପସ୍ୱୀନୀ ସେହି ଘରେ ରହିବେ।ଏହା ସହିତ ତାଙ୍କ ଘରେ ଯେଉଁ ସିନିଅର ସିଟିଜେନ ରହୁଛନ୍ତି ତାଙ୍କୁ କୌଣସି ପ୍ରକାର ଡିଷ୍ଟର୍ବ କରିବେ ନାହିଁ।ଯେଉଁ ରାୟ ଉପରେ ମାନ୍ୟବର ହାଇକୋର୍ଟଙ୍କ କଥାକୁ ସ୍ନମାନ ଜଣାଇ ଆସ୍କାରେ ଏକ ଘର ନିଆଯାଇଛି।

ସେହି ଘରର ଏଗ୍ରିମେଣ୍ଟ ପେପର ତପସ୍ୱୀନୀ ଏବଂ ପ୍ରୋଟେକସନ ଅଫିସର ପୋଲିସଙ୍କୁ ପୋଷ୍ଟ ମାଧ୍ୟମରେ ଜଣା ଯାଇଛି।ହାଇକୋର୍ଟରେ ମଧ୍ୟ ଏହା ଦାଖଲ ହୋଇଛି ଏବଂ ତାଙ୍କର ଆଡ଼ଭୋକେଟଙ୍କୁ ମଧ୍ୟ ଦିଆଯାଇଛି।ଯେଉଁ ମାମଲା ଅନୁସାରେ ତାରିଖ ଥିଲା ଏବଂ ସେ ସମୟ ମାଗିଥିଲେ।ମାନ୍ୟବର କୋର୍ଟ କୌଣସି ତାଙ୍କୁ ସମୟ ଦେଇନଥିଲେ

ଏବଂ ଆସନ୍ତା ୩୧ ତାରିଖ ଦିନ ଶେଷ ଡେଟ ବୋଲି କହିଥିଲେ।ତେବେ କୋର୍ଟର ଡିରିକ୍ସନ ହେଲା ପର୍ଯ୍ୟନ୍ତ ଆମେ କହିପରିବା ନାହିଁ ଯେ ସେ ଫେରିବେ କିମ୍ବା ଫେରିବେ ନାହିଁ କିନ୍ତୁ କୋର୍ଟ ଦିରେକସନ ଦେଇସାରିଲା ପରେ ଆମେ ଏହା କହିପାରିବା।ବର୍ତ୍ତମାନ ସୁଦ୍ଧା ତପସ୍ୱୀନୀ ତାଙ୍କ ଘରେ ଅଛନ୍ତି ସେ ନବାହାରିବା ପର୍ଯ୍ୟନ୍ତ ତାଙ୍କର ଶ୍ୱଶୁର ସେଠାରେ ନିଜକୁ ସେଫ ମନେକରୁ ମହାନ୍ତି।

ଯେଉଁ କାରଣ ପାଇଁ ସେ ବାହାରେ ରହୁଛନ୍ତି।ଯେହେତୁ ପୂର୍ବରୁ ତାଙ୍କ ନାମରେ ଦୁଇ ଦୁଇଟି ଏବଂ ତିନି ତିନିଟି ମିଥ୍ୟା ମାମଲା ଜାରି କରାଯାଇଛି ସେହି ଭୟରେ ସେ ଯାଇ ବାହାରେ ରହୁଛନ୍ତି।ଯେତେ ସମୟ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ଆଦେଶକୁ ସ୍ନମାନ ଜଣାଇ ତପସ୍ୱୀନୀଙ୍କୁ ବାହାରକୁ ଅଣାଯାଇଛି ସେତେ ସମୟ ପର୍ଯ୍ୟନ୍ତ ସେ ଘର ଭିତରକୁ ଆସିବେ ନାହିଁ ବୋଲି ପ୍ଲାଣ୍ଟ ଇନ୍ଫୋର୍ମ କରିଛି।

Leave a Reply

Your email address will not be published. Required fields are marked *