ଘରେ ଘରେ ପରିଚିତ ଓଡ଼ିଆ ଅଭିନେତ୍ରୀ ଭକ୍ତି ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର – ହେଲେ ସତ୍ୟତା କଣ ଏବେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

Spread the love

ଆମେ ପ୍ରତିଦିନ ତୁ ମୋ ଜୀବନ ସାଥୀ ଚଳଚ୍ଚିତ୍ର ନିଶ୍ଚିତ ଭାବରେ ଦେଖୁ।କିନ୍ତୁ ଏହି ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରୁଥିବା ଭକ୍ତିଙ୍କୁ ଆମେ ବହୁତ ଭଲ ଭାବରେ ଜାଣୁ।ତାଙ୍କର ପ୍ରକୃତ ନାମ ହେଉଛି ଯେସି ସାମଲ।ତେବେ ତାଙ୍କର ଅଚାନକ ମୃତ୍ୟୁ ହୋଇଯାଇଛି।ଏହା ଶୁଣିବା ପରେ ଅନେକ ଲୋକ ଏହାକୁ ବିଶ୍ୱାସ ମଧ୍ୟ କରୁ ନଥିବେ।ମାତ୍ର ଏହା ସମ୍ପୂର୍ଣ୍ଣ ରୂପରେ ସତ୍ୟ।ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଭକ୍ତି ଆଉ ଏହି ଦୁନିଆରେ ନାହାନ୍ତି।ତେବେ ତାଙ୍କର ଏଭଳି ଅଚାନକ ବିୟୋଗରେ ଅନେକ ଅଭିନେତା ଭାଙ୍ଗି ପଡ଼ିଛନ୍ତି।

ତେବେ ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ।ସେ ଅନେକ ଲୋକଙ୍କୁ ନିଜର ଅଭିନୟ ମଧ୍ୟରେ ବାନ୍ଧି ରଖି ପାରୁଥିଲେ।ସେ ଏହି ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଲୋକଙ୍କ ନିକଟରେ ନିଜର ସମ୍ମାନ ସୃଷ୍ଟି କରି ପାରିଥିଲେ।ତେବେ ତାଙ୍କର ଏଭଳି ଅଚାନକ ମୃତ୍ୟୁ ଫଳରେ ତାଙ୍କର ସମସ୍ତ ସାଥି ଅନେକ ଦୁଃଖ ପ୍ରକାଶ କରିଛନ୍ତି।

ତେବେ ତାଙ୍କର ମୃତ୍ୟୁ ଫଳରେ ତାଙ୍କ ସହିତ ଅଭିନୟ କରୁଥିବା ଅଭିନେତା ଆଦି ଅଧିକ ଦୁଃଖ ପ୍ରକାଶ କରୁଥିବାର ଦେଖା ଯାଇଛି।ସେମାନେ ପ୍ରାୟ ୪ ବର୍ଷ ହେବ ସାଙ୍ଗ ହୋଇ ଅଭିନୟ କରି ଆସୁଥିଲେ।ତାଙ୍କର ଏଭଳି ଅଚାନକ ବିୟୋଗକୁ ସେ ବିଶ୍ୱାସ କରି ପାରୁ ନାହାଁନ୍ତି ବୋଲି କହିଛନ୍ତି।ସେ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରି ସାରିଥିଲେ।

ତେବେ ବନ୍ଧୁଗାଁ ଡରିବାର କୌଣସି କାରଣ ନାହିଁ କାରଣ ସେ ସତ ଜୀବନରେ ମୃତ୍ୟୁ ବରଂ କରି ନାହାନ୍ତି ସେ ତାଙ୍କ ସିରିଏଲ ଜୀବନରେ ଏକ ଦୃଶ୍ୟ ରେ ଏପରି ସିନ କର ଯାଇଛି ଯେଉଁଥିରେ କି ଲୋକମାନେ ଫୋଟୋ ଦେଖି ଡରି ଯାଇଥିଲେ ହେଲେ ଆମେ ସ୍ପଷ୍ଟ କରୁଚୁ ଯେ ସେ ସତ ଜୀବନରେ ସମ୍ପୂର୍ଣ ସୁସ୍ଥ ଅଛନ୍ତି

ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ଘରେ ଘରେ ନିଜକୁ ଏକ ସ୍ବତନ୍ତ୍ର ପରିଚୟ ଦେଇ ପାରିଥିଲେ।ତାଙ୍କର ଅଭିନୀତ ଏହି ତୁ ମୋ ଜୀବନ ସାଥୀ ଚଳଚ୍ଚିତ୍ରଟି ତାଙ୍କର ଅଭିନୟ ପାଇଁ ଅନେକ ସଫଳ ହୋଇ ପାରିଥିଲା।ଏହା ସହିତ ତାଙ୍କର ଅଭିନୟ ଫଳରେ ଏହି ଚଳଚ୍ଚିତ୍ର ଅନେକ ପୁରସ୍କାର ମଧ୍ୟ ପାଇ ସାରିଛି।ତେବେ ସେ ନିଜର ଅଭିନୟ କରିବାର ଦକ୍ଷତା ଫଳରେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ଦେଇ ପାରିଛନ୍ତି।ତେବେ ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କୁ ମଧ୍ୟ ଅଭିନୟ କରିବା ପାଇଁ ପ୍ରେରଣା ଦେଇ ପାରିଛନ୍ତି।

ଏହା ସହିତ ତାଙ୍କର ଅନେକ ଅନୁଗତ ମଧ୍ୟ ରହିଛନ୍ତି।ତାଙ୍କର ଅନୁଗତ ମାନେ ତାଙ୍କର ଏଭଳି ଅଚାନକ ବିୟୋଗରେ ଦୁଃଖ ପ୍ରକାଶ କରିଥିଲେ କିନ୍ତୁ ସତ କଥା ଜାଣିବା ପରେ ସମସ୍ତନ୍କ ମନରେ ଖୁସି ଫେରି ଆସିଛି ।ଏହା ସହିତ ସେ ନିଜର ଅଭିନୟକୁ ସର୍ବଦା ଓଡ଼ିଶାର ଲୋକଙ୍କ ମନ ଭିତରେ ରଖିବାରେ ସଫଳ ହୋଇ ପାରିଛନ୍ତି।ତେବେ ଦୟାକରି ମିଛ ଖବର ରେ ବିଶ୍ୱାସ କରନ୍ତୁ ନାହିଁ ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି

Leave a Reply

Your email address will not be published. Required fields are marked *