ଓଡ଼ିଆ ଫିଲ୍ମ କମେଡିଆନ ସୁମନ ମହାରଣାଙ୍କ ସ୍ତ୍ରୀ ଙ୍କୁ ଦେଖିଲେ ଆପଣଙ୍କ ବିଶ୍ୱାସ କରିପାରିବେନି – ଓଡ଼ିଆ ବଡ ବଡ ହିରୋଇନ ମଧ୍ୟ ତାଙ୍କ ଆଗେ ଫିକା – ଏବେ ସୁନ୍ଦର ଯୋଡି କି ଦେଖନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜଣେ ବିଶେଷ କମେଡିଆନଙ୍କ ବିଷୟରେ ଜାଣିବା।ସେହି ଅଭିନେତା ଓଡ଼ିଆ ଅଟନ୍ତି ଏବଂ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ବରଦାନ ସଦୁର୍ସ ଅଟନ୍ତି।ଆପଣ ଜାଣିସରିଥିବେ ଆମେ କାହା କଥା କହିବାକୁ ଯାଉଛୁ।ସେହି ଅଭିନେତାଙ୍କ ନାମ ହେଉଛି ସୁମନ ମହାରଣା।ଆମ ଓଲିଉଡ ଇଣ୍ଡଷ୍ଟ୍ରିର କମେଡିଆନ ସୁମନ ମହାରଣା ଆପଣମାନଙ୍କ ସବୁଠାରୁ ପ୍ରିୟ ହାସ୍ୟ ଅଭିନେତା ଅଟନ୍ତି।ଆମେ ଆଜି ଏହି ଆର୍ଟିକିଲରେ ତାଙ୍କ ବିଷୟରେ କିଛି ତଥ୍ୟ ଜାଣିବା

ଆମେ ଏହି ଆର୍ଟିକିଲରେ ସୁମନ ମହାରଣାଙ୍କ ଘର ପରିବାର ଏବଂ ତାଙ୍କର ସମ୍ପତ୍ତି କେତେ ଓ ଏହା ସହିତ ତାଙ୍କ ସମ୍ଵନ୍ଧରେ ଅନେକ ସତ୍ୟ ଘଟଣା, ବ୍ୟକ୍ତିଗତ ଜିବନ ଏବଂ ତାଙ୍କର ବିଷୟରେ ଅଜଣା ସତ୍ୟ ଘଟଣା ଯାହା ଆପଣମାନେ ପୂର୍ବରୁ କେବେହେଲେ ଜାଣି ନଥିବେ ସେହି ସବୁ ବିଷୟରେ ଜାଣିବା।ତେବେ ଏହା ଜାଣିବାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।

ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ସାଙ୍ଗମାନେ ସୁମନ ମହାରଣା ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା ଅଟନ୍ତି।ସେ ମୁଖ୍ୟତଃ ଜଣେ ହାସ୍ୟ କଳାକାର ଭାବରେ ପରିଚିତ।୨୦୦୪ ମସିହାରର କଣ୍ଢେଇ ଆଖିରେ ଲୁହ ଫିଲ୍ମ ଜରିଆରେ ସେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ।

ସୁମନ ତାଙ୍କ ପ୍ରଥମ ଫିଲ୍ମ ପାଇଁ ଶ୍ରେଷ୍ଠ କଳାକାର ଆୱାର୍ଡ ମଧ୍ୟ ପାଇଥିଲେ।ସୁମନ ମହାରଣା ଜଣେ ଗରିବ ପରିବାରରୁ ଆସିଥିଲେ ସେ ଭୁବନେଶ୍ୱରର ବସ୍ତି ଅଞ୍ଚଳରେହିଁ ବଡ଼ ହୋଇଥିଲେ।ସୁମନଙ୍କ ଉଚ୍ଚତା ହେଉଛି ୪ ଫୁଟ ତେଣୁ ସେ ଅଧିକାଂଶ ଫିଲ୍ମରେ ବାମନ ଭୂମିକାରେ ନଜର ଆସନ୍ତି।

ସୁମନ କଣ୍ଢେଇ ଆଖିର ଲୁହ ଫିଲ୍ମ ଜରିଆରେ ୨୦୦୪ ମସିହାରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ ଆରମ୍ଭ କରିଥିଲେ।ଏହାପରେ ସେ ବିଭିନ୍ନ ଓଡ଼ିଆ ଫିଲ୍ମରେ ଅଭିନୟ କରିଥିଲେ।ଓଡ଼ିଆ ଫିଲ୍ମ ଲକ୍ଷ୍ମୀ ପ୍ରତିମା ପାଇଁ ତାଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା।ସୁମନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିଭିନ୍ନ ଫିଲ୍ମରେ ଅଭିନୟ କରିଛନ୍ତି।ଏବଂ ଏହା ସହିତ ଓଡ଼ିଆ ଦୂରଦର୍ଶନ ଓ ଅନେକ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି।

ତେବେ ଆସନ୍ତୁ ଜାଣିବା ସୁମନ ଅଭିନୟ କରିଥିବା କିଛି ଓଡ଼ିଆ ଫିଲ୍ମ ବିଷୟରେ।ସେଗୁଡିକ ହେଲା କଣ୍ଡେଇ ଆଖିରେ ଲୁହ, ଲକ୍ଷ୍ମୀ ପ୍ରତିମା, ଦିଆ ମୋ ଫେରିଆ, ମାୟା, ତୁ ମୋ ଆଖିର ତାରା, ଜଗୁ ଅଟୋ ଵାଲା, ଏ ମନ ମାନେନା,ହେଲା ମତେ ପ୍ରେମ ଜ୍ୱର, ଜବରଦସ୍ତ ପ୍ରେମିକ, ଶୁଭ ବିବାହ, କିଛି ଖଟା କିଛି ମିଠା, ପହିଲି ରଜ, ମୁଁ ପ୍ରେମି ତୁ ପାଗଳ, ମୁଁ କଣ ଏତେ ଖରାପ, ଧର୍ମ ଏହି ଭଳି ଓଡ଼ିଆ ଫିଲ୍ମରେ ବେଶ ସୁନ୍ଦର ଅଭିନୟ କରିଥିଲେ।

ସୁମନ ମହାରଣା ତାଙ୍କର ଗୋଟିଏ ଫିଲ୍ମ ପାଇଁ ପାଖାପାଖି ଦୁଇରୁ ତିନି ଲକ୍ଷ ଟଙ୍କା ନେଇଥାନ୍ତି।ଏହା ସହିତ ସେ ଗୋଟିଏ ଷ୍ଟେଜ ସୋ କରିବା ପାଇଁ ୩୦ରୁ ୫୦ ହଜାର ଟଙ୍କା ନେଇଥାନ୍ତି।ଓ ସେ ଗୋଟିଏ ବିଜ୍ଞାପନ କରିବା ପାଇଁ ୧ରୁ ୩ ଲକ୍ଷ ଟଙ୍କା ନେଇଥାନ୍ତି।ଏହା ସହିତ ତାଙ୍କ ପାଖରେ ଏକ ଆଲିସାନ ଘର ରହିଛି ଏବଂ ତାଙ୍କର ଦୁଇଟି କାର ମଧ୍ୟ ଅଛି।

Leave a Reply

Your email address will not be published. Required fields are marked *