ରାତିରେ ସ୍ୱପ୍ନ ରେ ଆସିଲେ ମହାପ୍ରଭୁ,ସକାଳେ ଆସି ଦର୍ଶନ କଲେ ବଲିଉଡ ଅଭିନେତା Govinda,କହିଲେ ଏପରି କଥା ଜାଣିଲେ ଖୁସି ହେଇଯିବେ

Spread the love

ବଲିଉଡ ଜଗତର ପ୍ରସିଦ୍ଧ ଅଭିନେତା ଗୋବିନ୍ଦଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ହିନ୍ଦୀ ଅଭିନୟ ଜଗତରେ ଜଣେ ବହୁ ପ୍ରତିଷ୍ଠିତ ବ୍ୟକ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ସେ ଆମକୁ ଅନେକ ଫିଲ୍ମ ଦେଇଛନ୍ତି ଯାହା ସର୍ବଦା ସମସ୍ତଙ୍କର ସ୍ମରଣୀୟ ହୋଇ ରହିବ।ଏହା ସହିତ ଏହି ଅଭିନେତାଙ୍କ ଅଭିନୟ ଦେଖିବାକୁ ଅନେକ ଆକର୍ଷିତ ଲାଗିଥାଏ।ତେବେ ଏହି ଅଭିନେତା ଅନେକ ସମୟ ଧରି ହିନ୍ଦୀ ଅଭିନୟ ଜଗତ ଉପରେ ନିଜର ରାଜ ଚଳାଇଥିଲେ।

ତାଙ୍କର ଅଭିନୟ ଦେଖିବାକୁ ଯେତିକି ଆକର୍ଷଣୀୟ ଲଗିଥାଏ।ତାଙ୍କର ଅଭିନୟ ମଧ୍ୟ ଅନେକ ଲୋକଙ୍କୁ ପସନ୍ଦ ମଧ୍ୟ ଲାଗିଥାଏ।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ଏହି ଅଭିନେତାଙ୍କ ଅଭିନୟ ଦେଖିବା ପାଇଁ ବାସ୍ତବରେ ଅନେକ ଲୋକ ପସନ୍ଦ କରିଥାନ୍ତି।

ସେ ଭାରତର ସମସ୍ତ ଲୋକଙ୍କ ନିକଟରେ ନିଜକୁ ପରିଚିତ କରି ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିବା ସହିତ ଭାରତର ସମସ୍ତ ଦର୍ଶକ ମାନଙ୍କ ମନରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଜାଗା ରହିଛି।ଏହା ସହିତ ଏହି ଅଭିନେତାଙ୍କ ଅଭିନୟ ପାଇଁ ବର୍ତ୍ତମାନ ଅନେକ ଲୋକ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ପ୍ରିୟ ଅଭିନେତା ଭାବରେ ଗ୍ରହଣ କରି ରଖିଛନ୍ତି।

ଏହା ସହିତ ଏହି ପ୍ରସିଦ୍ଧ ଅଭିନେତା ଅନେକ ସମୟରେ ବର୍ତ୍ତମାନ ଅନେକ ଜାଗା ଭ୍ରମଣ କରୁଥିବାର ଦେଖା ଯାଉଛନ୍ତି।ଏହା ସହିତ ସେ ବର୍ତ୍ତମାନ ଆମ ଓଡ଼ିଶାକୁ ଆସିଛନ୍ତି।ସୂଚନା ଅନୁସାରେ ସେ ଓଡ଼ିଶା ଆସି ମହାପ୍ରଭୁଙ୍କୁ ଦେଖା କରିଛନ୍ତି।ଏହା ସହିତ ସେ ମହାପ୍ରଭୁଙ୍କ ନିକଟରେ ଦର୍ଶନ କରିବା ପରେ ଗଣମାଧ୍ୟମ ନିକଟରେ ସାକ୍ଷାତକାର ଦେଇଥିଲେ।

ସେ ସାକ୍ଷାତକାରରେ କହିଥିଲେ କି ସେ ମହାପ୍ରଭୁଙ୍କ ଦର୍ଶନ ପାଇ ଧନ୍ୟ ହୋଇ ଯାଇଛନ୍ତି।ଏହା ସହିତ ସେ କହିଥିଲେ କି ମହାପ୍ରଭୁଙ୍କ ଦର୍ଶନ ଭାଗ୍ୟରେ ଥିଲେ ମିଳେ।ସେ ଏଠାକୁ ଆସି ଅନେକ ଖୁସି ଥିବା କଥା କହିଛନ୍ତି।ଏହା ସହିତ ସେ କହିଛନ୍ତି କି ତାଙ୍କର ସମ୍ପୂର୍ଣ୍ଣ ଦିନ ଭଲ ଭାବରେ କଟିଛି।ଏହା ସହିତ ସେ ପୁରୀ ମନ୍ଦିରର ସମସ୍ତ ପଣ୍ଡା ଓ ସମସ୍ତ ସେବାୟତ ମାନଙ୍କୁ ଅନେକ ଧନ୍ୟବାଦ ଜଣାଇଥିଲେ।

ଏହା ସହିତ ସେ କହିଥିଲେ କି ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ତାଙ୍କର କୌଣସି ମଧ୍ୟ ଅସୁବିଧା ହୋଇ ନଥିଲା।ସେ ସମ୍ପୂର୍ଣ୍ଣ ଭଲ ଭାବରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇ ପାରିଥିଲେ।ଏହା ସହିତ ସେ ଓଡ଼ିଶା ପୋଲିସକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।ସେ କହିଛନ୍ତି କି ପୋଲିସ ତାଙ୍କର କର୍ତ୍ତବ୍ୟ ସଠିକ ଭାବରେ କରିଥିଲେ ଓ ତାଙ୍କୁ ଉପଯୁକ୍ତ ସୁରକ୍ଷା ଦେଇଥିଲେ।ଏହା ସହିତ ସେ କହିଥିଲେ କି ଭଗବାନ ଜଗନ୍ନାଥଙ୍କ ଦର୍ଶନ ପାଇ ସେ ଧନ୍ୟ ହୋଇ ଯାଇଛନ୍ତି।

Leave a Reply

Your email address will not be published. Required fields are marked *