ବିଭୀଷଣ (Vibhishana) କଁ କଙ୍କଣ ଆଜିବି ପୂଜା ପାଏ ପୁରୀରେ,କଣ ରହିଛି ଏହି କଥାର ଅସଲ କାହାଣୀ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣ ମାନେ ତ ଜାଣିଥିବେ ଜଗତର ନାଥ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ।ଏହି ଜାତି ଏତେ ଭଲ ପାଏ ମହାପ୍ରଭୁ ଜଗନ୍ନାଥଙ୍କୁ ଯେ ପୁଅର ଏକୋଇଶିଆ ବେଳେ ଚିନ୍ତା କରେ ମୁଁ ଯଦି ପୁଅର ଏକୋଇଶିଆ କରିବି

କିଛି ଥିଲେ ଥାଉ ନଥିଲେ ନଥାଉ ପଛେ ମହାପ୍ରଭୁଙ୍କ ନିର୍ମାଲ୍ୟ ଯଦି ଅଛି ମୋ ପୁଅର ଏକୋଇଶିଆ ହୋଇଯିବ।ଛଅ ମାସ ପରେ ଯେତେବେଳେ ଅନ୍ନ ଛୁଆଇଁବାକୁ ଚିନ୍ତା କରେ ଏ ଜାତି କଣ କରେ ନା ଘରେ ଯଦି ଟିକେ ନିର୍ମାଲ୍ୟ ପୁଡ଼ିଆ ଅଛି ତାକୁ ଆଣି ତା ଛୁଆର ପାଟିରେ ଲଗାଇଦିଏ।ଝିଅ ପୁଅ ବାହାଘର କଲାବେଳେ ଭାବେ ସବୁ ବନ୍ଧୁ ପଛେ ମୋର ଚୁଲିକୁ ଯାଆନ୍ତୁ

ମୋର ଏକ ମାତ୍ର ବନ୍ଧୁ କାଳିଆ ସାଆନ୍ତ ଗୁଆ ନଡ଼ିଆ ନେଇ ପହଞ୍ଚିଯାଆନ୍ତି ଜଗନ୍ନାଥଙ୍କ ପାଖରେ।ଯାଇ ଡାକିଦିଏ କେହି ଆସନ୍ତୁ କିମ୍ବା ନଆସନ୍ତୁ ଆପଣ ଯଦି ପହଞ୍ଚିଯିବେ।ଆପଣ ମୋର ସର୍ବଶ୍ରେଷ୍ଠ ବନ୍ଧୁ।ଆପଣ କଣ ଜାଣିଛନ୍ତି ଆଜି ମଧ୍ୟ ଲଙ୍କାପତି ରାବଣର ଭାଇ ବିଭିଶଣ ଆଜି ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଇଥାନ୍ତି।

ଯଦି ଦର୍ଶନ ନକରନ୍ତି ବିଭିଶଣଙ୍କୁ ଭଲ ଲାଗେନି।ତ୍ରେତୟା ଯୁଗର କଥା ପ୍ରଭୁ ରାମଚନ୍ଦ୍ର ଯେତେବେଳେ ବହଟିଲେ ନଦୀକୁ ଯିବା ପାଇଁ ପ୍ରଭୁ ହନୁମାନ ଏବଂ ବିଭିଶଣ ଥାନ୍ତି।ପ୍ରଭୁ ହନୁମାନ କହିଲେମୁଁ କଣ ଆପଣଙ୍କର ଦର୍ଶନ କରିପାରିବିନି?ସେ କହିଥିଲେ ତୁମେ ଦୁହେଁ ମୋର ସଖା ଦୁହେଁ ମୋର ସାଙ୍ଗ ମୁଁ ଯେତେବେଳେ ପୂଜାପାଇବି

ତୁମେ ମୋ ସହିତ ପୂଜା ପାଇବ।ବିଭିଶଣ ପଚାରିଥିଲେ ମୁଁ କଣ ତୁମର ଦର୍ଶନ ପାଇବି ନାହିଁ।ସେ କହିଥିଲେ ତୁମେ ଶ୍ରୀମନ୍ଦିରରେ ମୋର ପ୍ରତ୍ୟେକ ଦିନ ଦର୍ଶନ ପାଇବ।ଅନେକ ତୀର୍ଥ ଯାତ୍ରୀ ମାନେ ଶ୍ରୀକ୍ଷେତ୍ର ପୁରୀରୁ ବାହାରିଲେ ତୀର୍ଥ କରିବା ପାଇଁ।ପଟଯୋଶୀ ମହାପାତ୍ରଙ୍କୁ ଯେତେ ନିବେଦନ କଲେ ତୀର୍ଥ କରିବାକୁ ଯିବା ସେ କହିଥିଲେ

ଯେହେତୁ ପଟଯୋଶୀ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଥିଲେ ସେ ମନାକରିଦେଇଥିଲେ ଯିବା ପାଇଁ।ଏତେ ଅଗାଡ଼ ଭକ୍ତି ଦେଖି ପଟଯୋଶୀ ମହାପାତ୍ର ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ୱପ୍ନାଦୋଷ କଲେ କହିଥିଲେ ଯେତେବେଳେ ଭକ୍ତ ଦର୍ଶନ ପାଇଁ ଆସିବେ ତାଙ୍କ ମୁଣ୍ଡରେ ଯେପରି ବେତ ଥଇବ।

ଯେତେବେଳେ ସେହି ଦିବ୍ୟ ପୁରୁଷଙ୍କ ମୁଣ୍ଡରେ ତୁମେ ବେତ ଥୋଇବ ସେ ବେତ କାଢ଼ିବା ପାଇଁ କହିବେ।ତାଙ୍କୁ ଲୁଚିରହି ଅନୁସରଣ କରିବ ଓ ମୁଣ୍ଡରେ ପୁଣି ବେତ ବଦେଇବ ଓ ତାଙ୍କ ପଛରେ ଯାଇ ପରିଚୟ ପଚାରିବି।ଏହାପରେ ସେ ଜାଣିବାକୁ ପାଇଥିଲେ ସେହି ଦିବ୍ୟପୁରୁଷ ଥିଲେ ବିଭିଶଣ।ଏହାପରେ ବିଭିଶଣ ନିଜ ହାତର କଙ୍କଣ ପଟଯୋଶୀ ମହାପାତ୍ରଙ୍କୁ ଦେଲେ ତାହା ଆଜି ମଧ୍ୟ ପୂଜା ପାଉଛି।

Leave a Reply

Your email address will not be published. Required fields are marked *