ଗରମରେ ଆଉଟୁ ପାଉଟୁ ଓଡିଶା,ରାଜ୍ୟରେ ଚାଲିଛି ଅଗ୍ନି ବର୍ଷା,୯ଟି ଜିଲ୍ଲାରେ ୪୦ Degrees ଉପରକୁ ରହିଛି ତାପମାତ୍ରା,ଏହି ଜିଲ୍ଲାକୁ ସତର୍କ ସୂଚନା…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆମେ ଆଜି ଜାଣିବା ଓଡ଼ିଶାର ପାଣିପାଗ ବିଷୟରେ କିଛି ବିଶେଷ ତଥ୍ୟ।ଯାହା ଆପଣଙ୍କୁ ଜାଣିବା ବର୍ତ୍ତମାନ ସମୟରେ ନିହାତି ଆବଶ୍ୟକ।ତେବେ ଓଡ଼ିଶାର ପାଣିପାଗକୁ ନେଇ କିଛି ବିଶେଷ ତଥ୍ୟ ସାମ୍ନାକୁ ଆସିଛି।

ସେହି ଖବର ଅନୁସାରେ ଆହୁରି ଦୁଇ ଦିନ ଗରମରେ ଆଉଟୁପାଉଟୁ ହେବ ଓଡିଶା।ସ୍ୱାଭାବିକ ଠାରୁ ତିନିରୁ ପାଞ୍ଚ ଡିଗ୍ରୀ ତାପମାତ୍ରା ବଢିବ ବୋଲି ଆକଳନ କରାଯାଉଛି।ପ୍ରବଳ ଖରା ପାଇଁ ଆଜି ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।ତେବେ ସେହି ଜିଲ୍ଲା ଗୁଡିକ ହେଉଛି ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ମୟୁରଭଞ୍ଜ ଏବଂ ବାଲେଶ୍ଵର।

ତେବେ ଏଠାରେ ତାପମାତ୍ରା ଅଧିକ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।ଗତ ୨୪ ଘଣ୍ଟା ମଧ୍ୟରେ ତିନୋଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି।ବଲାଙ୍ଗୀରରେ ସର୍ବାଧିକ ୪୦ ଦଶମିକ ପାଞ୍ଚ ଡିଗ୍ରୀ ରେକର୍ଡ ହୋଇଛି।ଆସନ୍ତା ଦୁଇ ଦିନରେ ରାଜ୍ୟରେ ଏକାଧିକ ସହର ୪୦ ଡିଗ୍ରୀ ପାର କରିବ ବୋଲି ପୂର୍ବାନୁମାନ କରାଯାଉଛି।

ତିନିରୁ ପାଞ୍ଚ ଡିଗ୍ରୀ ଯାଏଁ ତାପମାତ୍ରା ବଢିବ ବୋଲି ଆକଳନ କରାଯାଉଛି।ଏହା ସହିତ ଆହୁରି ମଧ୍ୟ ଗରମ ଅନୁଭବ ହେବ।ସ୍ୱାଭାବିକ ଠାରୁ ତିନିରୁ ପାଞ୍ଚ ଡିଗ୍ରୀ ତାପମାତ୍ରା ବଢିବ।ଏହା ସହିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଏହା ସହିତ ପ୍ରବଳ ଖରା ପାଇଁ ଆଜି ୯ଟି ଜିଲ୍ଲାକୁ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି।

ତାହା ହେଉଛି ବଲାଙ୍ଗୀରଜ଼ ସୋନପୁର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା ଏବଂ ମୟୁରଭଞ୍ଜ।ବାଲେଶ୍ଵର ମଧ୍ୟ ତାହା ଭିତରେ ରହିଛି।ତେବେ ଧୀରେ ଧୀରେ ରାଜ୍ୟର ତାପମାତ୍ରା ବୃଦ୍ଧି ହେଉଛି ଏବଂ ଗତକାଲି ରାଜ୍ୟରେ ତିନୋଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି।ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ଭଳି ପାଗ ରହିବ ଏହା ସହିତ ଖରା ବା ଗ୍ରୀଷ୍ମ ପ୍ରଭାବ ଜାରି ରହିବ।

ଏହା ସହିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।ଯଦି ଆମେ କହିବା ଗତକାଲି ୮ ସହରର ତାପମାତ୍ରା ୩୯ ଡିଗ୍ରୀ ଉପରେ ମଧ୍ୟ ରହିବ।ବର୍ତ୍ତମାନ ଯାହା ଆକଳନ କରାଯାଉଛି ୧୮,୧୯ ତାରିଖ ପର୍ଯ୍ୟନ୍ତ ଏହିଭଳି ତାପମାତ୍ରା ରହିବ ଏହି ଅଧିକାଂଶ ଜିଲ୍ଲାରେ ପାଖାପାଖି ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି।ରାଜଧାନୀରେ ମଧ୍ୟ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *