ପ୍ରଥମଥର ପାଇଁ ଦେଖନ୍ତୁ ନିଜର ଘରେ ରାନୀ ପଣ୍ଡା,ତାଙ୍କ Home ଦେଖିଲେ ଆପଣ ମଧ୍ୟ ହେଇଯିବେ ଖୁସି,ପରିବାର ରେ କିଏ ସବୁ ଅଛନ୍ତି…ଦେଖନ୍ତୁ Video

Spread the love

ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ ସେ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ।ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତ୍ରି ଭାବରେ ନିଜକୁ ପରିଚିତ କରି ପାରିଛନ୍ତି।ତେବେ ସେ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।ଯାତ୍ରା ଦୁନିଆରେ ମଧ୍ୟ ସେ ନିଜର ଏକ ସ୍ଵତ୍ତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।

ତେବେ ସେ ସବୁ ସମୟରେ ନିଜର କିଛି କିଛି କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହି ଥାଆନ୍ତି।ଏହା ସହିତ ସେ ଅନେକ ଲୋକଙ୍କୁ ସହାୟତା କରି ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହି ଥାଆନ୍ତି।ତେବେ ଆମେ ବର୍ତ୍ତମାନ ତାଙ୍କର ଘର ସମ୍ପର୍କରେ ଆଲୋଚନା କରିବା।ତେବେ ସେ ନିକଟରେ ଏକ ଭିଡିଓ ଛାଡିଥିଲେ।ଯେଉଁଥିରେ ସେ ନିଜର ପରିବାର ସହିତ ସମୟ ବିତାଉ ଥିବାର ଦେଖା ଯାଇ ଥିଲା।

ଏହା ସହିତ ସେ ନିଜର ପରିବାର ଲୋକଙ୍କ ସହିତ କିଛି ସମୟ ବିତାଇବା ସହିତ ସେମାନଙ୍କ ସହିତ ଖାଦ୍ୟ ଖାଉ ଥିବାର ଦେଖା ଯାଇ ଥିଲା।ତେବେ ସେ ଅନେକ ଦିନ ପରେ ନିଜର ଘରକୁ ଯାଇ ଥିଲେ।ଏହା ସହିତ ସେ ନିଜର ପରିବାର ଲୋକଙ୍କ ସହିତ କିଛି ସମୟ ବିତାଇବା ସହିତ ସେମାନଙ୍କ ସହିତ ବସି ଖାଦ୍ୟ ଖାଇ ଥିଲେ।

ଏହା ସହିତ ତାଙ୍କର ପରିବାର ଲୋକ ମଧ୍ୟ ଏହି ଘଟଣାକୁ ନେଇ ଅନେକ ଖୁସି ହୋଇଥିଲେ।କାରଣ ଅନେକ ଦିନ ପରେ ସେମାନେ ଏକାଠି ଭାବରେ ବସି ଖାଦ୍ୟ ଖାଇ ଥିଲେ।ଏହା ସହିତ ସେମାନଙ୍କ ପରିବାର ଲୋକ ମଧ୍ୟ ଏହି ଭିଡିଓରେ ଅନେକ ଖୁସି ଥିବାର ଦେଖା ଯାଇ ଥିଲା।ଏହା ସହିତ ସେମାନେ ଏକାଠି ଭାବରେ ବସି ଅନେକ ମଜା ମସ୍ତି କରୁଥିବାର ଦେଖା ଯାଇ ଥିଲା।

ଏହା ସହିତ ସେମାନେ ନିଜର ଘରେ ବସି ବହୁତ ଖୁସି ଦେଖା ଯାଉଥିଲେ।ତେବେ ସେ ନିଜର ଘର ସହିତ ଜଡିତ କିଛି କଥା ମଧ୍ୟ କହି ଥିଲେ।ତେବେ ସେ ଅନେକ ଦିନ ପରେ ନିଜର ଘରକୁ ଯାଇ ଥିବାରୁ ଅନେକ ଖୁସି ମଧ୍ୟ ଦେଖା ଯାଉଥିଲେ।ଏହା ସହିତ ତାଙ୍କର ଘରେ ଏକ ଛୋଟ ପିଲା ମଧ୍ୟ ଥିଲା।ତେବେ ତାଙ୍କ ସହିତ ସେ ଖେଳି ଥିବାର ମଧ୍ୟ ଦେଖା ଯାଇଥିଲା

ତେବେ ନିଜର ଘରକୁ ଯାଇ ସେ ବହୁତ ଖୁସି ଥିବା ଜଣା ପଡୁଥିଲା।ଏହା ସହିତ ତାଙ୍କର ଘର ଲୋକ ମଧ୍ୟ ଅନେକ ଖୁସି ଥିଲେ।ଏହା ସହିତ ସେମାନେ ଏକାଠି ଭାବରେ ବସି ଖାଦ୍ୟ ଖାଉ ଥିବାର ଦେଖା ଯାଇଥିଲାତେବେ ନିଜର ଘରେ କିଛି ସମୟ ରହିବା ପରେ ଶେଷରେ ସେ ନିଜର ଘର ଛାଡ଼ି ଆସିଥିଲେ।ଏହା ସହିତ ସେ ଏହି ଭିଡିଓ ନିଜର ସୋସିଆଲ ମିଡିଆରେ ଛାଡିଥିଲେ।ଏହା ସହିତ ଏହାକୁ ବର୍ତ୍ତମାନ ଅନେକ ଲୋକ ଦେଖି ସାରିଲେଣି।

Leave a Reply

Your email address will not be published. Required fields are marked *