ସକାଳୁ ଉଠି ଦେଖିଲେ ଏହି ଜିନିଷ, ୧୫ Days ରେ ବଦଳିବ ଭାଗ୍ୟ,ଜାଣିବା ପରେ ଆପଣ ଆଜିଠୁ ଦେଖିବାକୁ ଇଚ୍ଛା କରିବେ…

Spread the love

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହନ୍ତି ଯେ, ମଣିଷ ସକାଳୁ ଉଠିବା ପରେ ଏହି ଜିନିଷ ଗୁଡିକ ଦେଖିଲେ ମଣିଷର ଦିନ ଭଲରେ କଟିଥାଏ ଏବଂ ଏବଂ ସୁଖ ,ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ। ଯେଉଁ ମଣିଷ ସବୁଦିନେ ଏହି ଜିନିଷ ଗୁଡିକର ଦର୍ଶନ କରିଥାଏ, ତା ମନରେ କେବେ ନକାରାତ୍ମକ ଚିନ୍ତା ଆସେ ନାହିଁ ଏବଂ ତା ଜୀବନ ସକାରାତ୍ମକରେ ଭରି ଯାଏ। ଆମ ଘରେ ବା ଆମ ଘରର ଆଖପାଖରେ ଏପରି କିଛି ବସ୍ତୁ ଥାଏ ,ଯାହା ସର୍ବଦା ନକରାତ୍ମକ ଶକ୍ତି ଛାଡ଼ିଥାଏ ଏବଂ କିଛି ଏପରି ଜିନିଷ ଅଛି ,ଯାହା ସକରାତ୍ମକ ଶକ୍ତି ଛାଡ଼ିଥାଏ।

ତେଣୁ ଆମକୁ ସର୍ବଦା ସକାଳୁ ଉଠି ସକରାତ୍ମକ ବସ୍ତୁ ଦର୍ଶନ କରିବା ଉଚିତ।ନୀତିଦିନ ଏହି ଜିନିଷ ଦର୍ଶନ କରିବା ଆବଶ୍ୟକ। ଏହି ସବୁ ଦର୍ଶନ କରିବା ଦ୍ୱାରା ଆପଣଙ୍କ ଜୀବନରେ ସର୍ବଦା ସୁଖ ଏବଂ ଶାନ୍ତିରେ କଟିବ। ପ୍ରଥମ ଜିନିଷ ହେଉଛି ଦର୍ପଣ। ଏହାକୁ ସକାଳୁ ଉଠି ଦେଖିବା ଦ୍ୱାରା ଉନ୍ନତି ପରିବର୍ତ୍ତେ ଅଗ୍ରଗତି ହୋଇଥାଏ।

କାରଣ ସକାଳୁ ଉଥିବା ପରେ ଆମ ମୁହଁ ଏତ୍ୱ ଭଲ ଦେଖା ଯାଏ ନାହିଁ, ତେଣୁ ମନରେ ନକରାତ୍ମକ ଭାବ ଆସିଯାଏ।ଦ୍ୱିତୀୟ ଜିନିଷ ହେଉଛି ଛାଇ। ଏହା ମଣିଷ ଜୀବନରେ ଭୟ ଏବଂ ଭ୍ରମ ନିର୍ମାଣ କରିଥାଏ। ଏହା ଆପଣଙ୍କ ଆର୍ଥିକ ପରିସ୍ଥିତି ନିର୍ବାହ କରିଥାଏ। ଏହା ଯୋଗୁଁ ଆପଣଙ୍କ ଜୀବନରେ କୌଣସି କାର୍ଯ୍ୟ ଆଗକୁ ବଢ଼ିପାରେ ନାହିଁ।

ତେଣୁ ସକାଳୁ ଉଠି ନିଜ ଛାଇ ଦେଖିବା ଅନୁଚିତ। ତୃତୀୟ ହେଉଛି ମଣିଷ ସକାଳୁ ଉଠି ନିଜ ହାତର ପାପୁଲି ଦେଖିବା ଆବଶ୍ୟକ। କାରଣ ହାତ ପାପୁଲିର ଅଗ୍ର ଭାଗରେ ମା ମହାଲକ୍ଷ୍ମୀ ବାସ କରନ୍ତି। ମଧ୍ୟ ଭାଗରେ ମା ସରସ୍ଵତୀ ଏବଂ ସମ୍ପୂର୍ଣ୍ଣ ହାତରେ ଭଗବାନ ଶ୍ରୀକୃଷ୍ଣଙ୍କ ରହିଥାନ୍ତି। ତେଣୁ ସକାଳୁ ଉଠି ଏହାକୁ ଦର୍ଶନ କରିବା ଦ୍ୱାରା

ପ୍ରତ୍ୟେକ ଲୋକ ଜୀବନରେ ସୁଖ ଶାନ୍ତି ଭରିଯିବ। ବିଦ୍ୟାର୍ଥୀମାନଙ୍କ କ୍ଷେତ୍ରରେ ଏହା ମାର୍ଗଦର୍ଶକ ଭାବରେ ସହାୟକ ହେବ। ସେମାନଙ୍କର ବିଦ୍ୟା ଭଲ ହେବ।ଚତୁର୍ଥ ହେଉଛି ଗୋମାତାଙ୍କ ଦର୍ଶନ। ସକାଳୁ ଉଠିବା ପରେ ଗୋମାତାଙ୍କ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ସକାଳୁ ଉଠି ଗୋମତାଙ୍କୁ କିଛି ଖାଇବାକୁ ଦେଇ ତାଙ୍କ କାନରେ ନିଜ ମନସ୍କାମନା କହିବା ଦରକାର।

ପଞ୍ଚମରେ ସକାଳୁ ଉଠି ତୁଳସୀର ବୃକ୍ଷ ଦର୍ଶନ କରିବା ଆବଶ୍ୟକ। ଘରେ ହେବାକୁ ଥିବା ବିପଦ ଏହା ଦ୍ୱାରା ଆଗୁଆ ଜଣା ପଡି ଯାଏ। ଘରେ ଥିବା ତୁଳସୀ ଗଛ ଶୁଖିଗଲେ ଘରକୁ ବିପଦ ଥାଏ ବୋଲି ଜଣା ଯାଏ। ଏଥିପାଇଁ ଘରୁ ବାହାରକୁ ଗଲା ବେଳେ ତୁଳସୀ ଗଛ ଦର୍ଶନ କରି ଯିବା ଆବଶ୍ୟକ। ସକାଳୁ ଉଠି ବାପା ମାଆଙ୍କ ପଦ ସ୍ପର୍ଶ କରି ଆଶୀର୍ବାଦ ନେବା ଆବଶ୍ୟକ। ଏହା ଦ୍ୱାରା ଜୀବନ ଭଲରେ କଟିଥାଏ। ବାହାରକୁ ଯିବାର ଥିଲେ ମଧ୍ୟ ବାପା ମାଆଙ୍କ ପାଦ ସ୍ପର୍ଶ କରି ଯିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *