୮ ଜିଲ୍ଲାକୁ ସତର୍କ ସୂଚନା ଜାରୀ କଲା ପାଣିପାଗ ବିଭାଗ,Heat Wave ପାଇଁ ଏହି ସବୁ ଜିଲ୍ଲାକୁ ସତର୍କବାଣୀ ଦିଆଗଲା…ଦେଖନ୍ତୁ Video

Spread the love

ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆସି ସାରିଛି।ଏହା ସହିତ ଏହି ଗ୍ରୀଷ୍ମ ପ୍ରଭାବରେ ଏହି ବର୍ଷ ଅନେକ ଅଧିକ ମାତ୍ରାରେ ଖରା ହେବାକୁ ଯାଉଛି ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।ତେବେ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲା ଗୁଡ଼ିକୁ ସତର୍କ ରହିବା ପାଇଁ କୁହା ଯାଇଛି।କାରଣ ଏହି ବର୍ଷ ଖରାର ପ୍ରକୋପ ବହୁତ ଅଧିକ ହେବାକୁ ରହିଛି।ଯାହା ଫଳରେ ରାଜ୍ୟରେ ଖରା ବହୁତ ଅଧିକ ଭାବରେ ହେବ।ତେଣୁ ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିପାରେ।

ସେଥିପାଇଁ ସମସ୍ତଙ୍କୁ ସତର୍କ ରହିବା ପାଇଁ କୁହା ଯାଇଛି।ଏହା ସହିତ ଯେଉଁ ଜିଲ୍ଲା ଗୁଡ଼ିକୁ ସତର୍କ ସୂଚନା ଜାରୀ କରା ଯାଇଛି ସେହି ଜିଲ୍ଲା ଗୁଡ଼ିକ ହେଉଛନ୍ତି ଲ ସୁବର୍ଣ୍ଣପୁର,ବଲାଙ୍ଗୀର,ଅନୁଗୁଳ,ଖୋର୍ଦ୍ଧା,ନୟାଗଡ଼, ବାଲେଶ୍ଵର ଓ ମୟୂରଭଞ୍ଜ।ବିଶେଷ ଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ଏହି ବର୍ଷ ଅଧିକ ଖରା ଅନୁଭବ ହେବ।

ଏହା ସହିତ ପଶ୍ଚିମ ଓ ଉତ୍ତର ପଶ୍ଚିମ ଅଞ୍ଚଳରୁ ଆସୁଥିବା ଶୁଷ୍କ ବାୟୁ ପ୍ରଭାବରେ ଅଧିକ ଖରା ଅନୁଭୂତ ହେବାର ସମ୍ଭାବନା ରହିଛି।ତେଣୁ ଏହି ସମସ୍ତ ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏହା ସହିତ ରାଜ୍ୟରେ ବର୍ତ୍ତମାନ ସବୁଠାରୁ ଅଧିକ ଖରା ହେଉଛି ଟିଟିଲାଗଡ଼ ଠାରେ।

ଏଠାରେ ଗତକାଲି ତାପମାତ୍ରା ପ୍ରାୟ ୩୮ ଡିଗ୍ରୀ ଛୁଇଁ ଯାଇ ଥିଲା।ଯାହା ଫଳରେ ବର୍ତ୍ତମାନ ଅନେକ ଭାବରେ ଅସହ୍ୟ ଗରମର ଶିକାର ହେଉଛନ୍ତି।ଏହା ସହିତ ଅନେକ ଲୋକ ବର୍ତ୍ତମାନ ଏବେ ଠାରୁ ଘରୁ ବାହାରକୁ ଯିବା ବନ୍ଦ କରି ସାରିଲେଣି।ଏହା ସହିତ ଅନେକ ଲୋକ ଏହା କହିବା ଆରମ୍ଭ କରି ସାରିଲେଣି

କି ଯଦି ବର୍ତ୍ତମାନ ଏବେ ଠାରୁ ଏତେ ଅଧିକ ଖରା ହେଉଛି ତେବେ ଆଗାମୀ ଦୁଇ ମାସରେ କେତେ ଅଧିକ ଖରା ହେବ।ଏହା ସହିତ ବର୍ତ୍ତମାନ ରାଜ୍ୟରେ ତାପମାତ୍ରା ବଢ଼ି ବଢ଼ି ଚାଲିଛି।ଏହା ସହିତ ରାଜ୍ୟରେ ବର୍ତ୍ତମାନ ଅନେକ ସ୍ଥାନରେ ଗରମ ଅସହ୍ୟ ହୋଇ ପଡ଼ିଲାଣି।ଏହା ସହିତ ଏହା ଫଳରେ ବର୍ତ୍ତମାନ ଲୋକମାନେ ଘରୁ ବାହାରକୁ ଯିବା ପାଇଁ ମଧ୍ୟ ଭୟ କରିବା ଆରମ୍ଭ କରିସାରିଲେଣି।

ତେବେ ରାଜ୍ୟରେ ଯେପରି ଭାବରେ ତାପମାତ୍ରା ବଢ଼ି ଚାଲିଛି ଏହି ଅନୁସାରେ ଯଦି ତାପମାତ୍ରା ବଢିବ ତେବେ ଆଗାମୀ ସମୟରେ ଲୋକମାନେ ଘରୁ ବାହାରକୁ ଯିବା ପାଇଁ ଭୟ ପ୍ରକାଶ କରିବେ।ଏହା ସହିତ ବିଶେଷ ଭାବରେ ବର୍ତ୍ତମାନ ଯେପରି ଭାବରେ ରାଜ୍ୟରେ ତାପମାତ୍ରା ବଢ଼ି ବଢ଼ି ଚାଲିଛି ଏହାକୁ ନଜରରେ ରଖିଲେ

ଆଗାମୀ ସମୟରେ ଏହା ଅନେକ ଅସୁବିଧା ସୃଷ୍ଟି କରିବ।ଏହା ସହିତ ବର୍ତ୍ତମାନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି।ଏହା ସହିତ ଏହା ପ୍ରଭାବରେ ରାଜ୍ୟର ଆଗାମୀ ୧୮ ତାରିଖ ପରଠାରୁ କିଛି ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଏହି କାରଣରୁ କିଛି ତାପମାତ୍ରା କମିବ ବୋଲି ଆଶଙ୍କା କରା ଯାଉଛି।

Leave a Reply

Your email address will not be published. Required fields are marked *