ଏଡସ ହେବା ପୂର୍ବରୁ ଶରୀର ଦେଇଥାଏ ଏହି ୫ ଟି ସଂକେତ – ଏହି ସଂକେତ ଦେଖି ଡାକ୍ତର ପରାମର୍ଶ କରନ୍ତୁ ନେହେଲେ କେହି ବଂଚେଇ ପାରିବେ ନାହିଁ ଆପଣଙ୍କୁ..

Spread the love

ପ୍ରଥମେ ସମସ୍ତ ବ୍ୟକ୍ତି ଏଡସର ସମସ୍ତ ଆବଶ୍ୟକ ତଥ୍ୟ ଜାଣି ରଖିବା ଆବଶ୍ୟକ।ଏହା ହେବା ପୂର୍ବରୁ କେଉଁ କେଉଁ ଲକ୍ଷଣ ମାନ ଦେଖା ଦେଇଥାଏ।ଏହା ହେଲେ ଆପଣଙ୍କୁ କେଉଁ କେଉଁ ପ୍ରାଥମିକ ଚିକିତ୍ସା ତଥା ଆପଣଙ୍କୁ ଡକ୍ଟରଙ୍କ ପରାମର୍ଶ ସହ କିପରି ନିଜର ଯତ୍ନ ନେବା ଆବଶ୍ୟକ ଏହି ସବୁ ତଥ୍ୟ ଭଲ ଭାବେ ଜଣିନେବା ଆବଶ୍ୟକ କାରଣ ଏହା ସବୁଠାରୁ ଭୟଙ୍କର ରୋଗ ମଧ୍ୟରୁ ଅନ୍ୟତମ।ତେଣୁ ଏହାକୁ ଅବହେଳା କରିବା ଠିକ ନୁହେଁ ଓ ଏହାର ପ୍ରାରମ୍ଭିକ ଲକ୍ଷଣ ସହ ସଚେତନ ହୋଇଯିବା ଆବଶ୍ୟକ।କେବଳ ସଚେତନ ହେବ ଦ୍ଵାରା ଆମେ ଏହି ରୋଗକୁ ରୋକିପାରିବା।

ଏହି ରୋଗ ଗୋଟେ ଶରୀରରୁ ଅନ୍ୟ ଶରୀରକୁ ସଂକ୍ରମିତ ହୋଇଥାଏ।ତେଣୁ ଏହି ରୋଗ ଥିବା ବ୍ୟକ୍ତି ତଥା ଏହି ରୋଗର ଲକ୍ଷଣ ଥିବା ବ୍ୟକ୍ତିଙ୍କ ଠାରୁ ଯେତେ ଅଧିକ ସାମାଜିକ ଦୂରତା ରକ୍ଷା କରିବେ ତାହା ଆପଣଙ୍କ ପାଇଁ ସେତେ ଅଧିକ ଭଲ।ଅନ୍ୟଥା ଏହା ଆପଣଙ୍କୁ ମଧ୍ୟ ସଂକ୍ରମିତ ହୋଇପାରେ।ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଉପରେ ଆକ୍ରମଣ କରି ଏହା ଆମ ପ୍ରତିରକ୍ଷା ପ୍ରଣାଳୀକୁ ହିଁ ନଷ୍ଟ କରିଦେଇଥାଏ।ଏହା ସହ ଏହା ଆମ ଶରୀରର ଅନ୍ୟ ରୋଗ ମାନଙ୍କୁ ଆମ ଶରୀର ଉପରେ ପ୍ରଭାବ ପକାଇବା ପାଇଁ ସାହାଯ୍ୟ କରିଥାଏ।

ପ୍ରଥମେ ଏହା ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ତିଆରି କରୁଥିବା କୋଷ ଗୁଡ଼ିକୁ ନଷ୍ଟ କରିଦେଇଥାଏ।ଏଡସ ହେବାର ମୁଖ୍ୟ କାରଣ ହେଉଛି ସମ୍ଭନ୍ଧ।ଯଦି ଆମେ ଏପରି କୌଣସି ବ୍ୟକ୍ତି ଅଥବା ମହିଳା ସହ ଶାରିରୀକ ସମ୍ପର୍କ ରଖୁଚେ ଯାହାକୁ ଏହି ରୋଗ ଅନେକ ଆଗରୁ ଅଛି ତେବେ ଆମେ ମଧ୍ୟ ଏହି ରୋଗର ଶିକାର ହେବା।ଯାହା ଫଳରେ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।ଏହାପରେ ଆମେ ବ୍ୟବହାର କରୁଥିବା ବ୍ଲେଡ।ଆମେ ସବୁବେଳେ ଧ୍ୟାନ ରଖିବା କି ଆମେ ବ୍ୟବହାର କରୁଥିବା ବ୍ଲେଡ ଯେପରି ପୂର୍ବରୁ କେହି ବ୍ୟବହାର କରି ନଥିବେ।

ନଚେତ ଯଦି କୌଣସି ବ୍ୟକ୍ତିକୁ ଏଡସ ରହିଥିବ ଓ ସେ ସେହି ବ୍ଲେଡକୁ ବ୍ୟବହାର କରିଛନ୍ତି ଏହାପରେ ଆମେ ଯଦି ସେହି ବ୍ଲେଡକୁ ପୁନଶ୍ଚ ବ୍ୟବହାର କରିବା ତେବେ ଆମକୁ ଏଡସ ହେବାର ଅନେକ ସମ୍ଭାବନା ରହିଛି।ଏହାପରେ ହେଉଛି ଇଞ୍ଜେକସନ।ଆମେ ସର୍ବଦା ଧ୍ୟାନ ରଖିବା ଯେପରି ଆମେ ବ୍ୟବହୃତ ହେଉଥିବା ଇଞ୍ଜେକସନକୁ ବ୍ୟବହାର ନକରିବା ଅନ୍ୟଥା ଆମକୁ ଏଡସ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ।ଏହାର ଅନେକ ଲକ୍ଷଣ ଦେଖା ଯାଇଥାଏ ମାତ୍ର ଏହାର ଲକ୍ଷଣ ସଠିକ ଭାବରେ ଜଣା ପଡ଼େ ନାହିଁ।

ଆମ ଚର୍ମ ଉପରେ ଅନେକ ପ୍ରକାରର ଚର୍ମ ରୋଗ ଦେଖା ଦେବା,ଆମର ଓଜନ ଅଚାନକ କମି ଯିବା ଭଳି ଲକ୍ଷଣ ଦେଖାଯାଇଥାଏ।ମାତ୍ର ଏହି ଲକ୍ଷଣ ଅନେକ ବର୍ଷ ପର୍ଯ୍ୟନ୍ତ ଆମ ଶରୀରରେ ଲୁଚି ରହିପାରେ ଫଳରେ ଆମେ ଆମ ଶରୀରର ଏହି ରୋଗ ସମ୍ପର୍କରେ ଭଲ ଭାବରେ ଅବଗତ ମଧ୍ୟ ନଥାଉ।ତେଣୁ ଏହି ରୋଗର କୌଣସି ବି ଲକ୍ଷଣ ଦେଖା ଦେବ ମାତ୍ରେ ତୁରନ୍ତ ଡକ୍ଟରଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକ ଏହା ସହିତ ନିଜକୁ ଅନ୍ୟ ଲୋକଙ୍କ ସହ ସମ୍ବନ୍ଧ ରଖିବାରୁ ଦୂରେଇ ରଖିବା ଆବଶ୍ୟକ।ଡକ୍ଟରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରି ଏହି ରୋଗକୁ ରୋକାଯାଇ ପାରିବ।

Leave a Reply

Your email address will not be published. Required fields are marked *