ମାତ୍ର ୧୧ ବର୍ଷୀରେ ଏହି ଝିଅ ମାତୃତ ଲାଭ କଲେ – ସାରା ବିଶ୍ୱାସ ରେ ଖେଳିଗଲା ହଇଚଇ – ଦେଖନ୍ତୁ କିପରି ସମ୍ଭବ ହେଲା

Spread the love

ମାତୃତ୍ଵ ଏପରି ଏକ ଶବ୍ଦ ଯାହା ଅନେକ ଲୋକଙ୍କ ପାଇଁ ଏକ ଅମୂଲ୍ୟ ଶବ୍ଦ ଅଟେ।ତେବେ ପିଲା ଜନ୍ମ କରିବାର ଏକ ନିର୍ଦ୍ଧିଷ୍ଟ ବୟସ ରହିଛି।ଏହା ପ୍ରାୟ ସମସ୍ତେ ଜାଣିଛନ୍ତି।କିନ୍ତୁ ଆମେ ବର୍ତ୍ତମାନ ଏପରି ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଏହି ଘଟଣାକୁ ବିଶ୍ୱାସ କରି ପାରିବେ ନାହିଁ।ତେବେ ଆପଣ ମଧ୍ୟ ଚିନ୍ତା କରିବେ ଏପରି କଣ ସତରେ ସମ୍ଭବ।ତେବେ ଏପରି ଏକ ଘଟଣା ଘଟିଛି ବ୍ରିଟେନରେ।ଏହି ଘଟଣା ଶୁଣିବା ପରେ ଅନେକ ଲୋକ ଏହାକୁ ବିଶ୍ୱାସ ମଧ୍ୟ କରି ପାରୁ ନାହାଁନ୍ତି।

ତେବେ ସୂଚନା ଅନୁସାରେ ପ୍ରାୟ ଜଣେ ୧୧ ବର୍ଷୀୟ ମହିଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।ଏହା ସେହି ସମ୍ପୂର୍ଣ୍ଣ ସହରରେ ବର୍ତ୍ତମାନ ଆଶ୍ଚର୍ଯ୍ୟର ପରିବେଶ ସୃଷ୍ଟି କରିଛି।ଏହା ଶୁଣିବା ପରେ କେହି କେହି ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହୁଛନ୍ତି।ମାତ୍ର ଏହି ଘଟଣାଟି ସମ୍ପୂର୍ଣ୍ଣ ରୂପରେ ସତ୍ୟ।ତେବେ ଏଭଳି ଏକ ଘଟଣା ଘଟିଛି ଯାହାକୁ ବାସ୍ତବରେ ମଧ୍ୟ ବିଶ୍ଵାସ କରିବା କଠିନ କାର୍ଯ୍ୟ।କାରଣ ଜଣେ ମାତ୍ର ୧୧ ବର୍ଷ ବୟସରେ କିଭଳି ଭାବରେ ମାଆ ହୋଇ ପାରିଲେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସାରିଛି।

ତେବେ ତାଙ୍କର ଡକ୍ଟର କହିଛନ୍ତି କି ସେ ମଧ୍ୟ ପୂର୍ବକୁ କେବେ ମଧ୍ୟ ଏଭଳି ଜିନିଷ ଦେଖି ନଥିଲେ।ସେ କହିଛନ୍ତି କି ସେ ତାଙ୍କ ଜୀବନରେ ଅନେକ ମହିଳାଙ୍କୁ ସନ୍ତାନ ଜନ୍ମ କରୁଥିବାର ଦେଖିଛନ୍ତି ମାତ୍ର ଏହା ତାଙ୍କ ଜୀବନରେ ପ୍ରଥମ ଥିଲା।ସେ କେବେ ମଧ୍ୟ ମାତ୍ର ଜଣେ ୧୧ ବର୍ଷ ବୟସର ଝିଅକୁ ସନ୍ତାନ ଜନ୍ମ କରୁଥିବାର ଦେଖି ନାହାଁନ୍ତି ବୋଲି କହିଛନ୍ତି।ତେବେ ଏହା ଏକ ଅଦ୍ଭୁତ ଘଟଣା ବୋଲି ସେ କହିଛନ୍ତି।ତେବେ ମାତ୍ର ୧୧ ବର୍ଷ ବୟସରେ ଗ-ର୍ଭ ଧାରଣ କରିବା ବାସ୍ତବରେ ଏକ ବହୁତ ବଡ଼ ଅଦ୍ଭୁତ କଥା।

ପ୍ରାୟ ୩୦ ସପ୍ତାହ ଧରି ସେହି ସନ୍ତାନକୁ ନିଜ ଗ-ର୍ଭ-ରେ ଧାରଣ କରି ରଖିଥିଲେ।ତେବେ ଯେତେବେଳେ ସେହି ମହିଳା ଜଣଙ୍କ ମାତ୍ର ୧୦ ବର୍ଷ ବୟସର ହୋଇଥିଲେ ସେ ସେତେବେଳେ ଗ-ର୍ଭ-ବତୀ ଥିବା ଜଣା ପଡିଥିଲା।ଏହା ଶୁଣିବା ପରେ ତାଙ୍କର ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଏହା ସହିତ ଡକ୍ଟର କହିଛନ୍ତି କି ଏହି ବୟସରେ ଗ-ର୍ଭ ଧାରଣ କରିବା ସେମାନଙ୍କ ସ୍ଵାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇ ପାରେ।ସେଥିପାଇଁ ସେମାନେ ଏତେ କମ ବୟସରୁ ଗ-ର୍ଭ ଧାରଣ କରିବା ବିଲକୁଲ ଉଚିତ ନୁହେଁ।

ଗତ କିଛି ବର୍ଷ ମଧ୍ୟରେ ଏହି ଭଳି ଘଟଣା ବ୍ରିଟେନରେ ଅନେକ ଥର ସାମ୍ନାକୁ ଆସି ସାରିଲାଣି।ଫଳରେ ଏହା ସେଠାକାର ସରକାରଙ୍କ ପାଇଁ ଏକ ବହୁତ ବଡ଼ ଚିନ୍ତାର କାରଣ ହୋଇଛି।ତେବେ ୨୦୦୬ ମସିହାରେ ଟେରେସା ନାମକ ଜଣେ ୧୨ ବର୍ଷର ମହିଳା ମା ହୋଇଥିବା ବେଳେ ୨୦୧୪ ରେ ଜଣେ ୧୨ ବର୍ଷୀୟ ବାଳିକା ଓ ୧୩ ବର୍ଷର ବାଳକ ପିତା ମାତା ହୋଇଥିଲେ।ତେବେ ସବୁଠାରୁ କମ ବୟସରେ ସନ୍ତାନ ଜନ୍ମର ରେକର୍ଡ ଲିନା ମେଡିନାଙ୍କ ନାମରେ ରହିଛି

Leave a Reply

Your email address will not be published. Required fields are marked *