ନିଜ ସାନ ଭାଇ ବାହାଘରରେ Masti କଲେ ସବ୍ୟସାଚୀ ଓ ସ୍ତ୍ରୀ ଅର୍ଚିତା,ଅର୍ଚିତା କଲେ ଏଭଳି କାମ ଯେ ଦେଖିକି ସମସ୍ତେ ଅନେଇକି ରହିଗଲେ..ଦେଖନ୍ତୁ Video

Spread the love

ତେବେ ଆମେ ସମସ୍ତେ ସବ୍ୟସାଚୀଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଓଡ଼ିଶାର ସମସ୍ତ ଲୋକ ପସନ୍ଦ କରି ଥାଆନ୍ତି।ତାଙ୍କର ଅଭିନୟ ଅନେକ ଆକର୍ଷଣୀୟ ହୋଇଥାଏ।ଏହା ସହିତ ସେ ଜଣେ ଅଭିନେତା ସହିତ ଜଣେ ସମାଜସେବୀ ମଧ୍ୟ।

ସେ ଏହି ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି।ତେବେ ଏହି ଅଭିନେତା ସବୁ ସମୟରେ ନିଜର କିଛି କିଛି କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି।ତେବେ ସେ ବର୍ତ୍ତମାନ ନିଜର ଭାଇ ବାହାଘରରେ ଯେଉଁ ସବୁ ମସ୍ତି କରିଥିଲେ ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଏହା ସହିତ ତାଙ୍କର ମସ୍ତି ଦେଖି ବର୍ତ୍ତମାନ ଅନେକ ଲୋକ ଏହାକୁ ଦେଖିବା ସହିତ ଆନନ୍ଦ ମଧ୍ୟ ନେଉଛନ୍ତି।ତେବେ ଆମେ ବର୍ତ୍ତମାନ ସେ କଣ କରିଥିଲେ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ଏହି କିଛି ଦିନ ତଳେ ଅଭିନେତା ସବ୍ୟସାଚୀ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବିବାହ କରିଥିଲେ।ଏହା ସହିତ ଏହାପରେ ତାଙ୍କର ଘରେ ବର୍ତ୍ତମାନ ଆଉ ଏକ ବିବାହ ଦେଖିବାକୁ ମିଳିଛି।

ତେବେ ତାଙ୍କର ସାନ ଭାଇ ମଧ୍ୟ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି।ଏହା ସହିତ ନିଜର ସାନ ଭାଇ ବାହାଘରରେ ଉଭୟ ଅର୍ଚ୍ଚିତା ଓ ସବ୍ୟସାଚୀ ଅନେକ ମସ୍ତି କରିବା ସହିତ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଡିଛନ୍ତି।ଯାହା ବର୍ତ୍ତମାନ ଅନେକ ଭାଇରାଲ ହୋଇ ଚାଲିଛି।

ତେବେ ଏହି ଅଭିନେତା ଜଣକ ନିଜର ଅଭିନୟ ଜୀବନ ମଧ୍ୟରେ ଏପରି ଅନେକ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଯାହା ସମସ୍ତଙ୍କ ମନରେ ସବୁ ସମୟ ପାଇଁ ରହିବ।ତେବେ ସେ ମଧ୍ୟ ବର୍ତ୍ତମାନ ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟ ଜାରୀ ରଖିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ବର୍ତ୍ତମାନ ମଧ୍ୟ ବହୁତ ଅଧିକ ଭଲ ପାଇ ଥାଆନ୍ତି।

ଏହା ସହିତ ସେ ଜଣେ ବହୁତ ଭଲ ମଣିଷ ଅଟନ୍ତି।ତାଙ୍କର ଅଭିନୟ ଓ କାର୍ଯ୍ୟ ଉଭୟ ସମସ୍ତଙ୍କୁ ଅନେକ ଅଧିକ ପ୍ରଭାବିତ କରିଥାଏ।ତେବେ ସେ ନିଜର ଭାଇଙ୍କ ବାହାଘରରେ ଅନେକ ମସ୍ତି କରିବା ସହିତ ନିଜର ପରିବାର ସହିତ ଅନେକ ସମୟ ବିତାଉ ଥିବାର ଦେଖା ଯାଇଥିଲା।ତେବେ ନିଜର ଅଭିନୟ ପାଇଁ ମଧ୍ୟ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ତେବେ ବର୍ତ୍ତମାନ ନିଜର ଭାଇଙ୍କ ବାହାଘର ପାଇଁ ମଧ୍ୟ ସେ ବହୁତ ଚର୍ଚ୍ଚାରେ ରହିଛନ୍ତି।

ତେବେ ତାଙ୍କର ଭାଇଙ୍କ ବାହାଘର ଭଲରେ ଭଲରେ ହୋଇ ଯାଇଛି।ତେବେ ତାଙ୍କର ବିବାହ ପରେ ପରେ ବର୍ତ୍ତମାନ ତାଙ୍କର ଭାଇଙ୍କ ବିବାହ ମଧ୍ୟ ଶେଷ ହୋଇ ଯାଇଛି।ଏହା ସହିତ ସେମାନେ ବର୍ତ୍ତମାନ ନିଜର ପରିବାର ସହିତ ଅଧିକରୁ ଅଧିକ ସମୟ ବିତାଉ ଥିବାର ଦେଖା ଯାଉଛି।

Leave a Reply

Your email address will not be published. Required fields are marked *