ଶେଷରେ ମୁକୁଳିଲେ Subhashish ଷଡ଼ଙ୍ଗୀ,ଏବେ ଦେଲେ ରଣ ହୁଙ୍କାର କହିଲେ ଏବେ ଠୁ ଆରମ୍ଭ ହେଲା ଅସଲ କାମ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଜେଲରି ମୁକ୍ତ ହେବାପରେ ଏହି ସାମାଜିକ କର୍ମୀ ଜଣଙ୍କ କଣ କହୁଛନ୍ତି ଆସନ୍ତୁ ଜାଣିବା।ତାଙ୍କ କହିବା କଥା ଯେତେବେଳେ ଆପଣ ଅପରାଧୀନଙ୍କୁ ଧରୁଛନ୍ତି ଏବଂ ଟ୍ରାକ କରି ଧରୁଛନ୍ତି ସେତେବେଳେ ଏତକି ଜ୍ଞାନ ରହିବା ଦରକାର

ଯେତେବେଳେ ସାଧାରଣ ଭାବରେ ଏକ ତଦନ୍ତ କରିବାର ଥିଲା ଯେ ଏମାନେ ଥିଲେ କେଉଁଠି ଏବଂ ଆସିଲେ କେତେବେଳେ।ପ୍ରଥମେ ମୁଁ ଯାଇଥିଲି ଥାନାକୁ ଏବଂ ସେଠାରେ ବତେଇଲି।କୌଣସି ଅଧିକାରୀ ସେଠାରେ ନଥିଲେ।ଉଣଙ୍କ ଉପସ୍ଥିତିରେ ମୁଁ ଜଣେ ହୋମ ଗାର୍ଡଙ୍କୁ ନେଇକରି ଗଲି ହୋମ ଗାର୍ଡଙ୍କ ଉପସ୍ଥିତରେ ଗାଡି ଅଟକାଇଲୁ ଏହାପରେ ପୁଣି ଆସିଲେ ଥାନାରେ କହିବା ପାଇଁ ଏବଂ ଥାନାରେ ମଧ୍ୟ କେହି କର୍ମଚାରୀ ନଥିଲେ।

ମୁଁ ଲାଇଭ ମଧ୍ୟ କରିଥିଲି ଏବଂ ୯୩ ଲୋକ ଦେଖିଛନ୍ତି।ପରବର୍ତ୍ତୀ ପର୍ଯ୍ୟାୟରେ ଥାନା ଅଧିକାରୀଙ୍କ କଣ ହେଲା ସିଧା ସଳଖ ଆସିଲେ ମୋର ଉପରେ ଆକ୍ରମଣ କଲେ।ମୁଁ ଅନ୍ୟ ସାମ୍ବାଦିକଙ୍କୁ ଫୋନ ମଧ୍ୟ କରିଛି।ମୋ ଫୋନଟ ଯାଞ୍ଚ କରାଯାଉ ମୁଁ ଦାବି କରିଛି।ଥାନା ଅଧିକାରୀଙ୍କୁ ମୁଁ ଫୋନ କରିଛିକି ନାହିଁ ମୁଁ ମଧ୍ୟ ଦାବି କରୁଛି।

ମୁଁ ଥାନା ଅଧିକାରୀଙ୍କୁ ଜଣାଇଛି କି ନାହିଁ ଯେ ଗୋ ଚାଲଣ ହେଉଛି ବୋଲି।ଏହି ଜିନିଷ ନକରି ସିଧା ସଳଖ ଭର୍ତ୍ତି କଲେ ବୋଲି ସେ ଦିନର ସନ୍ଧ୍ୟା ପର୍ଯ୍ୟନ୍ତ ଆମେ ଜାଣିପାରୁ ନାହୁଁ।ଜେଲରେ ଯେତେବେଳେ ଆମକୁ ଭର୍ତ୍ତି କରୁଛନ୍ତି ସେତେବେଳେ ଆମେ ଜାଣିଚୁଯେ ଆମେ ଏହି କେସରେ ଯାଇଛୁ।ଯଦି ଅନ୍ୟାନ୍ୟକୁ ଏବଂ ଦୁର୍ନୀତିକୁ ବିରୋଧ କରି ଜେଲ ଯିବାକୁ ପଡେ ତେବେ ସୁବାସିତ ଶଢଙ୍ଗୀ ବାରମ୍ବାର ଜେଲ ଯିବ।

କିନ୍ତୁ ବଡ଼ ଦୁର୍ଭାଗ୍ୟ ଯଦି ଏହିପରି ଚାଲେ ଏବଂ ବନ୍ଦ ନହୁଏ ତେବେ ଆଇନକୁ ହାତ ମୁଠାକୁ ନେବା ପାଇଁ ବେସି ସମୟ ଲାଗିବ ନାହିଁ।ସ୍ୱାଧୀନ ଦେଶ ବୋଲି ଯଦି ସ୍ୱାଧୀନ ଦେଶର ଗଣତନ୍ତ୍ରର ପୂଜାରୀ ହିସାବରେ ଭାରତ ଦେଶର ନାଗରିକ ହିସାବରେ ପ୍ରଶାସନକୁ ଏବଂ ସରକାରଙ୍କୁ ସହଯୋଗ କରିବା ଉଚିତ ଏହା ନାଗରିକଙ୍କ ପ୍ରଥମ ଦାଇତ୍ୱ।

ଯଦି ପ୍ରଥମ ଦାଇତ୍ୱ ହିସାବରେ ପୋଲିସ ସଜାଗ ନହୁଏ ତେବେ ଏହାକୁ ପ୍ରଜା ହଜମ କରିବେ ନାହିଁ।ଅନ୍ୟଜଣେ ବ୍ୟକ୍ତି କହୁଛନ୍ତି ମଧ୍ୟରାତ୍ରି ଭିତରେ ଖବର ପାଇଛନ୍ତି ତାଙ୍କୁ ଆସିବାର ଥିଲା ନ୍ୟୁଜ କଭରେଜ କରିବାକୁ ଆସିବା ସମୟରେ ତାଙ୍କର କଣ ହୋଇଛି ତାହା ଜଣା ନାହିଁ।କିନ୍ତୁ ସୁବାସୀଷ ଶାଢଙ୍ଗୀ ଯେଉଁ କଥା କହିଥିଲେ ଯେଉଁ ଗୋରୁ ଚାଲଣ ହେଉଛି ତାହାକୁ ନ ଧରିଲେ ମୁଁ ଧାରଣାରେ ବସିବି ସେହି ଭିଡିଓ ମଧ୍ୟ ନୋ ପାଖରେ ଅଛି ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *