ଓଡ଼ିଆ ଅଭିନେତ୍ରୀ ମାନଙ୍କ ପ୍ରକୃତ ବୟସ କେତେ? ସବୁ ହେରୋଇନ ଙ୍କ କାହା ବୟସ କେତେ ଏବେ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିର ଅଭିନେତ୍ରୀଙ୍କ ବାସ୍ତବିକ ବୟସ ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଏଠାରେ ସର୍ଵପ୍ରଥମେ ଆମେ ଆପଣଙ୍କୁ ଏହା ଜଣାଇଦେବାକୁ ଚାହୁଁଛୁଯେ ଆମେ ଯେଉଁ ତଥ୍ୟ ଜଣାଇବୁ ସେହି ସବୁ ତଥ୍ୟ ଆମେ ଇଣ୍ଟରନେଟରୁ ସଂଗ୍ରହ କରିଛୁ।

ପ୍ରଥମ :- ପ୍ରଥମରେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ରିୟା ଦେ।ମିଳିଥିବା ତଥ୍ୟ ଅନୁସାରେ ସେ ୧୨ ଅକ୍ଟୋବର ୧୯୯୦ ମସିହାରେ ଜନ୍ମ ହୋଇଥିଲେ।ସେହି ଅନୁସାରେ ତାଙ୍କର ବୟସ ହେଉଛି ୨୯ ବର୍ଷ।

ଦ୍ୱିତୀୟ:- ଦ୍ୱିତୀୟରେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ଶିବାନୀ ସଙ୍ଗୀତା।ମିଳିଥିବା ତଥ୍ୟ ଅନୁସାରେ ସେ ୧୨ ଜୁଲାଇ ୨୦୦୧ ମସିହାରେ ଜନ୍ମ ହୋଇଥିଲେ।ସେହି ଅନୁସାରେ ତାଙ୍କର ବୟସ ହେଉଛି ୧୯ ବର୍ଷ।

ତୃତୀୟ:- ତୃତୀୟର ହେଉଛନ୍ତି ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ରଚନା ବାନାର୍ଜୀ।ମିଳିଥିବା ତଥ୍ୟ ଅନୁସାରେ ସେ ୨ ଅକ୍ଟୋବର ୧୯୭୪ ମସିହାରେ ଜନ୍ମ ହୋଇଥିଲେ।ସେହି ଅନୁସାରେ ତାଙ୍କର ବୟସ ହେଉଛି ୪୫ ବର୍ଷ।

ଚତୁର୍ଥ:- ଚତୁର୍ଥରେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ପ୍ରକୃତି ମିଶ୍ର।ମିଳିଥିବା ତଥ୍ୟ ଅନୁସାରେ ସେ ୩ ମାର୍ଚ୍ଚ ୧୯୯୫ ମସିହାରେ ଜନ୍ମ ହୋଇଥିଲେ।ସେହି ଅନୁସାରେ ତାଙ୍କର ବୟସ ହେଉଛି ୨୫ ବର୍ଷ।

ପଞ୍ଚମ:- ପଞ୍ଚମରେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ଅପରାଜିତା ମହାନ୍ତି।ମିଳିଥିବା ତଥ୍ୟ ଅନୁସାରେ ସେ ୧୫ ମଇ ୧୯୬୫ ମସିହାରେ ଜନ୍ମ ହୋଇଥିଲେ।ସେହି ଅନୁସାରେ ତାଙ୍କର ବୟସ ହେଉଛି ୫୫ ବର୍ଷ।

ଷଷ୍ଠ:- ଷଷ୍ଠରେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ଅନୁ ଚୌଧୁରୀ।ମିଳିଥିବା ତଥ୍ୟ ଅନୁସାରେ ସେ ୩୦ ଅଗଷ୍ଟ ୧୯୭୯ ମସିହାରେ ଜନ୍ମ ହୋଇଥିଲେ।ସେହି ଅନୁସାରେ ତାଙ୍କର ବୟସ ହେଉଛି ୪୧ ବର୍ଷ।

ସପ୍ତମ:- ସପ୍ତମରେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ମେଘା ଘୋଷ।ମିଳିଥିବା ତଥ୍ୟ ଅନୁସାରେ ସେ ୧୧ ଜୁଲାଇ ୧୯୮୭ ମସିହାରେ ଜନ୍ମ ହୋଇଥିଲେ।ସେହି ଅନୁସାରେ ତାଙ୍କର ବୟସ ହେଉଛି ୩୩ ବର୍ଷ।

ଅଷ୍ଟମ:- ଅଷ୍ଟମରେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ଅର୍ଚ୍ଚିତା ସାହୁ।ମିଳିଥିବା ତଥ୍ୟ ଅନୁସାରେ ସେ ୨୯ ଜୁନ ୧୯୯୦ ମସିହାରେ ଜନ୍ମ ହୋଇଥିଲେ।ସେହି ଅନୁସାରେ ତାଙ୍କର ବୟସ ହେଉଛି ୩୦ ବର୍ଷ।

ନବମ:- ନବମରେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ଶୀତଳ ପାତ୍ର।ମିଳିଥିବା ତଥ୍ୟ ଅନୁସାରେ ସେ ୧୩ ଅକ୍ଟୋବର ୧୯୯୮ ମସିହାରେ ଜନ୍ମ ହୋଇଥିଲେ।ସେହି ଅନୁସାରେ ତାଙ୍କର ବୟସ ହେଉଛି ୨୧ ବର୍ଷ।

ଦଶମ:- ଦଶମରେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ଭୂମିକା ଦାସ।ମିଳିଥିବା ତଥ୍ୟ ଅନୁସାରେ ସେ ୨୨ ଜାନୁଆରୀ ୨୦୦୩ ମସିହାରେ ଜନ୍ମ ହୋଇଥିଲେ।ସେହି ଅନୁସାରେ ତାଙ୍କର ବୟସ ହେଉଛି ୧୭ ବର୍ଷ।

ଏକାଦଶ:- ଏକାଦଶରେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ଝିଲୀକ ଭଟ୍ଟାଚାର୍ୟ୍ଯ।ମିଳିଥିବା ତଥ୍ୟ ଅନୁସାରେ ସେ ୧ ଜୁନ ୧୯୯୪ ମସିହାରେ ଜନ୍ମ ହୋଇଥିଲେ।ସେହି ଅନୁସାରେ ତାଙ୍କର ବୟସ ହେଉଛି ୨୬ ବର୍ଷ।

ତ୍ରୟୋଦଶ:- ତ୍ରୟୋଦଶରେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ମହେଶ୍ୱତା ରାୟ।ମିଳିଥିବା ତଥ୍ୟ ଅନୁସାରେ ସେ ୨ ଜୁଲାଇ ୧୯୬୨ ମସିହାରେ ଜନ୍ମ ହୋଇଥିଲେ।ସେହି ଅନୁସାରେ ତାଙ୍କର ବୟସ ହେଉଛି ୫୮ ବର୍ଷ।

ତେବେ ଏହା ଥିଲା ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ମାନଙ୍କ ପ୍ରକୃତ ବୟସ।

Leave a Reply

Your email address will not be published. Required fields are marked *