ପୁଣି ଆସୁଛି ଓଡ଼ିଶାକୁ ଆଉ ଏକ ବାତ୍ୟା Aasani,ଏହିଦିନ ରୁ ଆରମ୍ଭ ହେଇପାରେ ପ୍ରବଳ ବର୍ଷା,ଏହି ସବୁ ଜାଗାରେ ଅଧିକ ପ୍ରଭାବ ପଡିପାରେ…ଦେଖନ୍ତୁ Video

Spread the love

ତେବେ ପୁଣି ଓଡ଼ିଶା ଉପରକୁ ବର୍ତ୍ତମାନ ଆଉ ଏକ ବାତ୍ୟା ଆସୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଭାରତ ମହାସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଅଞ୍ଚଳରେ ଏହା ଏକ ଘୂର୍ଣ୍ଣିବଳୟ ଭାବରେ ସୃଷ୍ଟି ହୋଇଥିଲା।ଏହା ସହିତ ଏହା ବର୍ତ୍ତମାନ ଧିରେ ଧିରେ ଘନୀଭୂତ ହେବା ଆରମ୍ଭ ହୋଇ ଯାଇଛି।ଯାହା ଫଳରେ ଏହା ଏକ ବାତ୍ୟାର ରୂପରେ ପରିଣତ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଏହା ସହିତ ଏହା ପ୍ରଭାବରେ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ବାତ୍ୟା ଓଡ଼ିଶା ଆଡ଼କୁ ନ ଆସି ପାରେ।ଏହା ସହିତ ଏହା କବଳ ଓଡ଼ିଶା ପାଖ ଦେଇ ଚାଲି ଯିବାର ସମ୍ଭାବନା ରହିଛି।

ଏହା ବ୍ୟତୀତ ଏହା ଓଡ଼ିଶାର ଉପକୂଳ ଅଂଚଳରେ ଅଳ୍ପ ଅଳ୍ପ ବର୍ଷା କରିବାର ମଧ୍ୟ ସମ୍ଭାବନା ରହିଛି।ଏହା ବ୍ୟତୀତ ଏହା ଓଡ଼ିଶା ଉପରେ କିଛି ବିଶେଷ ପ୍ରଭାବ ପକାଇବ ନାହିଁ।ତେବେ ଓଡ଼ିଶାର କିଛି ଅଞ୍ଚଳ ପ୍ରଭାବିତ ହେବାର ସମ୍ଭାବନା ରହି ଥିବାରୁ ସମସ୍ତଙ୍କୁ ସଚେତନ ରହିବା ପାଇଁ କୁହା ଯାଇଛି।

ତେବେ ଏହା ଆଣ୍ଡମାନ ପାଖ ଦେଇ ବାଂଲାଦେଶ ଓ ମିଆଁମାର ଆଡ଼କୁ ଚାଲିଯିବ ବୋଲି ଅନୁମାନ କରାଯାଇଛି।ତେବେ ଏହା ବର୍ତ୍ତମାନ ଯାଏ ମଧ୍ୟ ବାତ୍ୟା ଭାବରେ ପରିଣତ ହୋଇ ନାହିଁ।ଏହା ବାତ୍ୟାର ରୂପ ନେବ ବୋଲି ଅନୁମାନ କରାଯାଉଛି।ତେବେ ଏହା ପରେ ମଧ୍ୟ ଏହି ବାତ୍ୟା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।

ଏହା ସହିତ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ଅଧିକ ଘନୀଭୂତ ହେବା ପରେ ମଧ୍ୟ ଏହା ଓଡ଼ିଶା ଆଡ଼କୁ ଆସିବାର ସମ୍ଭାବନା ନାହିଁ।ତେଣୁ ଅଧିକ ଭୟଭୀତ ନ ହେବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏହା ସହିତ କେବଳ ସତର୍କ ରହିବା ପାଇଁ ଓଡ଼ିଶାର ଲୋକଙ୍କୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଉଛି।

ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ବର୍ଷା ଆଗାମୀ ୨୦ ତାରିଖରେ ଘନୀଭୂତ ହେବାର ସମ୍ଭାବନା ରହିଛି ଏହା ପରେ ଏହା ସେହି ଦିଗରେ ଅଗ୍ରସର ହେବ।ତେବେ ଏହା ଆଗାମୀ ୨୧ ତାରିଖରେ ଏକ ବାତ୍ୟାର ରୂପ ନେଇ ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।

ଏହା ସହିତ ଏପରି ହେବା ପରେ ଏହା ଓଡ଼ିଶା ଉପରେ କୌଣସି ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏହା ସହିତ କେବଳ ଓଡ଼ିଶାର ଉପକୂଳ ଅଂଚଳରେ କିଛି କିଛି ବର୍ଷା କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏହା ସହିତ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ଅନୁଭୂତ ହେବ ନାହିଁ ବୋଲି ମଧ୍ୟ କୁହା ଯାଇଛି।

Leave a Reply

Your email address will not be published. Required fields are marked *