ଓଡ଼ିଆ ଅଭିନୟ ଜଗତର ହିରୋ ମାନଙ୍କର ଅସଲି ଜୀବନର Bapa କିଏ ଆପଣ ଜାଣିଛନ୍ତି କି,ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇକି ଅନେଇ ରହିବେ

Spread the love

ଅର୍ଧେନ୍ଦୁ:- ଆମେ ଅଭିନେତା ଅର୍ଧେନ୍ଦୁଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଖୁବ କମ ସମୟ ମଧ୍ୟରେ ନିଜକୁ ସାରା ଓଡ଼ିଶାରେ ପରିଚିତ କରି ପାରିଥିଲେ।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ସାରା ଓଡ଼ିଶାର ଲୋକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।ତାଙ୍କର ଅଭିନୟ ଦେଖିବ ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ବର୍ତ୍ତମାନ ଓଲିଉଡ ଜଗତର ଜଣେ ଆଗ ଧାଡ଼ିର ଅଭିନେତା।ତେବେ ତାଙ୍କର ପିତା ଜଣେ ବ୍ୟବସାୟୀ ଅଟନ୍ତି।

ସ୍ବରାଜ ବାରିକ:- ଏହି ଅଭିନେତା ଜଣଙ୍କୁ ଆମେ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ଜୀବନ ପିଲାବେଳୁ ଆରମ୍ଭ କରି ସାରିଛନ୍ତି।ଏହା ସହିତ ସେ ଆଜି ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ସେ ବର୍ତ୍ତମାନ ଜଣେ ହିରୋ ହୋଇ ଅନେକ ଫିଲ୍ମରେ ମଧ୍ୟ ଅଭିନୟ ଆରମ୍ଭ କରି ସାରିଲେଣି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ତେବେ ତାଙ୍କର ପିତା ଜଣେ ସରକାରୀ କର୍ମଚାରୀ ଅଟନ୍ତି।

ଅରିନ୍ଦମ:- ଆମେ ଅଭିନେତା ଅରିନ୍ଦମଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଜଣେ ଅଭିନେତା ସହିତ ସେ ଜଣେ ରାଜନେତା ମଧ୍ୟ ଅଟନ୍ତି।ତାଙ୍କର ଅଭିନୟ ଜୀବନ ମଧ୍ୟରେ ସେ ଅନେକ ସଫଳତା ପାଇ ସାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥାନ୍ତି।ସେ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତା ଅଟନ୍ତି।ତାଙ୍କର ପିତା ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ।

ଅନୁଭବ:- ଆମେ ସମସ୍ତେ ଅନୁଭବଙ୍କୁ ବହୁତ ବହୁତ ଭଲ ଭାବରେ ଜାଣୁ।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି।ଏହା ସହିତ ସେ ଜଣେ ରାଜନେତା ମଧ୍ୟ ଅଟନ୍ତି।ତେବେ ତାଙ୍କର ଅଭିନୟ ମାଧ୍ୟମରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ସେ ଜଣେ ବହୁତ ଭଲ ରାଜନେତା ମଧ୍ୟ ଅଟନ୍ତି।ତେବେ ତାଙ୍କର ପିତା ବର୍ତମାନ ତାଙ୍କ ସହିତ ଭୁବନେଶ୍ୱର ଠାରେ ରହୁଛନ୍ତି।

ସମ୍ବିତ:- ଆମେ ସମସ୍ତେ ଅଭିନେତା ସମ୍ବିତଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଖୁବ କମ ସମୟ ମଧ୍ୟରେ ନିଜକୁ ଓଡ଼ିଶାର ଘରେ ଘରେ ପରିଚିତ କରି ପାରିଥିଲେ।ଏହା ସହିତ ତାଙ୍କର ଅଭିନୟ ଦେଖିବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି।ତାଙ୍କର ଅଭିନୟ ମାଧ୍ୟମରେ ସେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ତାଙ୍କର ପିତା ମଧ୍ୟ ତାଙ୍କ ସହିତ ବର୍ତ୍ତମାନ କଟକ ଠାରେ ରହୁଛନ୍ତି।

ବାବୁ ସାନ:- ଅଭିନେତା ବାବୁ ସାନଙ୍କୁ ଆମେ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କ ନିକଟରେ ନିଜକୁ ପରିଚିତ କରି ପାରିଥିଲେ।ଏହା ସହିତ ସେ ବର୍ତ୍ତମାନ କିଛି ସମୟ ହେବ ନିଜକୁ ଅଭିନୟ ଦୁନିଆରୁ ଦୂରେଇ ରଖିଛନ୍ତି।ତେବେ ସେ ହେଉଛନ୍ତି ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତାଙ୍କ ପୁଅ।

ଜ୍ୟୋତି:- ଅଭିନେତା ଜ୍ୟୋତିଙ୍କୁ ଆମେ ବହୁତ ଭଲ ଭାବରେ ଜାଣୁ।ସେ ଖୁବ କମ ସମୟ ମଧ୍ୟରେ ନିଜକୁ ସାରା ଓଡ଼ିଶାର ଲୋକଙ୍କ ନିକଟରେ ପରିଚିତ କରି ପାରିଥିଲେ।ତାଙ୍କର ପିତା ହେଉଛନ୍ତି ଜଣେ ସରକାରୀ କର୍ମଚାରୀ।

Leave a Reply

Your email address will not be published. Required fields are marked *