ଓଡ଼ିଶାର ଚର୍ଚିତ ଯୋଡି ରାଜ ରାଜେଶ ଏବଂ Sradha Panigrahi ବ୍ରେକପ ପରେ ପୁଣିଥରେ ଏକାଠି ହେଲେ,ଏହି ସିରିଏଲ ଏକାଠି ନଜର ଆସିପାରନ୍ତି ଦୁଇ ପ୍ରେମୀ ଯୁଗଳ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରିକୁ ନେଇ କିଛି ବିଶେଷ ତଥ୍ୟ ବିଷୟରେ ଆଲୋଚନା କରିବା।ସାଙ୍ଗମାନେ ଆପଣମାନେ ତ ଏହି ଖବର କେଉଁଠି ନା କେଉଁଠି ନିଶ୍ଚିତ ଭାବରେ ଶୁଣିଥିବେ।କାରଣ କିଛି ଦିନ ଆଗରୁ ଏହି ଖବର ପ୍ରବଳ ମାତ୍ରାରେ ଭାଇରାଲ ହେଉଥିଲା।ଏହା ବେସ ଭାଇରାଲ ହେଉଥିଲା ଯେ ବ୍ରେକପ କରି ଅଲଗା ଅଲଗା ହୋଇଯାଇଛନ୍ତି ଓଡ଼ିଆ ଅଭିନେତା ରାଜ ରାଜେଶ ଏବଂ ଓଡ଼ିଆ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ।ଏହାକୁ ପ୍ରାୟ ସମସ୍ତ ଲୋକ ସତ ମାନିନେଇଥିଲେ।

ଏହାର ସତ୍ୟତାକୁ ନେଇ ଅନେକ ଜଣ ଏହା ମଧ୍ୟ ଦେଖାଇଥିଲେ ଯେ ଦୁହେଁ ନିଜ ନିଜ ସୋସିଆଲ ମିଡ଼ିଆରୁ ପରସ୍ପରରଙ୍କ ଫଟୋକୁ ଡିଲିଟ କରିଦେଇଛନ୍ତି।କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ପୁଣି ଥରେ ଭାଇରାଲ ହେଉଛିଯେ ପୁନର୍ବାର ଏକାଠି ହୋଇଛନ୍ତି ଅଭିନେତା ରାଜ ରାଜେଶ ଏବଂ ଶ୍ରଦ୍ଧା ପାଣିଗ୍ରାହୀ।ଏହାର କଣ ରହିଛି ସତ୍ୟତା ଏବଂ ଏହାର କଣ ରହିଛି ସମ୍ପୂର୍ଣ୍ଣ ତଥ୍ୟ ଏହା ଜାଣିବାପାଇଁ ହେଲେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।

ଏବଂ ଏହି ପରି ଓଲିଉଡର ଖବର ଜାଣନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।ତେବେ ସାଙ୍ଗମାନେ ନିକଟରେ ଭାଇରାଲ ହୋଇଥିଲା ବ୍ରେକପ କରି ଅଲଗା ଅଲଗା ହୋଇଯାଇଥିଲା ଶ୍ରଦ୍ଧା ଏବଂ ରାଜେଶ।ଏପରିକି ଦୁହେଁ ପରସ୍ପରର ଫଟୋ ଏବଂ ରିଲସକୁ ଆକାଉଣ୍ଟତୁ ଡିଲିଟ ମଧ୍ୟ କରିଦେଇଥିଲେ।ଏହି କାରଣ ପାଇଁ ଲୋକମାନେ ମଧ୍ୟ ଅଧିକରୁ ଅଧିକ ଏହି କଥା ଉପରେ ବିଶ୍ୱାସ କରିଥିଲେ।

ତେବେ ବର୍ତ୍ତମାନ କଣ ଏକାଠି ହୋଇଯାଇଛନ୍ତିକି ଶ୍ରଦ୍ଧା ଏବଂ ରାଜ ରାଜେଶ?ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଫଟୋ ଯେଉଁଥିରେ ଏକାଠି ନଜର ଆସୁଛନ୍ତି ଶ୍ରଦ୍ଧା ଏବଂ ରାଜ ତାହା ଏକ ନୂତନ ଧାରାବାହିକର ଫଟୋ ଅଟେ।ଖୁବ ଶୀଘ୍ର ଦୁହେଁ ଏକାଠି ନଜର ଆସିବାକୁ ଯାଉଛନ୍ତି ସାହେବ ବିବି ଏବଂ ଡାର୍ଲିଙ୍ଗର ଏକ ନୂଆ ଏପିସୋଡ଼ରେ।

ବର୍ତ୍ତମାନ ଏହା ପ୍ରଶ୍ନ ଉଠିଛିଯେ ଯଦି ଦୁହେଁ ଏବେ ଏକାଠି ହୋଇନାହାଁନ୍ତି ତେବେ ଏକାଠି ମିଶି ଏହି ଧାରାବାହିକ କରୁଛନ୍ତି କିପରି?ପୁଣି ଥରେ ଭଲରେ ସେହି ଫଟୋ ଦେଖିଲେ ଏହା ଭଲ ଭାବରେ ଦେଖାଯାଉଛିଯେ ରାଜ ରାଜେଶ ନିଜ ମାଆ ବାପାଙ୍କ ନାମ ସହିତ ଶ୍ରଦ୍ଧାଙ୍କ ନାମକୁ ମଧ୍ୟ ଟାଟୁ କରିଛନ୍ତି ନିଜ ହାତରେ।ଏବଂ ସେହି ଟାଟୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ହାତରେ ଅଛି।ତେବେ କଣ ଆରମ୍ଭରୁ ଅଲଗା ହୋଇ ନାହାଁନ୍ତି ଶ୍ରଦ୍ଧା ଏବଂ ରାଜ?କିମ୍ବା ବ୍ରେକପ କରି ଆଉ ଥରେ ଏକାଠି ହୋଇଯାଇଛନ୍ତି ତାହାର ସୂଚନା ଏପର୍ଯ୍ୟନ୍ତ କାହାକୁ ମିଳିନାହିଁ।

କିନ୍ତୁ ଶ୍ରଦ୍ଧା ଏବଂ ରାଜଙ୍କ ଫ୍ୟାନ ମାନେ ଏହା କହୁଛନ୍ତି ଯେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଯେପରି ପରସ୍ପରକୁ ଭଲ ପାଉଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ କାହାକୁ ନଜଣାଇ ଶେଷରେ ଲୁଚିକରି ରାଜସ୍ଥାନରେ ବିବାହ କରିଥିଲେ ଠିକ ସେହିପରି ଶ୍ରଦ୍ଧା ଏବଂ ରାଜଙ୍କ କ୍ଷେତ୍ରରେ ମଧ୍ୟ ଘଟିପାରେ।ସାଙ୍ଗମାନେ ଲୋକମାନେ ତ ଅନେକ କିଛି ଭାଇରାଲ କରିବେ।କିନ୍ତୁ ସଠିକ କଥା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

Leave a Reply

Your email address will not be published. Required fields are marked *