ହ୍ୟୁମାନ ସାଗରଙ୍କ ଘରକୁ ଆସିଲା ବହୁତ ବଡ଼ ଦୁଃଖ ଖବର – କାନ୍ଦି କାନ୍ଦି ନୟାନ୍ତ ହେଲେ ହୁମାନ ସାଗର..

Spread the love

ଦର୍ଶକବନ୍ଧୁ ଏହି କରନା ମହାମାରୀ ପୂର୍ବରୁ ବଲିଉଡ ଇଣ୍ଡଷ୍ଟ୍ରି ଏବଂ ବର୍ତ୍ତମାନ ସମୟରେ ଅଲିଉଡ଼ ଇଣ୍ଡଷ୍ଟ୍ରିରେ ପାଦ ଥାପି ସାରିଛି।ଏହି କିଛି ଦିନ ହେବ ଆମ ଯାତ୍ରା ଇଣ୍ଡଷ୍ଟ୍ରିରେ କରନା କାରଣରୁ କିଛି ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ସମୟ ଦେଖିବେ ଯାହା ଏକ ବଡ ଦୁଃଖ ଖବର ସାମ୍ନାକୁ ଆସୁଛି ତାହା ହେଉଛି ଏହି କରୋନା ମହାମାରୀ ପାଇଁ ଆପଣମାନଙ୍କ ପ୍ରିୟ ଗୀତିକାର ତଥା ଅଲିଉଡ଼ ଇଣ୍ଡଷ୍ଟ୍ରିର ଗୀତିକାର ହ୍ୟୁମାନ ସାଗରଙ୍କ ଘରକୁ ଆସିଛି ଭୁତ ବଡ ଦୁଃଖଦାୟକ ଖବର।ତେବେ କରୋନା ସମୟରେ ହଠାତ ଏମିତି ହ୍ୟୁମାନ ସାଗରଙ୍କ ଘରେ କଣ ଘଟିଲା।କଣ ରହିଛି ସମ୍ପୂର୍ଣ ଖବର ତାହା ଆପଣମାନେ ନିଶ୍ଚୟ ଆଜି ଆମ ଜରିଆରେ ଜାଣିପାରିବେ।ସେଥିପାଇଁ ଆପଣ ଧର୍ଯ୍ୟର ଆମ ସହିତ ଶେଷ ଯାଏ ରୁହନ୍ତୁ ଏବଂ ଯେଉଁମାନେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଗୀତକୁ ପସନ୍ଦ କରନ୍ତି ତାହେଲେ ଆମ ସହ ନିଶ୍ଚୟ ରହିବେ।

ତେବେ ଦର୍ଶକବନ୍ଧୁ ଯାହା ଏକ ବଡ ଦୁଖଦାୟକ ଖବର ଯାହା ବର୍ତ୍ତମାନ ସମୟରେ ହ୍ୟୁମାନ ସାଗରଙ୍କ ପରିବାରକୁ ଆସୁଛି ତାହା ହେଉଛି ଆପଣ ମାନଙ୍କ ପ୍ରିୟ ଗୀତିକାର ହ୍ୟୁମାନ ସାଗରଙ୍କ ବାପାଙ୍କର କରୋନରେ ମୃତ୍ୟୁ ଘଟିଛି।ହଁ ସାଙ୍ଗମାନେ ସୂଚନା ଅନୁଯାୟୀ ହ୍ୟୁମାନ ସାଗରଙ୍କ ବାପା ଯିଏ ଥିଲେ ରବିଚନ୍ଦ୍ର ସାଗର ସିଏ କରୋନା ଆକ୍ରାନ୍ତ ହେବା ପରେ ବୁର୍ଲାର ଭୀମସର ମେଡ଼ିକାଲରେ ଚିକିସ୍ତିତ ହେଉଥିଲେ।ଏହି ଖବର ଶୁଣିବା ପରେ ହ୍ୟୁମାନ ସାଗର କଟକରୁ ତାଙ୍କ ଗାଁକୁ ପଳାଇ ଯାଇଥିଲେ କିନ୍ତୁ ସୂଚନା ମୁତାବକ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବାପାଙ୍କର ମୃତ୍ୟୁ ଘଟିଛି ଏବଂ ସେ ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି।

ବନ୍ଧୁମାନେ ଆପଣଙ୍କୁ ଏହି ଆର୍ଟିକିଲ ପସନ୍ଦ ଆସିଲା କି ନାହିଁ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଏହାକୁ ନିଜ ପରିବାର ବର୍ଗ ଏବଂ ସାଙ୍ଗ ମଧ୍ୟ ସେୟାର ମଧ୍ୟ କରନ୍ତୁ।ଆପଣ କଣ ହ୍ୟୁମାନ ସାଗରଙ୍କ ଏକ ଫ୍ୟାନ ଅଟନ୍ତି।ଯଦି ଅଟନ୍ତି ତାହେଲେ ଏହି ଅର୍ତ୍ତକୀଲ ଆପଣଙ୍କୁ କିପରି ଲାଗିଲା ନିଶ୍ଚୟ କହିବେ।ଆଜିର ଏହି କଠୋର ପରିସ୍ଥିତିରେ ସବୁ ଲୋକ ସମସ୍ତଙ୍କ ଠାରୁ ଦୂରେଇ ଯାଇଛନ୍ତି।କେହି କାହା ପାଖକୁ ଆସିବାକୁ ମଧ୍ୟ ଭୟ କରୁଛନ୍ତି।

ଏହି କଠୋର ସମୟରେ ଏହି ସିରିଏଲ ଏବଂ ଚଳଚିତ୍ର ହି ଆମର ମନୋରଞ୍ଜନର କାରକ ସାଜିଛି।ଏହିସବୁ ମାଧ୍ୟମରେ ଆମେ ଏହି ପରିସ୍ଥିତିକୁ କିଛି ସମୟ ପାଇଁ ଅଣଦେଖା କରିଦେଇଥାଉ।ଆପଣ ମଧ୍ୟ ସୁରକ୍ଷିତ ରହିବା ପାଇଁ ସବୁବେଳେ ଘରେ ରୁହନ୍ତୁ।ବହାରକୁ ବିନା କାରଣରେ ଯାଆନ୍ତୁ ନାହିଁ।କେବଳ ଆବଶ୍ୟକ କାମରେ ହି ଘରୁ ବହାରନ୍ତୁ।ସମସ୍ତଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ ଏବଂ ସବୁବେଳେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରନ୍ତୁ।ନମସ୍କାର।

Leave a Reply

Your email address will not be published. Required fields are marked *