ଓଡିଶା କ୍ରିକେଟ ପ୍ରେମୀ ଙ୍କ ପାଇଁ ଖୁସି ଖବର କଟକ ନାମରେ ହେବ IPL Team,ଦେଖନ୍ତୁ କଣ ରହିବ କଟକ ଦଳର ନାମ

Spread the love

ଆସନ୍ତା ୨୦୨୨ ମସିହାର ଆଇ ପି ଏଲରେ ସାମିଲ ହେବାକୁ ଯାଉଛନ୍ତି ଆଉ ଦୁଇଟି ଟିମ।ଏହା ସହିତ ଏହି ଟିମ ପୂର୍ବରୁ ଥିବା ଆଠଟି ଟିମ ସହିତ ମିଶି ସମୁଦାୟ ୧୦ଟି ଟିମ ହେବାକୁ ଯାଉଛି।ତେବେ ସୂଚନା ଅନୁସାରେ ଆଇ ପି ଏଲରେ ନୂତନ ଟିମ ସାମିଲ କରିବା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ରାଶି ହେଉଛି ପ୍ରାୟ ୨୦୦୦ କୋଟି।ତେବେ ଏହା ବର୍ତ୍ତମାନ କେଉଁ କେଉଁ ସହରର ନାମ ଅନୁସାରେ ହେବାକୁ ଯାଉଛି ଏହା ସମ୍ପର୍କରେ କିଛି ସଠିକ ତଥ୍ୟ ମିଳି ନାହିଁ।ତେବେ ଏହା ଖୁବ ଶୀଘ୍ର ଜଣା ପଡ଼ିବ ବୋଲି ସୂଚନା ମିଳିଛି।

ତେବେ ଏହି ପ୍ରତିଯୋଗିତାରେ ଲକ୍ଷ୍ନୌ ଓ ଅହମଦାବାଦ ଭଳି ବହୁତ ଭଲ ଭଲ ସହର ସହିତ ଆଉ ଚାରୋଟି ଟିମ ମଧ୍ୟ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି।ତେବେ ପୂର୍ବରୁ ଏହି ଭଳି ଅନେକ ଥର ହୋଇ ସାରିଛି।୨୦୧୭ ମସିହାରେ ପୁନେ ଓ ଗୁଜୁରାଟ ପକ୍ଷରୁ ଦୁଇଟି ଟିମ ମଧ୍ୟ ଆସି ଆସିଛି।ତେବେ ଏହା କେବଳ ଦୁଇ ବର୍ଷ ପାଇଁ ଆସିଥିଲା।

ଏହାପରେ ଏହି ଟିମର ମାଲିକମାନେ ଆଉ ଆଗକୁ ନିଜର ଟିମକୁ ବଢାଇ ନଥିଲେ।ତେବେ ବର୍ତ୍ତମାନ ପୁଣି କେଉଁ କେଉଁ ଟିମ ଏଥିରେ ଭାଗ ନେବାକୁ ଯାଉଛନ୍ତି ଏହା ଦେଖିବାକୁ ବାକି ରହିଲା।ତେବେ ଯେଉଁ ଟିମ ବର୍ତ୍ତମାନ ଏହି ପ୍ରତିଯୋଗିତାରେ ନିଜର ନାମକୁ ସାମିଲ କରିବାକୁ ଯାଉଛନ୍ତି ସେମାନଙ୍କ ମଧ୍ୟରେ ରାଞ୍ଚି, ଗୌହାଟୀ ,ଧର୍ମଶାଳା ,ଲକ୍ଷ୍ନୌ ,ଅହମଦାବାଦ ,କଟକ ଆଦି ୬ଟି ସହର ମୁଖ୍ୟ ଭାବରେ ଅଛନ୍ତି।

ତେବେ ବର୍ତ୍ତମାନ ଏହି ଟିମ କେଉଁ କେଉଁ ସହର ନାମରେ ନାମିତ ହେବ ଏହା ବର୍ତ୍ତମାନ ସଠିକ ଭାବରେ ଜଣା ପଡି ନାହିଁ।ତେବେ ସେହିଭଳି ପୂର୍ବରୁ ସାହାରା ୱାରିଅର ଓ କୋଚି ପକ୍ଷରୁ ଦୁଇଟି ଟିମ ଆସି ସାରିଛି।ଏହାପରେ କୌଣସି କାରଣରୁ ଏହି ଦୁଇଟି ଟିମ ମଧ୍ୟ ଏହି ପ୍ରତିଯୋଗିତାରୁ ବାହାରି ଯାଇଛି।

ତେବେ ପୁଣି ଦୁଇଟି ଟିମ ଏହି ପ୍ରତିଯୋଗିତାରେ ଅଂଶ ନେବାକୁ ଯାଉଛି।ଯାହା ଫଳରେ ଏହା ମଧ୍ୟ ସୂଚନା ମିଳୁଛି ଏହି ଏହି ପ୍ରତିଯୋଗିତା ଆହୁରି ରୋମଞ୍ଚକ ହେବାକୁ ଯାଉଛି।ତେବେ ବର୍ତ୍ତମାନ ହୁଏତ ପୂର୍ବରୁ ଆସିଥିବା ସାହାରା ୱାରିଅର ଓ କୋଚି ଟିମକୁ ଯେଉଁ ଶିଳ୍ପପତି ମାନେ କିଣିଥିଲେ ସେମାନେ ବର୍ତ୍ତମାନ ହୁଏତ ରାଞ୍ଚି, ଗୌହାଟୀ,ଧର୍ମଶାଳା,ଲକ୍ଷ୍ନୌ,ଅହମଦାବାଦ,କଟକ

ଏହି ୬ଟି ସହର ମଧ୍ୟରୁ କେଉଁ ଏକ ସହରକୁ ନିଜର ଟିମ ଭାବରେ ପରିଗଣିତ କରି ଆଇ ପି ଏଲରେ ପ୍ରତିଯୋଗୀ ଭାବରେ ଆସି ପାରନ୍ତି।ତେବେ ଓଡ଼ିଶାର କ୍ରିକେଟ ବୋର୍ଡ ସହିତ ବି ସି ସି ଆଇର ଅନେକ ଭଲ ସମ୍ପର୍କ ରହିଛି।ଯାହାକୁ ଦେଖି ଏହା ଅନୁମାନ କରାଯାଉଛି କି ହୁଏତ ସିଲଭର ସିଟି ନାମରେ ଏକ ଟିମ ଆଇ ପି ଏଲର ପରବର୍ତ୍ତୀ ସଂସ୍କରଣରେ ଅଂଶ ଗ୍ରହଣ କରିପାରେ।

ତେବେ ଏହା ସମ୍ପର୍କରେ ଏବେ ପର୍ଯ୍ୟନ୍ତ କିଛି ସଠିକ ସୂଚନା ମିଳି ନାହିଁ।ତେବେ ଯାହା ଜଣା ପଡ଼ୁଛି ହୁଏତ ଖୁବ ଶୀଘ୍ର ଏହି ଦୁଇଟି ନୂତନ ଟିମର ନାମ ଆସିବାକୁ ଯାଉଛି।ଯଦି କୌଣସି ଶିଳ୍ପପତି ଆଇ ପି ଏଲରେ କଟକ ନାମରେ ଟିମ ବାହାର କରିବାକୁ ଚାହାନ୍ତି ତେବେ ତାଙ୍କୁ ୨୦୦୦ କୋଟୀର ଅର୍ଥରାଶି ସହିତ ନିଲାମରେ ଅଂଶ ଗ୍ରହଣ କରିବାକୁ ପଡ଼ିବ।ଯାହା ଫଳରେ କଟକ ନାମରେ ମଧ୍ୟ ଆଇ ପି ଏଲରେ ଟିମ ଆସି ପାରିବ।ତେବେ ଯଦି କଟକ ନାମରେ ଦଳ ହୁଏ ଦଳ ନାମ କଣ ରହିବ ଦରକାର ଆପଣଙ୍କ ମତାମତ କମେନ୍ଟ କରିବେ

Leave a Reply

Your email address will not be published. Required fields are marked *