ଯେବେ Pokhari ରେ କେଉଟ ଜାଲରେ ପଡିଲେ ସ୍ୱୟଂ ଜଗନ୍ନାଥ,ତାପରେ ଯାହା ହେଲା ଜାଣିଲେ କହିବେ ଧନ୍ୟ ତମେ Thakura

Spread the love

ଆମ ଦୁନିଆରେ ଏପରି ଅନେକ କଥା ଅଛି ଯାହାକୁ ଶୁଣିବା ପରେ କିଛି ଲୋକ ହୁଏତ ଏହାକୁ ବିଶ୍ୱାସ କରି ପାରିବେ ନାହିଁ।ତେବେ ଏପରି ଏକ ଘଟଣା ଘଟିଥିଲା ଆମ ଓଡ଼ିଶାର ଏକ ଗ୍ରାମରେ।ଏହା ଘଟିଥିଲା ଏକ ମତ୍ସ୍ୟଜୀବୀଙ୍କ ସହିତ।ତେବେ ସୂଚନା ଅନୁସାରେ ଏହି ମତ୍ସ୍ୟଜୀବୀଙ୍କ ଉପରେ ବର୍ତ୍ତମାନ ଭଗବାନ ଜଗନ୍ନାଥ ଓ ଭଗବାନ ଶିବଙ୍କ କୃପା ରହିଛି ବୋଲି ସେହି ଅଞ୍ଚଳର ସମସ୍ତ ଲୋକ ବିଶ୍ୱାସ କରନ୍ତି।ଏହା ସହିତ ସେମାନେ ସେହି ମତ୍ସ୍ୟଜୀବୀଙ୍କୁ ଅନେକ ସମ୍ମାନ ମଧ୍ୟ ଦିଅନ୍ତି।

ତେବେ ସୂଚନା ଅନୁସାରେ ଏହି ମତ୍ସ୍ୟଜୀବୀ ଦିନେ ନିଜର ଜାଲ ଓ ଡଙ୍ଗା ନେଇ ମାଛ ଧରିବାକୁ ଯାଇଥିଲେ।ସେ ନିଜର ବୃତ୍ତି ଅନୁସାରେ ନିଜର ଜୀବନ ଯାପନ କରନ୍ତି।ତେବେ ସୂଚନା ଅନୁସାରେ ସେ ଯେତେବେଳେ ମାଛ ଧରିବା ପାଇଁ ନିଜର ଜାଲ ନଈକୁ ଫୋପାଡ଼ିଲେ ସେହି ସମୟରେ ସେ ଦେଖିଲେ କି ଏକ ବାଲିଆ ତାଙ୍କ ଜାଲରେ ପଡ଼ି ଯାଇଛି।କିନ୍ତୁ ସେ ଯେତେବେଳେ ସେହି ବାଳିଆକୁ ଧରିବା ପାଇଁ ଧରିବା ପାଇଁ ଯେତେବେଳେ ପାଣିକୁ ଓହ୍ଲାଇଲେ ସେ ଦେଖିଲେ କି ତାଙ୍କ ହାତରେ କିଛି ଅଲଗା ଜିନିଷ ଲାଗିଲା।

ତେବେ ସେ ଯେତେବେଳେ ଉପରକୁ ଉଠାଇ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ।ସେ ଦେଖିଲେ କି ଭଗବାନ ଜଗନ୍ନାଥ ଓ ତାଙ୍କର ଭାଇ ବଳଭଦ୍ର ଓ ତାଙ୍କର ଭଉଣୀ ସୁଭଦ୍ରା ସେହି ସ୍ଥାନରେ ଥିଲେ।ଏହା ଦେଖିବା ପରେ ସେ ସେମାନଙ୍କୁ ନିଜର ଘରକୁ ନେଇ ଆସିଥିଲେ।ଏହା ପରଠାରୁ ସେ ସେମାନଙ୍କୁ ନିଜର ଘରେ ରଖି ପୂଜା କରି ଆସୁଛନ୍ତି।ଏହା ପରେ ଆଉ ଏକ ଅଦ୍ଭୁତ ଘଟଣା ତାଙ୍କର ଘର ସହିତ ଘଟୁଛି ଯାହା ଶୁଣିବା ପରେ ଯେତିକି ଭୟ ଲାଗିବ ସେତିକି ଭକ୍ତି ମଧ୍ୟ ଲାଗିବ।

ତେବେ ସୂଚନା ଅନୁସାରେ ତାଙ୍କର ଘରର କାନ୍ଥରେ ଏକ ହୁଙ୍କା ତିଆରି ହୋଇଛି।ଏହା ସହିତ ଏହାକୁ କୌଣସି ମନୁଷ୍ୟ ତିଆରି କରି ନାହାନ୍ତି।ଏହା ଆପେ ଆପେ ତିଆରି ହୋଇଛି।ଏହା ସହିତ ଏହି ହୁଙ୍କାରେ ଭଗବାନ ଶିବ ରହିଛନ୍ତି ବୋଲି ତାଙ୍କର ପରିବାର ଲୋକ ବିଶ୍ୱାସ କରନ୍ତି।ଯାହା ଫଳରେ ସେ ସେଠାରେ ଶୁଦ୍ଧ ମନରେ ପୂଜା ଅର୍ଚ୍ଚନା କରନ୍ତି।ଏହା ସହିତ ତାଙ୍କର ଭକ୍ତିରେ ସମସ୍ତ ଦେବା ଦେବୀ ମଧ୍ୟ ପ୍ରସନ୍ନ ଥିବା ଭଳି ପ୍ରତିତ ହୁଅନ୍ତି।ଏହାର କାରଣ ସ୍ୱରୂପ ସେ ନିଜର ଘରେ ସମସ୍ତ ଦେବତାଙ୍କୁ ପୂଜା କରୁଛନ୍ତି।

ତେବେ ସେ ଜଣେ ମତ୍ସ୍ୟଜୀବୀ ହୋଇଥିବା ପରେ ମଧ୍ୟ ନିଜର ସମସ୍ତ ଭଗବାନଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରି ଚାଲିଛନ୍ତି।ତେବେ ତାଙ୍କର ଏହି ଭକ୍ତିରେ ସେହି ଅଞ୍ଚଳର ସମସ୍ତ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି।ଏହା ସହିତ ସେ ତାଙ୍କୁ ଅନେକ ସମ୍ମାନ ମଧ୍ୟ ଦିଅନ୍ତି ।ତେବେ ତାଙ୍କର ଏହିଭଳି ଭକ୍ତି ଦେଖି ତାଙ୍କର ପରିବାର ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି।ତେବେ ଭଗବାନ ଜଗନ୍ନାଥ ତାଙ୍କୁ କୌଣସି କାରଣରୁ ନିଜେ ହିଁ ଦର୍ଶନ ଦେଇଥିଲେ।ଏହା ସହିତ ଭଗବାନ ଶିବ ତାଙ୍କ ସହିତ ନିଜେ ତାଙ୍କ ଘରେ ରହୁଛନ୍ତି।ଏହା ବାସ୍ତବରେ ଅନେକ ଆଶ୍ଚର୍ଯ୍ୟର ଘଟଣା।

Leave a Reply

Your email address will not be published. Required fields are marked *