ଡିମ୍ପଲଙ୍କ କୋହଭରା ଭିଡିଓ Request ର ଜବାବ ଦେଲେ ସୁମିତ,ଡ୍ରାମା କରିବା ପୂର୍ବରୁ ସ୍ଵାମୀଙ୍କ କଥା ମନେ ପଡୁ ନଥିଲା..ଦେଖନ୍ତୁ Video

Spread the love

ବର୍ତ୍ତମାନ ସୁମିତ ସାହୁ ଓ ତପସ୍ୱୀନୀଙ୍କ ଯେଉଁ କେସ ରହୁଛି ଯାହା ଓଡିଶାର ସବୁଠାରୁ ଚର୍ଚ୍ଚିତ ଗୋଟିଏ ପାରିବାରିକ କେସ।ସାଙ୍ଗମାନେ ଆପଣ ମାନେ ତା ସୁମିତ ଓ ତପସ୍ଵିନୀଙ୍କ କେସ ବିଷୟରେ ଜାଣିଥିବେ।ଡିମ୍ପଲ ଗୋଟିଏ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ ତାଙ୍କର ଭୁଲ ମାନୁଛନ୍ତି।କ୍ଷମା ପ୍ରାର୍ଥନା କରୁଛନ୍ତି।ସେ ଆପଣଙ୍କୁ ହଁ ଚାହୁଁଛନ୍ତି।ହୁଏ ତ ତାଙ୍କ ମନକୁ ଆସୁଛି କି ମତେ ସୁମିତ ଦରକାର।

ଏ ସବୁ ଜିନିଷ ସେ କହୁଛନ୍ତି। ଯେହେତୁ ସେ ଏତେ କଥା କହୁଛନ୍ତି ଆପଣଙ୍କ ହୃଦୟ ତରଳିବ କି ନାଇ। ଦେଖନ୍ତୁ ସେ ତ ବହୁତ ବଡ଼ ଭୁଲ କରିଛନ୍ତି।ସେ ଗୋଟିଏ ମାସ ହେବ ଡ୍ରାମା ଚଲେଇଛନ୍ତି।ଗୋଟିଏ ନିମନ୍ତ୍ରଣ କାର୍ଡରୁ ଏହି ଡ୍ରାମା ଆରମ୍ଭ କଲେ।ତା ପରେ ମୋ ପରିବାର ଓ ମୋ ନାମରେ ଭୁଲ କଥା କହି ବହୁତ ଅଭିଯୋଗ କଲେ।

ଏହା ପରେ ବି ମୋ ଘର ଗେଟ ଭାଙ୍ଗି ଘର ଭିତରକୁ ପଶିଲେ।ଏହା ପରେ ବି ଆଉ ଥରେ କହିଲେ କି ଆଉ ଥରେ ଗେଟ ଭାଙ୍ଗିବୁ ବୋଲି।ତା ପରେ ଏତେ ସବୁ କରିବା ପରେ ଲୋକଙ୍କ ଦୟା ପାଇବା ପାଇଁ କାନ୍ଦି କରି ଭିଡିଓ ପୋଷ୍ଟ କରୁଛନ୍ତି। ଏ ସବୁ ଜିନିଷ କରିବାର ନଥିଲା।ଏହା ଆମ ଘରେ ମଧ୍ୟ ସମାଧାନ ହୋଇ ପାରିଥାନ୍ତା।

ମୁଁ ଏହି ସବୁ କୁ ଦୃଢ଼ ନିନ୍ଦା କରୁଛି।ଆଉ ଏ ସବୁ କରିବା ପୂର୍ବରୁ ତାଙ୍କୁ ତାଙ୍କ ସ୍ବାମୀଙ୍କ କଥା ମନେ ପଡ଼ୁ ନଥିଲା କି।ମିଛ ଅଭିଯୋଗ କରିବା ପୂର୍ବରୁ ମୋ ଇଯତ ତଳେ ପକାଇବା ପୂର୍ବରୁ କିଛି ମନେ ପଡୁ ନଥିଲା କି।ଏବେ ଭିଡ଼ିଓ କରି କ୍ଷମା ପ୍ରାର୍ଥନା କରୁଛନ୍ତି।ଯଦି ବି କରୁଛନ୍ତି ସବୁ କୋର୍ଟରେ କୁହନ୍ତୁ ଓ ନିବେଦନ କରନ୍ତୁ।

ତାଙ୍କର ଯାହା ବି ଅଭିଯୋଗ ଅଛି ଯାଇ କୋର୍ଟରେ ଜଣାନ୍ତୁ।ମିଡ଼ିଆ ସାମ୍ନାରେ ଜଣାଇ ଏ ସବୁ କିଛି ଲାଭ ନାହିଁ।କିଛି ମୂଲ୍ୟ ନାହିଁ ଏ ଜିନିଷର।ଆପଣ ଭଲ ପାଇ ତାଙ୍କୁ ବାହା ହୋଇଥିଲେ।ତାଙ୍କ ସହ ସବୁ ସମ୍ପର୍କ ରଖିଥିଲେ।ତାଙ୍କର ଅଭିଯୋଗ ମଧ୍ୟ ଅଛି କି ଆପଣ ଆବର୍ସନ ମଧ୍ୟ କରିଥିଲେ।ବର୍ତ୍ତମାନ ଏତେ ସବୁ ଘଟଣା ଘଟିବା ପରେ ମଧ୍ୟ ଯେତେବେଳେ ସେ ନିଜର ଭୁଲ ମାଗି କ୍ଷମା ପ୍ରାର୍ଥନା କରୁଛନ୍ତି।

ମୁଁ ବହୁତ ବିଶ୍ଵାସରେ ତାଙ୍କୁ ବାହା ହୋଇଥିଲି।କିନ୍ତୁ ସେ ବିଶ୍ୱାସ ମୋର ସେ ପୁରା ଭାଙ୍ଗି ଦେଲେ।ବହୁତ କିଛି ଘଟିଛି।ମୋ ନାମରେ ଏମିତି ମିଛ ଅଭିଯୋଗ ଆଣିଛନ୍ତି ପୁଣି ନିଜେ କ୍ଷମା ପ୍ରାର୍ଥନା କରୁଛନ୍ତି।

Leave a Reply

Your email address will not be published. Required fields are marked *