ଯଦି ଆପଣ ଚିକେନ ଖାଉଛନ୍ତି ଏବଂ ବାସି ରୁଟି ଖାଉଛନ୍ତି ତେବେ ଏହି ଆର୍ଟିକିଲ ନିଶ୍ଚିତ ଥରେ ପଢନ୍ତୁ – ନେହେଲେ ହେଇଯିବ ଏହି ବଡ ଅସୁବିଧା – ପସ୍ତେଇବେ ଆପଣ

Spread the love

ଆଜିର ସମୟରେ ଲୋକମାନଙ୍କୁ ଜେତେ ସବୁ ଖରାପ ଜିନିଷ ରହିଛି ତାହା ସବୁ ଅଧିକ ପସନ୍ଦ ହୋଇଥାଏ।ଯେଉଁ ଖାଦ୍ୟରେ ପୋଷଣ ନଥାଇ ତେଲ ମଇଦା ଭଳି ଜିନିଷ ଅଧିକ ରହୁଛି ତାହା ପସନ୍ଦ ଆସିଥାଏ।ଏହିଭଳି ଜିନିଷ ସହ ପ୍ରୋସେସ ମିଟ ଲୋକ ଅଧିକ ବ୍ୟବହାର କରୁଛନ୍ତି ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ।ଯଦି ଆପଣମାନେ ମଧ୍ୟ ମାଂସ ଅଧିକ ଭବରେ ବ୍ୟବହାର କରୁଛନ୍ତି ବିଶେଷ କରି ଚିକେନ ତେବେ ଆପଣଙ୍କୁ ଏହି କଥା ଜାଣିବା ନିହାତି ଆବଶ୍ୟକ ଅଟେ।ଆଜିର ସମୟରେ ଲୋକମାନେ ଯେଉଁ ମାଂସ ବ୍ୟବହାର କରୁଛନ୍ତି ତାହା କେଉଁଠାରୁ ଆସୁଛି ଏବଂ କିପରି ଉତ୍ପାଦନ କରାଯାଉଛି ସେହି ବିଷୟରେ ଆମେ ଆଜିର ଏହି ଆର୍ଟିକିଲରେ କିଛି ବିଶେଷ ସୂଚନା ଦେବାକୁ ଯାଉଛୁ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା।

ଯେତେ ମାତ୍ରାରେ ଚିକେନ ମାର୍କେଟରେ ମିଳୁଛି ତାହା ମିଳିବା ଅସମ୍ଭବ ହୋଇଥାନ୍ତା ଯଦି କୁକୁଡ଼ା ଫାର୍ମ ନଥାନ୍ତା।ଏହି ଫାର୍ମ ମାନଙ୍କରେ କୁକୁଡ଼ା ମାନଙ୍କୁ ଛୋଟବେଳୁ ଇଂଜେକସନ ଦିଆଯାଇଥାଏ ଯାହାଦ୍ୱାରା କୁକୁଡ଼ାମାନେ ଶୀଘ୍ର ବଡ଼ ହୋଇଥାନ୍ତି।ଏବଂ ଏହା ସହତ ସେମାନଙ୍କୁ କିଛି ସମୟ ବ୍ୟବଧାନରେ ଆଣ୍ଟି ବାୟୋଟିକ ଦିଆଯାଇଥାଏ ଯାହାଦ୍ୱାରା କୁକୁଡ଼ା ମାନଙ୍କ ଓଜନ ବଢିବ ଏବଂ ସେମାନେ ଶୀଘ୍ର ମରିବେ ନାହିଁ।

ଆଜିର ସମୟରେ ପିଲାଙ୍କୁ ମଧ୍ୟ ମଟନ ଆଉ ମାଛ ଠାରୁ ଅଧିକ ପ୍ରିୟ ଚିକେନ ଅଟେ।ମାତ୍ର ଯେଉଁ ଚିକେନକୁ ଆପଣ ପୋଷଣ ପାଇଁ ବ୍ୟବହାର କରନ୍ତି ତାହା କେବଳ ରୋଗର ଘର ଅଟେ।ସେଥିରେ ଟିକେ ହେଲେବି ପୋଷଣ ନାହିଁ।ଆଜିର ସମୟରେ ଯେଉଁ ଛୁଆ ଜିମ ଯାଉଛନ୍ତି ତାଙ୍କୁ ଚିକେନ ଖାଇବାକୁ କୁହାଯାଇଥାଏ।ଯେପର୍ଯ୍ୟନ୍ତ ସେମାନେ ଜିମ ଯାଉଥିବେ ଏବଂ ଚିକେନ କହୁଥିବେ ତାଙ୍କ ଶରୀର ଠିକ ଥିବ ମାତ୍ର ଜେବେଠାରୁ ଜିମ ବନ୍ଦ କରିବେ ଏବଂ ତଥାପି ଚିକେନ ଖାଉଥିବେ ତେବେ ତାଙ୍କ ଶରୀର ଫୁଲିବାକୁ ଲାଗିବ।

ଯଦି ଆପଣଙ୍କ ପିଲାଙ୍କୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ସକାହାରି ଖାଦ୍ୟ ଦିଅନ୍ତୁ ଏବଂ ଚିକେନ ଠାରୁ ଅଧିକ ମାଛ ଖୁଆନ୍ତୁ।ଏହାସହିତ ସଲାଡ଼ ମଧ୍ୟ ଖାଆନ୍ତୁ।ଏବେ ଆସନ୍ତୁ ଜାଣିବା ବସି ରୁଟି ଖାଇବାର ଲାଭ।ଅନେକ ଲୋକଙ୍କ ଘରେ ରାତି ସମୟରେ ଯେଉଁ ରୁଟି ହୋଇଥାଏ ଏବଂ ତାହା ବଳିପଡିଥାଏ ତାହାକୁ ଆମେ ଫୋପାଡି ଦେଇଥାଉ।ମାତ୍ର ଅନେକ ଲୋକ ଏହା ଜାଣିନଥାନ୍ତିଯେ ବସି ରୁଟି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ।ଏଥିପାଇଁ ଏହାକୁ ନ ଫୋପାଡି ସକାଳ ଖାଦ୍ୟରେ ବ୍ୟବହାର କରନ୍ତୁ।

ଯଦି ଆପଣ ସକାଳେ ଏହି ବସି ରୁଟିର ବ୍ୟବହାରକରୁଛନ୍ତି ତେବେ ଆପଣଙ୍କ ପୁରା ଦିନଟି ଏନର୍ଜୀଟିକ ରହିଥାନ୍ତି କାରଣ ବାସି ରୁଟିରେ ଅଧିକ ଫାଇବାର ରହିଥାଏ ଏବଂ ଏହା ଦ୍ୱାରା ଆପଣଙ୍କୁ ଭୋକ ମଧ୍ୟ କମ ଲାଗିଥାଏ।ଯେଉଁମାନେ ଅଧିକ ମୋଟା ହୋଇଥାନ୍ତି ଏହା ଖାଇବା ଦ୍ୱାରା ସେମାନଙ୍କ ଓଜନ ମଧ୍ୟ ଦୁଇ ଗୁଣରେ କମି ଥାଏ।

Leave a Reply

Your email address will not be published. Required fields are marked *