Public ଲୋକ କହିଲେ ଡିମ୍ପଲ ଯଦି ମୋ ଝିଅ ହୋଇଥାନ୍ତା ତାହାଲେ ମୁଁ ତାକୁ ଯାହା କହିଥାନ୍ତି ଜାଣିବା ପରେ ସମସ୍ତେ ହେବେ ଆଶ୍ଚର୍ଯ୍ୟ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସୁମିତ ଏବଂ ତପସ୍ୱିନୀଙ୍କ ବିଷୟରେ କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ଏହି ସୁମିତ ଏବଂ ତପସ୍ୱିନୀଙ୍କ କେସ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ ବର୍ତ୍ତମାନ ସମୟରେ ଏହି ଖବର ସାରା ଭାରତରେ ଚହଳ ପକାଇଛି।ବର୍ତ୍ତମାନ ସବୁ ସ୍ଥାନରେ ଖାଲି ଏହି କଥାର ଚର୍ଚ୍ଚା ଚାଲିଛି।

ଆପଣ ବର୍ତ୍ତମାନ ସମୟରେ ଯେତେ ମିଡିଆ ଏବଂ ନ୍ୟୁଜ ଦେଖିବେ ସବୁ ସ୍ଥାନରେ ଏହି କଥାର ବିଷୟରେ ହିଁ ଆଲୋଚନା ଚାଲିଥିବ କାରଣ ଏଠାରେ ମାମଲା ହେଉଛି ନ୍ୟାୟର କିଏ ଠିକ ଏବଂ କିଏ ଭୁଲ ତାହା ତ କୋର୍ଟ ବିଚାର କରିବ କିନ୍ତୁ ଏହି ଘଟଣା ଯେତେ ବ୍ୟାପିବାରେ ଲାଗିଛି ଆହୁରି ଅଧିକ ଲୋକ ଏହା ବିଷୟରେ ନିଜ ନିଜର ମତ ରଖିଛନ୍ତି।

ଆସନ୍ତୁ ଜାଣିବା ଏହା ସମ୍ପର୍କରେ ଜଣେ ବ୍ୟକ୍ତି କଣ ମତ ରଖିଛନ୍ତି।ତେବେ ତାଙ୍କ କହିବା ଅନୁସାରେ ତପସ୍ୱିନୀର ଭାଇ ହୋଇଥିଲେ ମୋର ପ୍ରଥମ ଭୂମିକା ଏହା ହୋଇଥାନ୍ତା ଯେ ମୁଁ ନିଶ୍ଚିତ ଭାବରେ କହିଥାନ୍ତି ଯେ ସେହି ଘରକୁ ମୋ ଭଉଣୀ ବୋହୁ ହୋଇକରି ଯାଉ ବୋଲି।ଏବଂ ସେହି ଘରେ ସେ ବୋହୂର ଭୂମିକା ନିଭାଉ।

ଏହାପରେ ସେ କହିଥିଲେ କିନ୍ତୁ ଯଦି ମୁଁ ସୁମିତର ବାପା ହୋଇଥାନ୍ତି ତାହା ହେଲେ ନିଶ୍ଚିତ ଭାବରେ ମୁଁ ମୋ ବୋହୁକୁ ସ୍ୱଗାତ କରିଥାନ୍ତି।କାରଣ ମୋର ଯଦି ସେ ଝିଅ ହୋଇଥାନ୍ତା ତେବେ ମୁଁ କଣ ତାକୁ ଏହିପରି ଦାଣ୍ଡରେ ବସାଇ ପାରିଥାନ୍ତି ମୁଁ ନିଶ୍ଚିତ ଭାବରେ ଚାହିଁଥାନ୍ତି ଯେ ମୋର ଝିଅ ସେହି ଘରକୁ ବୋହୁ ହୋଇକରି ଯାଉ।

କିନ୍ତୁ ଆଜି ଯାହା ଏହି ଘଟଣା ଘଟି ଯାଉଛି ତାହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଅଟେ।ଏହି ଘଟଣାର ଜବନିକା ପଢିବା ଅଵଶ୍ୟକତା ଅଛି।ତେବେ ଏହିଭଳି ଭାବରେ ମତ ରଖିଛନ୍ତି ଏହି ବ୍ୟକ୍ତି ଜଣଙ୍କ ଏବଂ ଖାଲି ସେ ନୁହନ୍ତି ଅନେକ ଲୋକ ଅନେକ ପ୍ରକାର ରାୟ ଦେଉଛନ୍ତି କିନ୍ତୁ ଆଗକୁ କଣ ହେଉଛି କୋର୍ଟର ରେ4 ଆସିଲେ ଜଣା ପଡିବ।

Leave a Reply

Your email address will not be published. Required fields are marked *