ସୁତା ଖିଅରେ ଝୁଲୁଛି ତପସ୍ୱିନୀଙ୍କ ଭାଗ୍ୟ,ଆଜି ଆସିବ ଚୂଡାନ୍ତ ରାୟ,ତା ଆଗରୁ ତପସ୍ୱିନୀ କହିଲେ ଏତେ ବଡ କଥା..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସୁମିତ ଏବଂ ତପସ୍ୱିନୀଙ୍କ କେସ ବିଷୟରେ କିଛି ବିଶେଷ ଖବର।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ନିଶ୍ଚୟ ଭାବରେ ଏହି ଘଟଣା ବିଷୟରେ ଅବଗତ ଥିବେ।ଏହା ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ କେବେ ଏହି ବିବାଦ ସରିବ ତାହା ଲୋକଙ୍କ ମନରେ ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି।

ତେବେ କେଉଁଠି ରହିବେ ତପସ୍ୱିନୀ ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା କୋର୍ଟ।ଏହା ସାଧାରଣ ଲୋକଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି।କୋର୍ଟର ଆଦେଶ ସ୍ୱାମୀ ସ୍ତ୍ରୀଙ୍କ ସପକ୍ଷରେ ଆସିବ ବୋଲି ଡିମ୍ପଲ ଆଶା କରିଛନ୍ତି।ପୂର୍ବରୁ ଜିଲ୍ଲା କୋର୍ଟରେ ସୁମିତ ଏବଂ ତପସ୍ୱିନୀଙ୍କ ପକ୍ଷରୁ ଦାୟର ହୋଇଥିବା ପୃଥକ ପୃଥକ ମାମଲାର ଶୁଣାଣି ହୋଇଛି।

ଘରେ ହିଂସା ମାମଲା ରାଜୁ ପୂର୍ବରୁ ବିବାହ ବିଚ୍ଛେଦ ମାମଲା ଚାଲିଥିବାରୁ ସୁମିତଙ୍କ ଘରେ ତପସ୍ୱିନୀ ରହିଥିବାରୁ ବହୁତ ଅସୁବିଧା ହେବ ବୋଲି ସୁମିତଙ୍କ ଓକିଲ କହିଛନ୍ତି।ତପସ୍ୱିନୀଙ୍କୁ ଘର ଭଡା ଦେବାକୁ ସେ ରାଜିଥିବା କଥା କହିଛନ୍ତି।ସେପଟେ ଏବେ ଘର ବାରଣ୍ଡା ତାଙ୍କ ପାଇଁ ଆଶ୍ରା ପାଲଟିଛି।ତାଙ୍କୁ ଉଚିତ ନ୍ୟାୟ ମିଳିବ ବୋଲି କହିଛନ୍ତି ତପସ୍ୱିନୀ।

ତେବେ ସେ କହିଛନ୍ତି ଆମକୁ ନିଶ୍ଚିତ ନ୍ୟାୟ ମିଳିବ ଏବଂ ଏକ ଭଲ ଅର୍ଡର ଆସିବ ଯାହା ଆମ ସ୍ୱାମୀ ଏବଂ ସ୍ତ୍ରୀ ଉଭୟଙ୍କୁ ପସନ୍ଦ ଆସିବ।ଦୁଇ ଜଣଙ୍କୁ ମିସେଇବା ଭଳି କିଛି ଅର୍ଡର ଆସୁ।ଭଗବାନଙ୍କ ପାଖରେ ଏତିକି ଅନୁରୋଧ କରୁଛି ଯେ କିଛି ଭଲ ଅର୍ଡର ଆସିଲେ ଯାହା ବି ଦୁଃଖ ଯନ୍ତ୍ରଣା ଅଛି ତାହା ଦୂର ହୋଇଯିବ ଏବଂ ଆମେ ଦୁଇ ଜଣ ମିଶିଯିବୁ ବୋଲି ଆଶା ଅଛି।

ନିଶ୍ଚିତ ଭାବରେ ସବୁ ଭଲ ହେବ।କାଲି ସୁମିତଙ୍କ ଓକିଲ କହୁଥିଲେ ଯେହେତୁ ଗୃହ ବନ୍ଦୀ ହୋଇ ରଖିଛି ସେ ସେହି କାରଣରୁ ଦସ୍ତଖତ କରିପାରୁ ନାହାନ୍ତି।ତପସ୍ୱିନୀ କହିଛନ୍ତି ଯଦି ମୁଁ ବନ୍ଦୀ କରି ରଖିଛି ତାହା ହେଲେ ସେ ପୂର୍ବଥର ଆସି ଦସ୍ତଖତ କରି ନେଇଥିଲେ ଏବଂ ସେ ପୋଲିସଙ୍କ ଥିବା ସମୟରେ ସିଲିଣ୍ଡର ଦେବାପାଇଁ ଆସିଥିଲେ ଏବଂ ଦେଇକରି ଗଲେ।

ଯଦି ଧସେଇ ପସିବାର ଥିଲା କାଲି ମୁଁ ଯାଇପାରିଥାନ୍ତି ଏବଂ ମୋର କେହି କିଛି କରିପାରିନଥାନ୍ତେ।ବୋହୁ ହିସାବରେ ମୋର ଅଧିକାର ଅଛି।କିନ୍ତୁ ମୁଁ ସେମିତି ବିଲକୁଲ ମଧ୍ୟ କରି ନଥିଲି।ମୁଁ ଖାଲି ଲୋକ ମାନଙ୍କୁ ଜଣାଉଥିଲି ଭିଡିଓ ମାଧ୍ୟମରେ ଯେଉଁ ମାନଙ୍କ ଆଖିରେ କଳା ପଟି ବନ୍ଧା ହୋଇଛି।ସେ ଯେଉଁ କଥା କହୁଛନ୍ତି ମୁଁ ଗୃହ ବନ୍ଦୀ କରି ରଖିଚି ସେମିତି କିଛି ବି ନାହିଁ।ସେ ଆରାମରେ ତାଙ୍କୁ ପଇସା ଦେଲେ ଏବଂ ଚାବିକୁ ଭିତର ପଟେ ଲକ କରି ପଳେଇଲେ।

Leave a Reply

Your email address will not be published. Required fields are marked *