କଟକ Dhabaleswar Temple ପାଖରେ ଯେବେ ନାଗ ନାଗୁଣୀ ଖେଳୁଥିବା ବେଳେ ଅଲଗା କରିବା ଗାଁ ଲୋକଙ୍କୁ ମାହାଙ୍ଗା ପଡିଗଲା,ହେଲା ଏପରି ଯେ ଡେରିକି ସମସ୍ତେ କମ୍ପିଲେ

Spread the love

ତେବେ ଆଜି ଆମେ ଆପଣଙ୍କ ପାଖରେ କଟକର ଏକ ଗ୍ରାମରୁ ଲାଇଭ ଭିଡିଓ ନେଇକି ଆସିଛୁ ଯାହା ଭିତରେ ଏହା ଆମେ ଦେଖିବା କି ଏକ ନାଗ ଆଉ ନାଗୁଣୀଙ୍କୁ କିଭଳି ଭାବରେ ଅଲଗା ଅଲଗା କରାଯିବ।ଏହି ଦୁଇଟି ସାପଙ୍କୁ ନାଗ ଆଉ ନାଗୁଣୀଙ୍କର ଯୋଡି ବୋଲି କୁହା ଯାଉଛି। ତେବେ ଚାଲନ୍ତୁ ଜାଣିବା ସେମାନେ କିଭଳି ଆଉ କେଉଁଠାରେ ଅଛନ୍ତି।ଏମାନେ ଆମେ ଯେଭଳି ଦେଖିଲୁ କି ଏକ ପଥର ସନ୍ଧିରେ ସେମାନେ ରହିଥିଲେ ଆଉ ତାଙ୍କୁ ଉଦ୍ଧାର କରାଗଲା।

ତାହାପରେ ଦେଖିଲେ କି ସେମାନେ ପୁରା ଭିତରେ ଅଛନ୍ତି। ଏବେ ଆପଣ ଦେଖୁଛନ୍ତି କି ସେମାନଙ୍କ ଭିତରୁ ଗୋଟେ ସାପକୁ ଆମେ ବାହାର କରି ଆଣିଛୁ ଆଉ ସେ ବହୁତ ଅଧିକ ଆକ୍ରମଣାତ୍ମକ ଭାବନା ସହ ଆମ ଆଡକୁ ଦେଖୁଛି। ତାହାପରେ ଆମେ ତାଙ୍କୁ ଏବେ ଚେଷ୍ଟା କରିବୁ ଏକ ବ୍ୟାଗରେ ପୁରେଇବା ପାଇଁ।ତେବେ ଆପଣ ଯେପରିକି ଦେଖି ପାରୁଛନ୍ତି କି ସେ ଆମକୁ ଆକ୍ରମଣ ପରେ ଆକ୍ରମଣ କରିବାରେ ଲାଗିଛି।

ତେବେ ଏଣେ ଆମେ ତାକୁ ବ୍ୟାଗ ଭିତରେ ରଖିବୁ।ଆର ସାପଟି ହୁଏତ ସେହି ପଥର ସନ୍ଧିରେ କେଉଁଠି ଅଛି।ତେବେ ଏହି ସାପକୁ ଆମେ ରଖିବାରେ ସଫଳ ହେଇଗଲେ ଯିଏ କି ବ୍ୟାଗ ଭିତରେ ରହିଗଲା। ଏହାକୁ ବ୍ୟାଗରେ ରଖିବାକୁ ବହୁତ ଅଧିକ ସମୟ ଲାଗିଲା କାରଣ ସେ ବହୁତ ଅଧିକ ଆକ୍ରମଣାତ୍ମକ ଭାବନାରେ ଥିଲା।ଏହାପରେ ଆମେ ଦେଖିବା କି କିଭଳି ସେ ଦ୍ୱିତୀୟ ସାପକୁ ଉଦ୍ଧାର କରାଯାଉଛି।

ତେବେ ସେହି ସ୍ଥାନରେ ହି ଅଛି ସେହି ଦ୍ୱିତୀୟ ବଡ ସାପଟି।ଆପଣ ଦେଖୁଛନ୍ତି କି ପଥର ସନ୍ଧିରେ ସେହି ସାପ ଗୋଡେଇ ହେଇ ରହିଛି।ହୁଏତ ସେ ରାଗରେ ଅଛି କାରଣ ତାହାର ସାଥୀଙ୍କୁ ଆମେ ନେଇ ଆସିଛୁ।ତେବେ ଆମେ ଏବେ ତାଙ୍କୁ ଉଦ୍ଧାର କରିବା।ତେବେ ଆପଣ ଯେପରି ଦେଖିପାରୁଥିବେ କି ଏହି ଦ୍ୱିତୀୟ ସାପଟି ପ୍ରଥମ ସାପ ଠାରୁ ଅଧିକ ବଡ଼ ଆଉ ଅଧିକ ଭୟଙ୍କର ଅଛି।

ଏହା ସହିତ ଏ ବହୁତ ଅଧିକ ବିଷାକ୍ତ ଆଉ ସୁନ୍ଦର ବି ଅଛି।ଯେତେ ଅଧିକ ସୁନ୍ଦର ସେତେ ଅଧିକ ବିଷାକ୍ତ ଅଟେ।ତେବେ ଆପଣ ଦେଖିପାରୁଥିବେ କି ସେ କିଭଳି ଆମ ଆଡକୁ ଆକ୍ରମଣ କରିବାରେ ଲାଗିଛି।ତେଣୁ ଯେଉଁମାନେ ବି ଏହି ଭିଡିଓ ଦେଖୁଛନ୍ତି ସେମାନଙ୍କ ପାଇଁ ଅନୁରୋଧ କି ଆମ ମାନଙ୍କ ଭଳି ସାପ ମାନଙ୍କୁ ଧରିବାକୁ ପ୍ରୟାସ କରନ୍ତୁ ନାହିଁ

କାରଣ ଆମ ମାନନ୍କ ପାଖରେ ଅନେକ ବର୍ଷର ଅଭିଜ୍ଞତା ତଥା ସାପ ଧରିବାର ପ୍ରଶିକ୍ଷଣ ଅଛି।ଆପଣ ଏହା ଚେଷ୍ଟା କଲେ ଆପଣଙ୍କ ଜୀବନ ବିପଦରେ ପଡିପାରେ।ତେବେ ଆପଣ ଦେଖିଲେ କି କିଭଳି ସେହି ବଡ ସାପକୁ ଉଦ୍ଧାର କରାଗଲା ଆଉ ତାକୁ ବ୍ୟାଗ ଭିତରେ ରଖିବାରେ ବେସି ଅସୁବିଧା ହେଲା ନାହିଁ।

କାରଣ ତାହାର ସାଥି ଭିତରେ ଥିଲା।ଏବେ ଆମେ ତାଙ୍କୁ ନେଇ ଜଙ୍ଗଲରେ ଛାଡ଼ିଦେବୁ। ଛାଡିବା ସମୟରେ ତାଙ୍କ ଭିତରୁ ଜଣେ ବହୁତ ଅଧିକ ରାଗି ଯାଇଥିଲା।ବୋଧହୁଏ କାମୁଡ଼ିବାକୁ ଚାହୁଁଥିଲା ମାତ୍ର ସେ ନିଜର ରକ୍ଷା ହି କରୁଥିଲା।ଏବେ ସେମାନେ ଜଙ୍ଗଲରେ ଅଛନ୍ତି।

Leave a Reply

Your email address will not be published. Required fields are marked *