ବିଚ ରାସ୍ତା ଉପରେ Lover ହାତରେ ସିନ୍ଦୁର ପିନ୍ଧିଲା ପ୍ରେମିକା ,ନିଆଁ ଭଳି Vaeral ହେଉଛି ଏହି ଭିଡିଓ

Spread the love

କିଛି ଦିନ ହେଲା ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଯେଉଁ ଭିଡିଓରେ ଏକ ପୁଅ ଏକ ଝିଅ ମଥାରେ ସିନ୍ଦୂର ଦେଉଥିବାର ଦେଖା ଯାଉଛି।ଏହା ସହିତ ଏହି ଭିଡିଓ ବର୍ତ୍ତମାନ ଅନେକ ଲୋକ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିବାରେ ଲାଗିଛନ୍ତି।ତେବେ ଏହି ଭିଡ଼ିଓ ବର୍ତ୍ତମାନ ବହୁତ ଭାଇରାଲ ହେଉଛି।ତେବେ ଆଶ୍ଚର୍ଯ୍ୟର ବିଷୟ ଏହା ହେଉଛି କି ଏମାନେ କୌଣସି ଅଧିକ ବୟସର ପିଲା ନୁହନ୍ତି।ଏମାନଙ୍କର ବୟସ ବହୁତ କମ ବୟସର।

ଏହା ସହିତ ଏହି ଦୁଇଜଣ ନିଜର ଗାଡ଼ିକୁ ରାସ୍ତା ଉପରେ ଥୋଇ ଏହିଭଳି କାର୍ଯ୍ୟ କରୁଥିବାର ଦେଖା ଯାଇଥିଲା।ଏହା ସହିତ ଏହା ଉପରେ ଅନେକ ଲୋକ ନିଜର ଭିନ୍ନ ଭିନ୍ନ ମତ ମଧ୍ୟ ଦେବା ଆରମ୍ଭ କରିଛନ୍ତି।ତେବେ ସେମାନେ ଏହି ପରି ଭାବରେ ନିଜର ଏକ ଭିଡ଼ିଓ ମଧ୍ୟ ରେକର୍ଡ କରିଥିଲେ।ଏହାପରେ ସେହି ଭିଡିଓକୁ ସେମାନେ ସୋସିଆଲ ମିଡିଆରେ ଛାଡିଥିଲେ।

ଯାହା ବର୍ତ୍ତମାନ ଅନେକ ଭାଇରାଲ ହେବା ସହିତ ଏହି ଭିଡିଓ ବର୍ତ୍ତମାନ ଅନେକ ଲୋକଙ୍କ ପାଖରେ ମଧ୍ୟ ପହଞ୍ଚି ସାରିଲାଣି।ଯାହା ବର୍ତ୍ତମାନ ଅନେକ ଲୋକ ଦେଖି ସାରିଲେଣି।ତେବେ ସେମାନେ ରାସ୍ତା ଉପରେ ଏଭଳି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି।ସେମାନେ ରାସ୍ତା ଉପରେ ଛିଡା ହୋଇ ଜଣେ ପୁଅ ଆଉ ଜଣେ ଝିଅଙ୍କ ମଥାରେ ଏଭଳି ଭାବରେ ସିନ୍ଦୂର ଦେଉଥିବାର ଭିଡିଓ ହୁଏତ ଆଗରୁ କୌଣସି ବ୍ୟକ୍ତି ଦେଖି ନଥିବେ।

ତେବେ ଆଶ୍ଚର୍ଯ୍ୟର ବିଷୟ ଏହା ହେଉଛି କି ସେମାନେ ପରସ୍ପରକୁ ଏପରି ଭାବରେ ସମସ୍ତଙ୍କ ସମ୍ମୁଖରେ ବିବାହ କରିଥିଲେ ଏହାପରେ ସେହି ଝିଅ ସେହି ପୁଅର ପାଦ ଛୁଇଁ ପ୍ରଣାମ ମଧ୍ୟ କରିଥିଲା।ଯାହା ଏହି ଭିଡିଓରେ ମଧ୍ୟ ରେକର୍ଡ ହୋଇଥିଲା।ତେବେ ଏହା ସହିତ ସେହି ପୁଅ ଓ ସେହି ଝିଅ ଗୋଟିଏ ପ୍ରକାରର ପୋଷକ ପିନ୍ଧିଥିଲେ।ଯାହା ଦେଖି ଏପରି ଲାଗୁଥିଲା କି ସେମାନେ କୌଣସି ଏକ କଲେଜର ଛାତ୍ର ଛାତ୍ରୀ।

ତେବେ ଏହି ଭିଡିଓ ବର୍ତ୍ତମାନ ଅନେକ ଲୋକଙ୍କ ପାଖରେ ପହଞ୍ଚି ସାରିଲାଣି।ଏହା ସହିତ ଏହି ଭିଡ଼ିଓକୁ ଅନେକ ଲୋକ ପସନ୍ଦ କରିବା ସହିତ ଏହି ଭିଡିଓକୁ ଅନେକ ମାତ୍ରାରେ ସେୟାର ମଧ୍ୟ କରୁଛନ୍ତି।ଏହା ସହିତ ସେମାନଙ୍କର ଏହି ଭିଦେଇକୁ ବର୍ତ୍ତମାନ ଅନେକ ଲୋକ ପରିହାସ କରିବା ସହିତ କିଛି ଲୋକ ଏହାକୁ ନିନ୍ଦା ମଧ୍ୟ କରିଛନ୍ତି।

କିଛି ଲୋକ କହିଛନ୍ତି କି ଆଜିକାଲି ଛୋଟ ପିଲାମାନେ ମଧ୍ୟ କିପରି ଭାବରେ ନିଜର ଭବିଷ୍ୟତ ନିଜେ ସ୍ଥିର କରି ଦେଉଛନ୍ତି ଓ ବିବାହକୁ ଏକ ଖେଳ ଘର ଭାବରେ ବିବେଚନା କରି ଦେଇଛନ୍ତି।ଯାହା ଫଳରେ ସେମାନେ ଏଭଳି କାର୍ଯ୍ୟ କରିବା ପାଇଁ ସାହାସ ପାଇଲେ।ଏହା ସହିତ କିଛି ଲୋକ କହିଛନ୍ତି କି ଏହାକୁ ଦେଖିବା ପରେ ସେମାନଙ୍କର ପରିବାର ଲୋକ କିଭଳି ଭାବରେ ସମାଜରେ ବାଟ ଚାଲି ପାରିବେ।ତେବେ ଏପରି ନ କରିବା ପାଇଁ ଅନେକ ଲୋକ ମତ ଦେଇଛନ୍ତି।ଏହା ସହିତ ରାସ୍ତା ଉପରେ ଏଭଳି ଭାବରେ ଅବହେଳା କରି ଥିବାରୁ ସେମାନଙ୍କୁ ଅନେକ ଲୋକ ନିନ୍ଦା ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *