ସୁଭାଶିଶ ଏବଂ ଅନିଶାଙ୍କ ଝିଅଙ୍କୁ ସବୁଠୁ ଦାମୀକିଆ ଗିଫ୍ଟ ଦେଲେ ହିରୋଇନ Jhilik Bhattacharjee ,ଜିନିଷ ଦାମ ଜାଣିଲେ ଆପଣ ମଧ୍ୟ କହିବେ ବାପ ରେ ଏତେ ଦାମୀ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲର ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ କିଛି ବିଶେଷ ଖବର ଜାଣିବା।ଆପଣମାନେ ତ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସୁଥିବ।ବର୍ତ୍ତମାନ ସମୟରେ ଅନେକ ଲୋକ ଓଡ଼ିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି ଏବଂ ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି।ଅଧିକରୁ ଅଧିକ ଲୋକପ୍ରିୟ ହେଉଛି ଏହି ଓଡ଼ିଆ ଫିଲ୍ମ।

ଯେତେବେଳେ କୌଣସି ଏକ ଭଲ ଫିଲ୍ମ ଆସିଥାଏ ସିନେମା ହଲ ସାମ୍ନାରେ ଆପଣ ଭିଡ଼ ଜମିଥିବାର ଦେଖିଥିବେ।ଏବଂ ଏହି ସବୁ ଫିଲ୍ମ ବିଷୟରେ ଲୋକଲୋଚନରେ ଆଲୋଚନା ଚାଲିଥାଏ।ଏବଂ ଏହି ଫିଲ୍ମରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନେ ଏହି ସବୁ ଫିଲ୍ମକୁ ଲୋକପ୍ରିୟ କରାଇବାରେ ମୂଖ୍ୟଭୂମିକା ଗ୍ରହଣ କରିଛନ୍ତି।ସେହି ଅଭିନେତାଙ୍କ ମଧ୍ୟରୁ ସୁବାଶିଶ ଅନ୍ୟତମ।

ଆପଣମାନେ ତ ଶୁବାଶିଶଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।ବର୍ତ୍ତମାନ ସମୟରେ ତାଙ୍କ ଯୋଡି ସବୁଠାରୁ ଚର୍ଚ୍ଚିତ ଅଛନ୍ତି।ଆଜି ଆମେ ତାଙ୍କ ବିଷୟରେ କିଛି ବିଶେଷ କଥା ଆଲୋଚନା କରିବା।ସାଙ୍ଗମାନେ ତେବେ ଆସିଯାଇଛି ସେହି ସମୟ ଯାହାର ଅପେକ୍ଷା ସମସ୍ତେ କରିଥିଲେ।ସୁବାଶିଶ ଏବଂ ଅନିଶା ତାଙ୍କ ଝିଅର ଫଟୋ ସେୟାର କରିଛନ୍ତି ଇନଷ୍ଟାଗ୍ରାମ।

ସୁବାଶିଶ ଏବଂ ଅନିଶାଙ୍କର ଜେବେଠାରୁ ବିବାହ ହେଲାଣି ସେମାନେ ସେବେଠାରୁ ଚର୍ଚ୍ଚାରେ ରହିଆସୁଛନ୍ତି।ଏବେ ସୁବାଶିଶ ଏବଂ ଅନିଶାଙ୍କ ସହିତ ତାଙ୍କ ଝିଅ ଯାହାର ନାମ ହେଉଛି ଭିଅନା ସେ ମଧ୍ୟ କିଛି ଦିନ ହେବ ଚର୍ଚ୍ଚାରେ ରହି ଆସୁଛି।ଯେବେ ଭିଅନାଙ୍କ ଜନ୍ମ ହୋଇଥିଲା ସେବେ ଏହି ଖୁସି ଖବର ସୁବାଶିଶ ଇନଷ୍ଟାରେ ପୋଷ୍ଟ କରିଦେଇଥିଲେ।ଜେବେଠାରୁ ସୁବାଶିଶ ଏହି ପୋଷ୍ଟ ସେୟାର କଲେ ସେବେଠାରୁ ଓଲିଉଡର ସବୁ ଛୋଟ ବଡ଼ ସେଲିବ୍ରିଟି ମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଛି।

ଏହା ସହିତ ଭିଅନାଙ୍କୁ ଅନେକ ସାରା ସୁନ୍ଦର ସୁନ୍ଦର ଗିଫ୍ଟ ମଧ୍ୟ ମିଲିଛି।ତେବେ ସାଙ୍ଗମାନେ ଆଜି ଆମେ ଏହି ଆର୍ଟିକିଲରେ ଜାଣିବା ଭିଅନାଙ୍କୁ କଣ କଣ ଗିଫ୍ଟ ମିଳିଛି।ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ପ୍ରଥମେ ଆସିଛନ୍ତି ସୁବାଶିଶ।ସୁବାଶିଶ ବାପା ହେବା ଖୁସିରେ ପୁରା ହସ୍ପିଟାଲରେ ମିଠା ବାଣ୍ଟିଥିଲେ।

ଏହା ସହିତ ତାଙ୍କ ଝିଅ ପାଇଁ ଘରେ ଏକ ରୁମ ମଧ୍ୟ ଡେକୋରେଟ କରିଥିଲେ।ଏହା ସହିତ ସୁବାଶିଶ ଏବଂ ଅନିଶାଙ୍କ ପରିବାର ଲୋକ ଭିଅନାଙ୍କ ପାଇଁ କେକ କାଟି ୱେଲକମ ଜଣାଇଛନ୍ତି।ଏହାପରେ ଆସୁଛନ୍ତି ଅନିଶା ଶର୍ମା।ଅନିଶା ତାଙ୍କ ଝିଅଙ୍କ ପାଇଁ ଏହି ଖୁସିର ସମୟରେ ଏକ ସୁନାର ବ୍ରେସଲେଟ ଗିଫ୍ଟ କରିଛନ୍ତି।ଯେଉଁଟାକି ବହୁତ ଦାମୀକିଆ ରହିଛି।ଏହାପରେ ଆସୁଛନ୍ତି ଝିଲିକ।ଆପଣମାନେ ତ ଝିଲିକଙ୍କୁ ବେଶ ଭଲଭାବରେ ଜାଣିଥିବେ।ଝିଲିକ ଭିଅନାଙ୍କୁ ଏକ ଗୋଲଡ଼ର ବ୍ରେସଲେଟ ଗିଫ୍ଟ କରିବା ସହିତ କିଛି ବେବି ପ୍ରଡକ୍ଟ ମଧ୍ୟ ଗିଫ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *