କାହିଁକି ମା ହେବାକୁ ଚାହୁଁନାହାଁନ୍ତି ଜିନା?ନିଜେ କହିଲେ ମନର କଥା – କହିଲେ ଏବେ ନୁହଁ କାରଣ ମୋ ସ୍ୱାମୀ ଆଉ ମୁଁ..

Spread the love

ସାଙ୍ଗମାନେ ଆଜି ଆମେ ଜାଣିବା ଓଡ଼ିଆ ଅଭିନୟ ଜଗତର ଜଣେ ଅନନ୍ୟ ନାୟିକା ବିଷୟରେ।ସେ ତାଙ୍କ ଜୀବନରେ ବହୁତ ଓଡ଼ିଆ ଆଲବମରେ ଅଭିନୟ କରିଛନ୍ତି।ସେ ତାଙ୍କ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।ସେ ତାଙ୍କ ସ୍କୁଲ ସମୟରେ ବହୁତ ନାଟକରେ ଅଭିନୟ ମଧ୍ୟ କରିଥିଲେ।ସେ ଏକ ନାଚୁରାଲ ପ୍ରତିଭା ଥିଲେ।ଆପଣ ମାନେ ହୁଏତ ତାଙ୍କୁ ଅନେକ ଓଡ଼ିଆ ଆଲବମରେ ଦେଖିଥିବେ।ସେ ତାଙ୍କ ଅଭିନୟର ଯାଦୁରେ ଅନେକଙ୍କ ମନରେ ଘର ସୃଷ୍ଟି କରିଥିଲେ।ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସକ ଥିଲେ।ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ସେ କାହିଁକି ଏବେ ମା ହେବା ପାଇଁ ଚାହୁଁନାହାନ୍ତି।

ତାଙ୍କର ଜନ୍ମ ୧୪.୯.୧୯୯୦ ମସିହାରେ ହୋଇଥିଲା।ତାଙ୍କର ଜନ୍ମସ୍ଥାନ ଓଡ଼ିଶା ଅଟେ।ଆମେଲି ୨୦୧୮ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ସେ ରୁଦ୍ର ପାଣିଗ୍ରାହୀଙ୍କୁ ବିବାହ କରିଥିଲେ।ସେ ଏକ ମେଧାବୀ ଛାତ୍ର ଥିଲେ।ସେ ତାଙ୍କ ସ୍କୁଲ,କଲେଜ ଆଦିରେ ବହୁତ ନାଟକରେ ଅଭିନୟ କରିଥିଲେ।ପାଠ ପଢା ସହିତ ଅଭିନୟ ମଧ୍ୟ ଜାରୀ ରଖିଥିଲେ।ସେ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।ସେ ତାଙ୍କ ପ୍ରଥମ ଫିଲ୍ମ ଫେରିଆ ମୋ ସୁନା ଭଉଣୀ ରେ ୨୦୦୪ ମସିହାରେ ଅଭିନୟ କରିଥିଲେ।

ଏବେ ଏକ ଇଣ୍ଟରଭ୍ୟୁରେ ତାଙ୍କୁ ପଚରା ଯାଇଥିଲା ଯେ ସେ କଣ ପାଇଁ ମା ହେବାକୁ ଚାହୁଁନାହାଁନ୍ତି। ସେ ଉତ୍ତରରେ ଦର୍ଶାଇଥିଲେ କି ଏଭଳି ପରିସ୍ଥିତିରେ ସେ ସତର୍କ ହୋଇ ରହିବାକୁ ଚାହୁଁଛନ୍ତି।ସେ କହିଛନ୍ତି ଯେ ଏଥିପାଇଁ ବହୁତ ସମୟ ଅଛି।ସେ ଏହା ମଧ୍ୟ କହିଛନ୍ତି ଯେ ନିଜେ ବଞ୍ଚିଲେ ଯାଇ ସେ ଆଉ କାହାକୁ ଦୁନିଆକୁ ଆଣିବାକୁ ଚେଷ୍ଟା କରିବେ।

ତାଙ୍କ ଶାଶୂଘର ବ୍ରହ୍ମପୁର।କିନ୍ତୁ ସେ ସପରିବାର ଭୁବନେଶ୍ୱରେ ରହୁଛନ୍ତି।ସେ ସମସ୍ତଙ୍କୁ ସଚେତନ ହୋଇ ରହିବାକୁ କହିଛନ୍ତି।ସେ ଏହା ମଧ୍ୟ କହିଛନ୍ତି ଯେ ସେ ଯୋଗ କରିବାକୁ ବହୁତ ଭଲ ପାଆନ୍ତି ଓ ସମସ୍ତେ କିଛି ସମୟ ବାହାର କରି ଯୋଗ କରିବା ପାଇଁ ସେ ପରାମର୍ଶ କରିଛନ୍ତି।ତାଙ୍କୁ ମେକଅପ କରିବା ପାଇଁ ଜମା ବି ଭଲ ଲାଗେନାହିଁ।ସେ ଏବେ ଚିନ୍ତିତ ଅଛନ୍ତି କାରଣ ଏବେ ମହାମାରୀ ଯୋଗୁ ସେ ତାଙ୍କ ଅଭିନୟ କାମ ଜାରି ରଖିପାରି ନାହାନ୍ତି।

ଅଭିନୟ ଜଗତରେ ଜିନା ବହୁତ ନା କମାଇଛନ୍ତି।ସେ ତାଙ୍କ ଜୀବନରେ ବହୁତ ବଡ଼ ଷ୍ଟାର ମାନଙ୍କ ସହିତ କାମ କରିଛନ୍ତି।ସେ ବହୁତ ପ୍ରଶଂସକ ମାନଙ୍କ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି।ତାଙ୍କ ଅଭିନୀତ ଅନେକ ଆଲବମ ଓ ଫିଲ୍ମ ଏବେ ବି ଅନେକ ଓଡ଼ିଆ ମାନଙ୍କ ହୃଦୟରେ ସେହିପରି ରହିଛି।ସେ ଏବେ ମଧ୍ୟ ଅନେକ ଟେଲିଭିଜନ କାର୍ଯ୍ୟକ୍ରମରେ ଅଭିନୟ କରୁଛନ୍ତି।

Leave a Reply

Your email address will not be published. Required fields are marked *