ଏବେ ଏବେ ଆସିଲା ବଡ ଖବର – ଏହି ଜିଲ୍ଲାମାନରେ ଜୁଲାଇ ୧ ଯାଏ ବଢ଼ିଲା ଲକ ଡାଉନ ଓ ଏହି ଜିଲ୍ଲାମାନଙ୍କରେ ହେଲା ଆଂଶିକ କୋହଳ – ଦେଖନ୍ତୁ କଣ ଖୋଲା କଣ ବନ୍ଦ ରହିବ

Spread the love

ବର୍ତମାନ ସମୟରେ ଆସିଲା ବଡ ଖବର | ପୁଣି ଓଡ଼ିଶାରେ ବଢିବ ଲକ ଡାଉନ କିନ୍ତୁ ସମସ୍ତ ଜିଲ୍ଲାରେ ନୁହଁ ,ଅଧିକାଂ ସଂକ୍ରମଣ ଥିବା ଜିଲ୍ଲା ଗୁଡିକ ରେ ବଢିବା ଲକ ଡାଉନ |ତେବେ ଆପଣଙ୍କ ଜିଲ୍ଲା ସ୍ତିତି କଣ ଚାଲନ୍ତୁ ଆଜି ସେ ବିଷୟରେ ଜାଣିବା ଯେ ଆପଣଙ୍କ ଅଂଚଳ ନେଇ କଣ ଘୋଷଣା କଲେ ରାଜ୍ୟ ସରକାର ||ତେବେ ବର୍ତମାନ ରେଡ ଜୋନ ଥିବା ଅଂଚଳ ଗୁଡିକ ଲକ ଡାଉନ ବଢେଇସାନ୍ତି ରାଜ୍ୟ ସରକାର |ତେବେ କଣ ରହିଛି ସମ୍ପୂର୍ଣ ତଥ୍ୟ ଚାଲନ୍ତୁ ଜାଣିବା

ତେବେ ବର୍ତମାନ ରାଜ୍ୟ ସରକାର ୧୭ ଟି ଜିଲ୍ଲା କୁ ଅନଲକ କରିଛନ୍ତି ସରକାର |ତେବେ ଅନ୍ୟ ଜିଲ୍ଲାମାନଙ୍କରେ କଟକଣା ହେଇଚି କୋହଳ |ପୂର୍ବରୁ ସକାଳ ୭ ରୁ କୋହଳ ଥିବା ବେଳେ ବର୍ତମାନ ଏହା ସକାଳ ୬ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ କୋହଳ କର ଯାଇଛି ,କିନ୍ତୁ ସମସ୍ତ ଜିଲ୍ଲାରେ ନୁହଁ ଯେଉଁ ମାନକ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ରୁ କାମ ରହିଛି ସେହି ଅଂଚଳ ରେ ଏହି କୋହଳ କରାଯିବ |ତେବେ ଏହି ଜିଲ୍ଲା ଗୁଡିକ ଅଂଚଳ ଚାଲନ୍ତୁ ଜାଣିବା

ବର୍ତମାନ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା କୁ ୧୭ଟି ଜିଲ୍ଲାରେ ଏହି କୋହଳ ବ୍ୟବସ୍ତା କରିଛନ୍ତି |ଏହି ଜିଲ୍ଲାମାନଙ୍କରେ ସମସ୍ତ ଦୋକାନ ଖୋଲାଯିବ ,କିନ୍ତୁ ରାତ୍ର କାଳୀନ କର୍ଫ୍ୟୁ ଜାରି ରହିବ ସାରା ଓଡ଼ିଶାରେ |ତେବେ ଏହି ଜିଲ୍ଲାମାନଙ୍କରେ ବର୍ତମାନ ଦ୍ରୁତ ଗତିରେ ହ୍ରାସ ପାଇଛି

ସେହିପରି ଅନ୍ୟପଟେ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କନାଳ,ଖୋର୍ଦ୍ଧା,ପୁରୀ, ନୟାଗଡ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ସକାଳ ୬ଟାରୁ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲା ରହିବ|ଏହି ଜିଲ୍ଲାମାନଙ୍କରେ କଟକଣା ଜାରି ରହିବ |ଏହି ଜିଲ୍ଲାମାନଙ୍କରେ ସଂକ୍ରମଣ ହାର ଅଧିକ ଥିବା ହେତୁ ଏହି ନିଷ୍ପତି ନେଇଛନ୍ତି |ତେବେ ଏହି ଆଂଶିକ କୋହଳ ଜୁଲାଇ ୧ ପର୍ଯ୍ୟନ୍ତ ଜାରି ରହିବ |ତେବେ ଏହି ସମୟେ ଏହି ଜିଲ୍ଲାମାନଙ୍କରେ କେବଳ ଅତ୍ୟାବଶ୍ୟକ ଦୋକାନ ସବୁ ଖୋଲାଯିବ ବାକି ସମସ୍ତ ବନ୍ଦ କରିବ ବୋଲି ସୂଚନା ମିଳିଛ|ତେବେ ମନ୍ଦିର ବନ୍ଦ ରହିବ କିନ୍ତୁ ନୀତିକାର୍ଯ୍ୟ ଚାଲୁ ରହିବ

ତେବେ ଏହା ସହ ପୂର୍ବ ପରି ସାରା ରାଜ୍ୟରେ ସଟ ଡାଉନ ଶନିବାର ଓ ରବିବାର ଜାରି ରହିବ |ଏହା ଆଗାମୀ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବଲାବାଟର ରହିବ ବୋଲି ସରକାର ଘୋଷଣା କରିଛନ୍ତି |ତେବେ ପୁଣି ୨ ସପ୍ତାହ ପାଇଁ ଆଂଶିକ ଲକ ଦଉନି ବୃଦ୍ଧି କରିଛନ୍ତି ସରକାର |ତେବେ ପୂର୍ବପରି ସିନେମା ହଲ,ଜିମ ଓ ସେଲୁଣ ଆଦି ବନ୍ଦ ରଖିବା ପାଇଁ ସରକାର ନିଷ୍ପତି ନେଇଛନ୍ତି

ତେବେ ସକାଳ ୬ ରୁ ୯ ପର୍ଯ୍ୟନ୍ତ ମର୍ନିଙ୍ଗ ୱାର୍କ କରିହେବ କିନ୍ତୁ କୌଣସି ପାର୍କ ଖୋଲାଯିବ ନାହିଁ |ସାରା ରାଜ୍ୟରେ ଲକ ଡାଉନ ଆଂଶିକ କୋହଳ ହେଲେ ମଧ୍ୟ ବର୍ତମାନ ସମୟରେ ସଟ ଡାଉନ ଜାରିରହିବ ପୂର୍ବ ଭଳି |ତେବେ ରାଜ୍ୟସରକାର ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି |ବାହାଘର ପାଇଁ ଭୋଜି ମଧ୍ୟ ସମ୍ପୂର୍ଣ ବରଂ ଓ ଏଥିରେ ଯେତିକି ପୂର୍ବ ନିୟମ ଥିଲା ସେତିକି ଲୋକ ଯୋଗ ଦେଇ ପାରିବେ

Leave a Reply

Your email address will not be published. Required fields are marked *