ଓଡ଼ିଆ ହିରୋଇନ ମାନଙ୍କ ପ୍ରକୃତ ଘର କେଉଁଠି?କିଏ କଲିକତା ତ କିଏ କଟକ – କାହା ଘର କେଉଁ ଜିଲ୍ଲା ରେ ଜାଣିରଖନ୍ତୁ ଏବେ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେଉଁ ସବୁ ସୁନ୍ଦରୀ ନାୟିକା ମାନେ ଅଛନ୍ତି ସେମାନଙ୍କ ପ୍ରକୃତ ଘର କେଉଁଠାରେ ଅଛି ସେହି ବିଷୟରେ।ଆପଣମାନେ ନିଶ୍ଚିତ ଭାବରେ ଆମ ଓଲିଉଡ ନାୟିକା ମାନଙ୍କୁ ଜାଣିଥିବେ।କିନ୍ତୁ ଆପଣ କଣ ତାଙ୍କର ପ୍ରକୃତ ଘର କେଉଁଠାରେ ଅଛି ସେ ବିଷୟରେ ଜାଣିଛନ୍ତି।ଅନେକ ଲୋକ ଏହାକୁ ଜାଣିବାକୁ ଚାହିଁଥାନ୍ତି।ତେବେ ସାଙ୍ଗମାନେ ଆଜି ଆମେ ଜାଣିବା ଏହି ବିଷୟରେ।

ତେବେ ସାଙ୍ଗମାନେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଏବେ ଆସନ୍ତୁ ଜାଣିବା ଆମ ଓଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନଙ୍କ ପ୍ରକୃତ ଘର କେଉଁଠାରେ।

ତେବେ ସାଙ୍ଗମାନେ ଆମ ଲିଷ୍ଟରେ ସର୍ଵପ୍ରଥମେ ଆସୁଛନ୍ତି ସିବାନୀ।ସିବାନୀଙ୍କୁ ତ ଆପଣ ନିଶ୍ଚିତ ଭାବରେ ଜାଣିଥିବେ।ସେ ଏକ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।ଏବଂ ଏହା ସହିତ ସେ ଅନେକ ହିଟ ଫିଲ୍ମ ମାନ ମଧ୍ୟ ଦେଇଛନ୍ତି।ତାଙ୍କର ପ୍ରକୃତ ଘର ହେଉଛି ଖୋର୍ଦ୍ଧା ଜିଲ୍ଲାରେ।ସେ ସେହିଠାରେ ଜନ୍ମ ହୋଇଥିଲେ ଏବଂ ତାଙ୍କ ପିଲାବେଳ ସେହିଠାରେହିଁ କଟିଥିଲା।

ଏହାପରେ ଆମ ଲିଷ୍ଟରେ ରିୟା।ଆପଣ ଯଦି ଓଡ଼ିଆ ଫିଲ୍ମ କେବେ ଦେଖିଥିବେ ତେବେ ରିୟାଙ୍କ ନାମ ତ ନିଶ୍ଚୟ ଭାବରେ ଶୁଣିଥିବେ।ସେ ମଧ୍ୟ ଅନେକ ହିଟ ସିନେମାରେ କାମ କରିଛନ୍ତି।ଏବଂ ତାଙ୍କର ଜନ୍ମ ସ୍ଥାନ ହେଉଛି ବାଲେଶ୍ଵର।

ଏହାପରେ ଆମ ଲିଷ୍ଟରେ ଆସୁଛନ୍ତି ଏଲିନା।ଏଲିନାଙ୍କ ନାମ ତ ଆପଣ ଶତ ପ୍ରତିଶତ ଶୁଣିଥିବେ।ଏବେ ତାଙ୍କ ଜନ୍ମ ସ୍ଥାନ କହିବାକୁ ଗଲେ ସେ ଭଦ୍ରକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଏବଂତାଙ୍କ ପିଲାବେଳ ସେହିଠାରେ କଟିଛି।

ଏହାପରେ ଆସନ୍ତି ଭୂମିକା ଦାସ।ସେ ବହୁତ କମ ବୟସରୁ ଓଲିଉଡ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ।ଏବଂ ସେ ଆଜି ଓଲିଉଡ କୁଇନ ସାଜିଛନ୍ତି।ତାଙ୍କ ଘର ହେଉଛି ରାଉଲକେଲା ଜିଲ୍ଲାରେ ଅବସ୍ଥିତ।

ଏହାପରେ ଆମ ଲିଷ୍ଟରେ ଅଛନ୍ତି ସମୀରା।ଆପଣ ସମୀରାଙ୍କ ନାମ ନିଶ୍ଚିତ ଭାବରେ ଶୁଣିଥିବେ।ସେ ମଧ୍ୟ ଅନେକ ହିଟ ଫିଲ୍ମ ଦେଇସାରିଛନ୍ତି।ତାଙ୍କ ଘର ହେଉଛି ମୟୁରଭଞ୍ଜ ଜିଲ୍ଲାରେ ଅବସ୍ଥିତ।

ଏହାପରେ ଆସନ୍ତି ଆମ ଲିଷ୍ଟରେ ସମ୍ଭାବନା।ସମ୍ଭାବନା ଓଲିଉଡ ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ନାମ ଅଟନ୍ତି।ତାଙ୍କ ଘର ହେଉଛି କଟକ ଜିଲ୍ଲାରେ ଅବସ୍ଥିତ।

ଏହାପରେ ଆସନ୍ତି ଝିଲିକ।ସେ ଜଣେ ବଙ୍ଗାଳି ଅଟନ୍ତି।କିନ୍ତୁ ସେ ଓଡ଼ିଆ ଫିଲ୍ମରେ ଅଭିନୟ କରନ୍ତି। ଏବଂ ତାଙ୍କ ଘର ହେଉଛି କାଲକାଟାରେ।ଏହାପରେ ଆସୁଛନ୍ତି ପ୍ରକୃତି ମିଶ୍ର।ପ୍ରକୃତିଙ୍କ ନାମ ଆପଣ ନିଶ୍ଚିତ ଭାବରେ ଶୁଣିଥିବେ।କିନ୍ତୁ ଅନେକ ଲୋକ ତାଙ୍କର ପ୍ରକୃତ ଘର କେଉଁଠି ତାହାସ ଜାଣି ନାହାନ୍ତି।ତେବେ ପ୍ରକୃତି ମିଶ୍ରଙ୍କ ପ୍ରକୃତ ଘର ହେଉଛି ଖୋର୍ଦ୍ଧା ଜିଲ୍ଲାରେ।

ଏହାପରେ ଆସନ୍ତି ବର୍ଷା ପ୍ରିୟଦର୍ଶିନୀ।ବର୍ଷା ଓଲିଉଡର କୁଇନ ଅଟନ୍ତି।ତାଙ୍କର ଅଭିନୟ ଦ୍ୱାରା ଅନେକ ଦଶର୍କଙ୍କ ହୃଦୟ ଜିଣିପାରିଛନ୍ତି।ତେବେ ବର୍ଷାଙ୍କର ଘର ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ।ଏହାପରେ ଆମ ଲିଷ୍ଟରେ ଆସନ୍ତି ଅର୍ଚ୍ଚିତା।ଅର୍ଚ୍ଚିତାଙ୍କୁ ତ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ।

ତେବେ ତାଙ୍କର ପ୍ରକୃତ ଘର ହେଉଛି ଖୋର୍ଦ୍ଧା ଜିଲ୍ଲାରେ।ଏହାପରେ ଆସନ୍ତି ଅନୁଭା।ଆପଣ ଅନୁଭାଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।ସେ ଓଲିଉଡର ରାଣୀ ଅଟନ୍ତି।ତେବେ ତାଙ୍କର ପ୍ରକୃତ ଘର ମଧ୍ୟ ହେଉଛି ଖୋର୍ଦ୍ଧା ଜିଲ୍ଲାରେ।

Leave a Reply

Your email address will not be published. Required fields are marked *