ନବ ବିବାହିତ ଲୋକ କେବେ ମଧ୍ୟ ଏହି କାର୍ଯ୍ୟ କରନ୍ତୁ ନାହିଁ – ନଚେତ ବର୍ବାଦ ହେଇଯିବ ଆପଣଙ୍କ ଜୀବନ..

Spread the love

ବିବାହ ପ୍ରତ୍ୟେକ ମଣିଷର ଜୀବନରେ ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।ବିବାହ ଏପରି ଏକ ବନ୍ଧନ ଯାହା ଦୁଇଟି ମନକୁ ଏକ କରିଥାଏ।ଏହା ସହିତ ବିବାହ ପରେ ଅନେକ ଲୋକଙ୍କ ଜୀବନରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଆସିଥାଏ।ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ନବ ବିବାହିତ ଯୋଡ଼ିଙ୍କୁ କିଛି କାମ କରିବା ଅନୁଚିତ।ତେବେ ଆମେ ସମସ୍ତେ ବର୍ତ୍ତମାନ ସେହିପରି କିଛି କାର୍ଯ୍ୟ ବିଷୟରେ ଆଲୋଚନା କରିବା ଯାହାକୁ ଏହି ନବ ବିବାହିତ ଯୋଡ଼ି ମାନେ ଭୁଲରେ ମଧ୍ୟ କରିବା ଅନୁଚିତ।ନଚେତ ସେମାନଙ୍କର ଜୀବନରେ ଅନେକ ପ୍ରକାରର ଅସୁବିଧା ଉତ୍ପନ୍ନ ହୋଇପାରେ।

କୌଣସି ନବ ବିବାହିତ ଯୋଡ଼ି ମାନଙ୍କୁ କୌଣସି ଧାର୍ମିକ ସ୍ଥାନକୁ ମଧୁ ରାତ୍ରି ପାଇଁ ଯିବା ଅନୁଚିତ।ଯଦି ଏହା ପରେ ମଧ୍ୟ ଆପଣ ଭଗବାନଙ୍କର ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ତେବେ ଏହା ଧ୍ୟାନ ରଖନ୍ତୁ କି ସେହି ସ୍ଥାନର ସମ୍ପର୍କ ଯେପରି ଭଗବାନ ଶିବଙ୍କ ସହିତ ନ ରହିଥାଏ।ନଚେତ ଏହା ଆପଣଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ ଯାହା ଫଳରେ ଆପଣ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି

।ସେଥିପାଇଁ ଆପଣ ସତର୍କ ରହିବା ଆବଶ୍ୟକ।ଯାହା ଫଳରେ ଆପଣ ନିଜକୁ ଏହି ବିପଦରୁ ରକ୍ଷା କରି ପାରିବେ।ଏହା ସହିତ ଭଗବାନ ଶିବ ମାତା ପାର୍ବତୀଙ୍କୁ ବିବାହ କରିଥିଲେ।ମାତ୍ର ଏହା ମଧ୍ୟ କୁହା ଯାଇଥାଏ କି ଭଗବାନ ଶିବ ବୈରାଗୀ ଥିଲେ।ଯଦି କୌଣସି ନବ ବିବାହିତ ଯୋଡ଼ି ଏକ ବର୍ଷା ମଧ୍ୟରେ ନିଜର ସନ୍ତାନକୁ ଜନ୍ମ ଦେଇଥାନ୍ତି ତେବେ ସେହି ସନ୍ତାନ ବୈରାଗୀ ହେବାର ସମ୍ଭାବନା ରହିଛି।

ସେଥିପାଇଁ ନବ ବିବାହିତ ଯୋଡ଼ି ମାନେ ସତର୍କ ରହିବା ଆବଶ୍ୟକ।ଏହା ସହିତ ନବ ବିବାହିତ ଝିଅକୁ ଏକ ବର୍ଷ ପର୍ଯ୍ୟନ୍ତ ଶିବଲିଙ୍ଗକୁ ସ୍ପର୍ଶ କରିବା ଅନୁଚିତ ଏହା ସହିତ ତାଙ୍କୁ ମାତା ପାର୍ବତୀଙ୍କର ପୂଜା ଅର୍ଚ୍ଚନା କରିବା ଆବଶ୍ୟକ।ଏହାସହିତ ନବ ବିବାହିତା ଯୋଡ଼ି ମାନଙ୍କର ଶୋଇବା ଘର ଦକ୍ଷିଣ ଓ ପଶ୍ଚିମ କୋଣରେ ରହିବା ଆବଶ୍ୟକ

ଏହା ଧ୍ୟାନ ରଖିବା ଆବଶ୍ୟକ କି ସେମାନଙ୍କର ଶୋଇବା ଘର କେବେ ମଧ୍ୟ ଦକ୍ଷିଣ – ପୂର୍ବରେ ରହିବା ଅନୁଚିତ।ଏହା ସହିତ ସେମାନଙ୍କ ମଧ୍ୟରେ ଏହା କଳହ ଉତ୍ପନ୍ନ କରି ପାରେ।ସେଥିପାଇଁ ସେମାନଙ୍କୁ ସତର୍କ ରହିବା ଆବଶ୍ୟକ।ଏହା ସହିତ ନବ ବିବାହିତ ଯୋଡ଼ି ମାନଙ୍କ ମଧ୍ୟରେ ଏହି ସମସ୍ତ ଘଟଣାକୁ ପାଳନ କରିବା ଆବଶ୍ୟକ।କାରଣ ଏହା ସେମାନଙ୍କର ସମ୍ପୂର୍ଣ୍ଣ ଜୀବନ ଉପରେ ଅନେକ ପ୍ରଭାବ ପକାଇ ପାରେ।

ସେଥିପାଇଁ ଏହି ବ୍ୟକ୍ତି ମାନଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି ନଚେତ ସେମାନଙ୍କର ଜୀବନରେ ଅନେକ ପ୍ରକାରର ସମସ୍ୟା ଉତ୍ପନ୍ନ ହୋଇପାରେ ଯାହା ଫଳରେ ସେମାନଙ୍କ ଜୀବନରେ ଅନେକ ପ୍ରକାରର ସମସ୍ୟା ଦେଖା ଯାଇ ପାରେ।ତେବେ ଏହି ନବ ବିବାହିତା ଯୋଡ଼ି ମାନଙ୍କୁ ଏହି ସମସ୍ତ କଥା ପାଳନ କରି ନିଜର ଜୀବନ ଅତିବାହିତ କରିବା ନିହାତି ଆବଶ୍ୟକ।ନଚେତ ସେମାନଙ୍କର ଜୀବନ ଉପରେ ଏହାର ଅନେକ କୁ ପ୍ରଭାବ ପଡିପାରେ।ସେଥିପାଇଁ ଏମାନେ ସତର୍କ ରହିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *