ଗର୍ବ ବା EGO ଭାଙ୍ଗି ଦେବ କି ସୁନା ସଂସାର,କାହା ଦୋଷ ପାଇଁ ଅସଲ ରେ କିଏ ଭୋଗୁଛି ଶାସ୍ତି,କିଏ ଏହି ତୃତୀୟ ଲୋକ..ଦେଖନ୍ତୁ Video

Spread the love

ବର୍ତ୍ତମାନ ସୁମିତ ସାହୁ ଓ ତପସ୍ୱୀନୀଙ୍କ ଯେଉଁ କେସ ରହୁଛି ଯାହା ଓଡିଶାର ସବୁଠାରୁ ଚର୍ଚ୍ଚିତ ଗୋଟିଏ ପାରିବାରିକ କେସ।ସାଙ୍ଗମାନେ ଆପଣ ମାନେ ତା ସୁମିତ ଓ ତପସ୍ଵିନୀଙ୍କ କେସ ବିଷୟରେ ଜାଣିଥିବେ।ଦୁହିଁଙ୍କ ମଧ୍ୟରେ ବହୁତ କଳହ ହୋଇଛି।ନିଜ ସ୍ବାମୀ ସୁମିତଙ୍କୁ ଫେରି ପାଇବା ପାଇଁ ତପସ୍ୱିନୀଙ୍କ ସାଧନା ସମସ୍ତଙ୍କୁ ପ୍ରଭାବିତ କରିଛି।

ବ୍ରହ୍ମପୂରରେ ଦମ୍ପତି ବିବାଦ ମାମଲା ଡ଼ାକ୍ତର ସୁମିତ ଓ ତପସ୍ଵିନୀଙ୍କ ମାମଲା ବ୍ରହ୍ମପୁରର ଜିଲ୍ଲା କୋର୍ଟରେ ଉଭୟ ପକ୍ଷରୁ ହୋଇଥିବା ଆବେଦନ ଶୁଣାଣି କରିଛନ୍ତି କୋର୍ଟ।ବହୁ ଚର୍ଚ୍ଚିତ ବ୍ରହ୍ମପୁର ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି।ଏହା ସହ ନ୍ୟାୟ ଅପେକ୍ଷାରେ ଥିବା ତପସ୍ୱିନୀଙ୍କ ଧର୍ୟାର ପରୀକ୍ଷା ନେଉଛନ୍ତି ମାନ୍ୟବର କୋର୍ଟ।

କାରଣ ତାରିଖ ପରେ ତାରିଖ ଗଡି ଚାଲିଛି ଦୁହିଙ୍କ ମାମଲାର ଶୁଣାଣି ପାଇଁ।ସୁମିତ ଓ ତପସ୍ୱିନୀ କରିଥିଲେ ପ୍ରେମ ବିବାହ।ତେବେ ଏମିତି କଣ ହେଲା ଯେ ଆଜି ଦୁହିଁଙ୍କ ମଧ୍ୟରେ ଠିଆ ହୋଇଛି ପାଚେରୀ।ସେ ପାଚେରୀ ଇଟା ସିମେଣ୍ଟ ନୁହେଁ ଏହା ହେଉଛି ଗର୍ବ ରୁପି ପାଚେରୀ।ଏକ ମାସ ହେବ ଶଶୁରଙ୍କ ଘରେ ଧାରଣାରେ ବସିଛନ୍ତି ଡିମ୍ପଲ।

ବୋହୁ ବୋଲି ସ୍ବୀକାର କଲେ ମଧ୍ୟ ଘରକୁ ନେବାକୁ ଅସ୍ବୀକାର କରୁଛନ୍ତି ଘର ଲୋକ।କାରଣ ଧାରଣା ଦ୍ଵାରା ସୁମିତଙ୍କ ପରିବାରର ମାନ ସମ୍ମାନ ହାନି ହୋଇଛି।ଅନ୍ୟ ପଟେ ଡିମ୍ପଲଙ୍କର ମଧ୍ୟ ସମାନ ସ୍ଥିତି।ତୃତୀୟ ପକ୍ଷରେ ସଂପୃକ୍ତି ପରେ ଦୁହେଁ ଦୁହିଁଙ୍କ ଉପରେ ଆରୋପ କରି ଚାଲିଲେ।ଯାହା ବେଶ ଭାଇରାଲ ହେଉଛି।

ସେ କଲ ରେକର୍ଡ ହେଉ ବା ଭିଡିଓ ଭାଇରାଲ ହୋଇ ଦୁହିଙ୍କ ଉପରେ ଦୋଷ ଲଦା ଲଦି ହେଉଛନ୍ତି।ଏ ସବୁ ଭିତରେ ଗୋଟିଏ ଜିନିଷ ସାମ୍ନାକୁ ଆସିଛି।ଯାହା ହେଉଛି ସବୁ ସେମାନଙ୍କ ଗର୍ବ ବା ଇଗୋ ପାଇଁ। ଯେଉଁଥି ପାଇଁ ସେମାନଙ୍କ ମଧ୍ୟରେ ଦେଖା ଦେଇଛି ଫାଟ।ତେବେ ଆଗାମୀ ଦିନ ହିଁ କହିବ ଏହି ଫାଟ ପୂରଣ ହେବ ନା ଏମିତି ରହି ଯିବ।

Leave a Reply

Your email address will not be published. Required fields are marked *