ବୟଫ୍ରେଣ୍ଡକୁ ବାହା ହେବେ ରାନୀ Didi ଖାଲି ମିଛ ରେ ଏମାନେ ଅନୁଭବ ଭାଇ ଙ୍କୁ ନେଇକି…

Spread the love

ମୁଁ ବାସ ଏତିକି କହିବି ଯେ ଏଇଟା ଗୋଟେ ଭଲ କଥା,ତାଙ୍କର ଗୋଟେ ଏଇଟା ଭଲ ଯୋଡ଼ି ଆଉ ସବୁ କିଛି ଠିକ ଅଛି। କିନ୍ତୁ ଆପଣ ମୋ କଥାକୁ ସିରିଅସ ନେବେନି କାରଣ ମୁଁ ଏଠି ଯୋଡ଼ି ମାନେ ସ୍ବାମୀ ସ୍ତ୍ରୀ ଯୋଡ଼ି କହିନି ହୁଏତ ତାଙ୍କ ଭିତରେ ଫ୍ରେଣ୍ଡ ସର୍କଲ ଥାଇ ପାରେ ସେଥିପାଇଁ ଏମିତି ହଉଛି।

ରାନୀ ପଣ୍ଡା ଦିଦିଙ୍କର ମୁଁ ବହୁତ ଭିଡିଓ ଦେଖି ସାରିଛି,ଆମ ରାନୀ ପଣ୍ଡା ଦିଦି କହିଛନ୍ତି ଯେ ମୁଁ ବାହା ହେବି ଆଉ ଜଣେ ବହୁତ ଭଲ ସ୍ତ୍ରୀ ହେବି ଏମିତି ବହୁତ ଗୁଡ଼ାଏ ଭିଡିଓ ମୁଁ ଦେଖି ସାରିଛି।ସିଏ ଯୋକରେ କହୁଛନ୍ତି ନା ସିରିଅସ ହେଇକି କହୁଛନ୍ତି ସେକଥା ମୁଁ ଜାଣି ପାରୁ ନାହିଁ କିନ୍ତୁ ଆମର ରାନୀ ଦିଦି

ଏଇ କଥାକୁ ଟିକେ ହାର୍ଟଲି ନେଇ ଯାଇଛନ୍ତି।ଆଉ ଅନୁଭବ ଭାଇ ମଧ୍ୟ କହିଛନ୍ତି ଯେ ସେ ଜଣେ ଭଲ ଝିଅ ଆଉ ସେ ଜଣେ ଭଲ ସ୍ତ୍ରୀ ହେଇ ପାରିବ..। ତାମାନେ ସେ ତାଙ୍କର ନିଜର ଭଲ ସ୍ତ୍ରୀ ହେଇ ପାରିବ ବୋଲି ସେକଥା କହି ନାହାନ୍ତି।।ସେ ଯାହାର ସ୍ତ୍ରୀ ହେବ ତା ପାଇଁ ଭଲ ସ୍ତ୍ରୀ ହେଇ ପାରିବ ଭଲ ଝିଅ ହେଇ

ପାରିବ ବୋଲି କହିଛନ୍ତି ଆଉ ରାନୀ ପଣ୍ଡା ଜଣେ ଭଲ ଝିଅ ବୋଲି ଏଥିରେ କୌଣସି ସନ୍ଦେହ ନୁହଁ।ସେ ଓଡ଼ିଶାରେ ଏମିତି ସବୁ କାମ କରିଛନ୍ତି ଜଉଥି ପାଇଁ ଲୋକ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି ଆଉ ଆମେ ମଧ୍ୟ ତାଙ୍କୁ ସେଥିପାଇଁ ପ୍ରଶଂସା କରୁଛୁ କିନ୍ତୁ ରାନୀ ଦିଦି ଟିକେ ଅଧିକ ଉତ୍ସାହିତ ହେଇ ଯାଉଛନ୍ତି

ଆଉ ତାଙ୍କ ପାଟିରେ କୌଣସି ବାଡ଼ବତା ମଧ୍ୟ ନାହିଁ ତେଣୁ ସେଥିପାଇଁ ସେ ଯାହା ପାରିଲେ ସେଇୟା କହି ଦେଉଛନ୍ତି।ମୁଁ ତାଙ୍କ ଜନ୍ମ ଦିନକୁ ଏଇୟା କରିବି ସେଇୟା କରିବି କଣ କଣ ଦେବି ସେ ସବୁ ତାଙ୍କର କହି ଚାଲିଛନ୍ତି। ରାନୀ ଦିଦି ଟିକେ ଖୋଲା ହୃଦୟ ୱାଲା ଝିଅ ତେଣୁ ତାଙ୍କ ମନକୁ ଯାହା ଆସିଲା

ସେ ଖୁସିରେ କହି ଦିଅନ୍ତି ସେଥିପାଇଁ ସେ ଗୋଟେ ଖୁସିରେ କହି ଦିଅନ୍ତି ଆଉ ନହେଲେ ସେମିତି କିଛି ତାଙ୍କ ମନରେ ନଥିବ। ଏମିତି କିଛି ଜଣେ କହିଥିଲେ।

Leave a Reply

Your email address will not be published. Required fields are marked *