କିଛି ଜାଣିନ ଖାଲି ନାଙ୍କୁ ପଳେଇ ଆସୁଛ।ଖାଲି ନାକୁ ବଡ଼ ବଡ଼ ହିରୋଇନ। କିଏ ଅନୁଭବ ମହାନ୍ତିକୁ କହିବ ହାଣି ଦେବି ଜେଲ ଯିବି। କଥା ଶେଷ ବହି ଗୁଣ୍ଡ ଆଉ ଥିବ ଯେ ବାଳ ସୁନପାମ୍ପୁଡି ଖାଇବୁ। ରାନୀ ପଣ୍ଡା କେବେ ଘର ଭଙ୍ଗା କଥା କୁହେନା। ରାନୀ ପଣ୍ଡା ଏବେ ମଧ୍ୟ କହୁଛି ଯେ ବର୍ଷା ପ୍ରିୟଦର୍ଶିନୀ ଆଉ ଅନୁଭବ ମହାନ୍ତି ଯୋଡ଼ି ହେଇଯାଆନ୍ତୁ।
ଯଦି ଯୋଡ଼ି ହଉ ନାହାନ୍ତି ତାହେଲେ ଆମ ପାଖକୁ ପଳେଇ ଆସନ୍ତୁ।ଏଥିରେ ତମ କାହିଁକି ଫାଟୁଛି? ହେଇବେ ତମର କାଇଁ ଫାଟୁଛି? ମୁଁ କହିଲି ତମର କାଇଁ ଫାଟୁଛି,ମୁଁ କହିଲି ଆଉ ଆଗକୁ ମଧ୍ୟ କହିବି ଯଦି ତମକୁ ଭଲ ଲାଗୁନି ତାହେଲେ ତମେ ଦେଖନି।କିନ୍ତୁ ନାହିଁ କଣ ହେଇଛି। ଏମିତି କିଛି ରାନୀ ପଣ୍ଡା କହିଥିଲେ।
ଆଉ ଅନୁଭବ ମହାନ୍ତି ଆପଣଙ୍କୁ ରିପ୍ଳାଏ ଦେଇଛନ୍ତି କଣ? ରାନୀ କହୁଛନ୍ତି ସେ ରିପ୍ଲାଏ ଦେଇଛନ୍ତି ଯେ ରାନୀ ପଣ୍ଡା ଜଣେ ଭଲ ଝିଅ ବୋଲି ହେଲେ ସେ ରିପ୍ଲାଏ ଦେଇ ନାହାନ୍ତି ଯେ ମୁଁ ତାଙ୍କୁ ବାହା ହେବି ବୋଲି। ସିଏ କହିଛନ୍ତି ଯେ ଯିଏ ବାହା ହେବ ସେ ଖୁସିରେ ରହିବ।ହେଲେ ସେ ଯିଏ ଟା କିଏ ସେକଥା ସେ ଜାଣି ଥିବେ।
ଯାହା ହେଉ ତାଙ୍କର ମୋ ପ୍ରତି ଯେଉଁ ଭଲ ପାଇବା ଆଉ ସମ୍ମାନ ଦେଖି ମତେ ବହୁତ ଖୁସି ଲାଗିଲା। ବୋଧେ ଆଜି ପର୍ଯ୍ୟନ୍ତ ମତେ ଓପେନଲି ଖୋଲିକି କେହି ସପୋର୍ଟ କରି ନାହାନ୍ତି। ମତେ ମୋ ଚରିତ୍ରକୁ ନେଇକି ଭଲ କଥା କହିବାରେ ଅନୁଭବ ନାହାନ୍ତି ହେଉଛନ୍ତି ଦ୍ଵିତୀୟ ଲୋକ ଆଉ ପ୍ରଥମ ଲୋକ ହଉଛନ୍ତି ପପୁ ପମପମ।
ପପୁ ଭାଇ ମୋତେ ବହୁତ ସହଯୋଗ କରିଛନ୍ତି ଜଉ ଜାଗାରେ ବି ମତେ କେହି କିଛି କହିଛନ୍ତି ସେହି ଜାଗାରେ ପପୁ ଭାଇ ମୋତେ ବହୁତ ସହଯୋଗ କରିଛନ୍ତି। ମତେ ବୁଝି ପାରୁଥିବା ଭଳିଆ ସପୋର୍ଟଟା ବୋଧେ ମହାନ୍ତି ବାବୁଙ୍କ ପାଖରୁ ଆସିଲା। ସବୁ ଆଡୁ ସବୁ କଥା ଭାବିକି ମତେ ବହୁତ ଖୁସି ଲାଗିଲା
ଆଉ ମୁଁ କେବେ ବି ଭାବି ନଥିଲି ତାଙ୍କ ପାଖରୁ ମୁଁ ଏମିତି କଥା ଶୁଣିବି ବୋଲି ଆଉ ଗୋଟେ କଥା ହଉଛି ଯିଏ ନ୍ୟାୟରେ ଥାଏ ମୁଁ ତାକୁ ସପୋର୍ଟ କରେ। ଏମିତି କିଛି ରାନୀ ପଣ୍ଡା କହିଥିଲେ।