କୋଭିଡ ୧୯: କାହାକୁ ରହିଛି ପୁନଃ ସଂକ୍ରମଣର ଭୟ? ଡାକ୍ତର ମନୋଜ କୁମାର ସାହୁ କରିଛନ୍ତି ଏହି ସମ୍ପର୍କରେ ଅବଗତ

Spread the love

ବର୍ତ୍ତମାନ ଭାରତ ବର୍ଷରେ ମହାମାରୀ କୋରନା ଭୟଙ୍କର ରୂପ ନେଇସାରିଛି, ତ ଯେତେ ହେବ ନିଜକୁ ସଚେତନ ରଖିବାକୁ ପଡିବ।ହେଲେ ଆହୁରି ଏକ ଚିନ୍ତାର ବିଷୟ ନଜର କୁ ଆସିଛି ଯେ ଯାହାକୁ ଥରେ ଏହି ମହାମାରୀ ସଂକ୍ରମଣ କରିସାରିଛି ତାହା କଣ ଆଉ ଥରେ ପୁନଃ ସଂକ୍ରମଣ ହେବ କି?ଏହି ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଛି ଏବଂ ଭୟ ସୃଷ୍ଟି କରିଛି।ଏହିଭଳି ପରିସ୍ଥିତି କୁ ଭିତି କରି ଏକ ଉଦାହରଣ ଯେ ଜଣେ ପରିବାର ଥରେ ସମସ୍ତଙ୍କୁ କୋଭିଡ ପଜେଟିଭ ହେଲା ପରେ ଫୁନି ୪/୫ ମାସ ପରେ ସେ ସମସ୍ତଙ୍କୁ ପୁନଃ ସଂକ୍ରମଣ ହେଇଛି ଯାହାକି ଆଗ ଅପେକ୍ଷା ଅନେକ ଅଲଗା ଲକ୍ଷଣ ଦେଖାଦେଇଛି।

ଆଗ ଅପେକ୍ଷା ବର୍ତ୍ତମାନ କୋଭିଡରେ ଆମ ଭାରତରେ ପ୍ରାୟ ୫୮ ଲକ୍ଷ ଲୋକ ସୁସ୍ଥ ହେଲେଣି, ହେଲେ ଆଗ ଅପେକ୍ଷାକୃତ ଅନେକ ନୂତନ ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି।ସାଧାରଣତଃ ଦେଖିବାକୁ ଗଲେ ଏହି ରୋଗ ସମ୍ପୂର୍ଣ୍ଣ ଭଲ ହୁଏ ନାହିଁ।ଏଥିରେ ସେହି ଲକ୍ଷଣ ଭଲ ହେଲେ ମଧ୍ୟ କିଛି ରହିଥାଏ ଯାଉଥିରେ ସେହି ଲକ୍ଷଣ ସହିତ ଅନେକ ନୂଆ ଲକ୍ଷଣ ଏବଂ ଅନ୍ୟ ଇଂଫେକ୍ସନ ମଧ୍ୟ ଦେଖାଦେଇଥାଏ।ପ୍ରଥମ ତ ରୋଗ ପ୍ରତିରୋଧ ଶକ୍ତି କମ ଥିବାରୁ ପଜେଟିଭି ହୋଇଥାଏ ଏବଂ ପ୍ରଥମ ଥରରେ ରୋଗ ପ୍ରତିରୋଧ ଶକ୍ତି ଆହୁରି ହ୍ରାସ ପାଇଥାଏ , ଯାହାକୁ ବହୁତ ପ୍ରାକୃତିକ ଉପାୟ ଯଥା ପ୍ରତିଦିନ ତୁଳସୀ ମହୁ, କାଢା, ଏହିଭଳି ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରିବାକୁ ପଡିବ।କିନ୍ତୁ ପୁନଃ ଲକ୍ଷଣ ଦେଖାଦେଲେ ମଧ୍ୟ ଟେଷ୍ଟ କରିବା ନିହାତି ଆବଶ୍ୟକ ନୁହେଁ କାରଣ ଏହା ତୁମ ଶରୀର ମଧ୍ୟରେ ଥାଏ,ଏବଂ ଏହା ପ୍ରଥମ ଥର ଭଳି ଏତେ ସବଳ ନୁହେଁ।ଏହା ଧୀରେ ଧୀରେ ଦୁର୍ବଳ ହୁଏ, ଯଦି ପ୍ରଥମ ଥର ସୁସ୍ଥ ହୋଇସାରିଛନ୍ତି ତାପରେ ଆପଣ ଯେତେ ସଚେତନତା ଅବଲମ୍ବନ କରିପାରିବେ। ହେଲେ ଏହା ଦ୍ୱାରା ଭୟଭୀତ ହେବେ ନାହିଁ।

ଏହି ପୁନଃ ସଂକ୍ରମଣ ବହୁତ କମ ଦେଖାଦେଇଥାଏ।ଯାହାକୁ କୋଭିଡି ପଜେଟିଭ ଥାଏ ସେ ହୁଏତ ପ୍ରଥମ ଥର ସୁସ୍ଥ ହୋଇପାରେ ନ ହୋଇ ମଧ୍ୟ ପାରେ।ଅଧିକ ବୟସ ଥିବା ଲୋକ ମାନେ ବୃଦ୍ଧ ସମୟରେ ପଜେଟିଭ ହୋଇ ସୁସ୍ଥ ହେଲେ ମଧ୍ୟ ଏହାର ଆଶଙ୍କା ବହୁତ ଥାଏ କି ପୁନଃ ସଂକ୍ରମଣ ହୋଇପାରେ।ତେଣୁ ଏହା ବୃଦ୍ଧ ବୟସର ଲୋକମାନଙ୍କ ପାଇଁ କୌଣସି ପ୍ରକାର ସହାୟତା ପ୍ରସ୍ତୁତି କରାଯାଇନାହିଁ।ଆପଣ ଯଦି ତଥ୍ୟକୁ ଦେଖିବେ ତେଣୁ ଜାଣିବେ ଯେ ପୁନଃ ସଂକ୍ରମଣରେ ଅଧିକ ଲକ୍ଷଣ ଦେଖାଦେଉଛି ଏବଂ କିଛି ଲକ୍ଷଣ ଦେଖାଯାଉନି ପରେ ଟେଷ୍ଟ କଲା ପରେ ପଜେଟିଭ ରିପୋର୍ଟ ଆସୁଛି।ତେଣୁ ଏହାଦ୍ୱାରା ଅନେକ ପୁନଃ ସୁସ୍ଥ ହୁଅନ୍ତି ଏବଂ ଅନେକଙ୍କର ପ୍ରାଣ ହାନୀ ହୋଇଥାଏ।

ଭାରତ ବର୍ଷରେ ଆହୁରି ଏକ ନୂତନ ଇଂଫକ୍ସନ ମଧ୍ୟ ଦେଖାଦେଉଛି ଯାହାକି ଏହି କୋରନା ଲକ୍ଷଣ ମଧ୍ୟ ଦେଖାଦେଉଛି ଯାହାକୁ ସ୍ୱାସ୍ଥ୍ୟ କର୍ମୀ ମାନେ ବହୁତ ଚେଷ୍ଟା ଦ୍ୱାରା ଏହାର ସନ୍ଧାନ କରୁଛନ୍ତି।ଆମକୁ କେବଳ ସୁସ୍ଥ ରହିବାକୁ ହେଲେ ନିଜର ରୋଗପ୍ରତିରୋଧକ ଶକ୍ତିକୁ ପ୍ରାକୃତିକ ଉପାୟରେ ବୃଦ୍ଧି କରିବାକୁ ପଡିବ।

Leave a Reply

Your email address will not be published. Required fields are marked *