ରଜ କୁଇନମାନଙ୍କ ଜୀବନ ସାଥି – ପ୍ରଥମ ରୁ ଆଜି ଯାଏ ଦେଖନ୍ତୁ ଏବେ..

Spread the love

ଦର୍ଶକବନ୍ଧୁ ଆଜି ଆମେ କଥା ହେବା ରଜ କୁଇନମାନଙ୍କ ଜୀବନ ସାଥି ବିଷୟରେ।ତ ଆସନ୍ତୁ ଆରମ୍ଭ କରିବା।ପ୍ରଥମ ନମ୍ବରରେ ଜାଣିବା ବର୍ଷା ମୋହିନୀ ଦାସଙ୍କ ବିଷୟରେ ଯିଏ ପ୍ରଥମ ସିଜିନର ବିଜେତା ଅଟନ୍ତି।ସେ ନିଜ ପ୍ରକୃତ ଜୀବନରେ ବିବାହ କରି ସାରିଛନ୍ତି ଏବଂ ତାଙ୍କ ସାଥୀଙ୍କ ନାମ ହେଉଛି ରାଜେନ୍ଦ୍ର ବେହେରା।ନମ୍ବର ୨ରେ ଆମେ ଜାଣିବା ଦେବସ୍ମିତା ପଣ୍ଡାଙ୍କ ବିଷୟରେ ଯିଏ ରଜ କୁଇନ ସିଜିନ ୨ର ବିଜେତା ହୋଇଥିଲେ।ତାଙ୍କ ବଏଫ୍ରଣ୍ଡଙ୍କ ନାମ ହେଉଛି ରିସି।

ତୃତୀୟରେ ଅଛନ୍ତି ସ୍ମରଣୀକା ପ୍ରିୟଦର୍ଶିନୀ ଯିଏ ରଜ କୁଇନ ସିଜିନ ୩ର ବିଜେତା ହୋଇଥିଲେ।ସେ ଏବେ ସିଙ୍ଗିଲ ଅଛନ୍ତି ଏବଂ ତାଙ୍କର କେହି ବୟେଫ୍ରେଣ୍ଡ ନାହାନ୍ତି।ନମ୍ବର ୪ରେ ଅଛନ୍ତି ଯାକଲିନ ପଣ୍ଡା ଯିଏ ରଜ କୁଇନ ସିଜିନ ୪ର ବିଜେତା ଅଟନ୍ତି।ତାଙ୍କ ନିର୍ବନ୍ଧ ସାରିଯାଇଛି ଏବଂ ତାଙ୍କ ହଜବେଣ୍ଡଙ୍କ ନାମ ହେଉଛି ଅରବିନ୍ଦ ମହାରଣା।ନମ୍ବର ୫ ରେ ଅଛନ୍ତି ରଞ୍ଜିତା ପାଣିଗ୍ରାହୀ ଯିଏ ରଜ କୁଇନ ସିଜିନ ୪ର ଦ୍ୱିତୀୟ ବିଜେତା ହୋଇଥିଲେ।ସେ ବର୍ତ୍ତମାନ ସିଙ୍ଗିଲ ଅଛନ୍ତି ଏବଂ ତାଙ୍କର କେହି ବୟେଫ୍ରେଣ୍ଡ ନାହାନ୍ତି।ନମ୍ବର ୬ରେ ଅଛନ୍ତି ସବିତା ପଲେଇ ଯିଏ ରଜକୁଇନ ସିଜିନ ୫ର ବିଜେତା ହୋଇଥିଲେ।ତାଙ୍କର ଏକ ବୟେଫ୍ରେଣ୍ଡ ଅଛି ଏବଂ ତାଙ୍କ ନାମ ହେଉଛି ସ୍ୱପ୍ଲିନ ମିଶ୍ର।

ନମ୍ବର ୭ରେ ଅଛନ୍ତି ଶୁଭଶ୍ରୀ ଜେନା ଯିଏ ରଜ କୁଇନ ସିଜିନ ୬ର ବିଜେତା ହୋଇଥିଲେ।ସେ ନିଜ ପ୍ରକୃତ ଜୀବନରେ ସିଙ୍ଗିଲ ଅଛନ୍ତି ଏବଂ କାହାକୁ ଡେଟ ମଧ୍ୟ କରୁନାହାନ୍ତି।ନମ୍ବର ୮ରେ ଆମେ କଥା ହେବା ସୁମନ ପଟନାୟକଙ୍କ ବିଷୟରେ ଜିଏ ରଜ କୁଇନ ସିଜିନ ୬ର ଦ୍ୱିତୀୟ ବିଜେତା ହୋଇଥିଲେ।ସେ ସିଙ୍ଗିଲ ଅଛନ୍ତି ଏବଂ ତାଙ୍କର କେହି ବୟେଫ୍ରେଣ୍ଡ ମଧ୍ୟ ନାହାନ୍ତି।ନମ୍ବର ୯ରେ କଥା ହେବା ସିପ୍ରା ନାୟକଙ୍କ ବିଷୟରେ ଯିଏ ରଜ କୁଇନ ସିଜିନ ୭ର ବିଜେତା ହୋଇଥିଲେ।ତାଙ୍କ ବାହାଘର ସାରିଯାଇଛି ଏବଂ ତାଙ୍କ ପତିଙ୍କ ନାମ ହେଉଛି ସଞ୍ଜୟ ସାହୁ।ନମ୍ବର ୧୦ରେ କଥା ହେବା ଅଦିତି ଦାସଙ୍କ ବିଷୟରେ ଯିଏ ରଜ କୁଇନ ସିଜିନ ୮ର ବିଜେତା ହୋଇଥିଲେ।ସେ ନିଜ ପ୍ରକୃତ ଜୀବନରେ ସିଙ୍ଗିଲ ଅଛନ୍ତି ଏବଂ ତାଙ୍କର କେହି ବୟେଫ୍ରେଣ୍ଡ ନାହାନ୍ତି।

ବନ୍ଧୁମାନେ ଆପଣଙ୍କୁ ଏହି ଆର୍ଟିକିଲ ପସନ୍ଦ ଆସିଲା କି ନାହିଁ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଏହାକୁ ନିଜ ପରିବାର ବର୍ଗ ଏବଂ ସାଙ୍ଗ ମଧ୍ୟ ସେୟାର ମଧ୍ୟ କରନ୍ତୁ।ଆପଣ କଣ ରଜ କୁଇନ ଏପିସୋଡ଼ରଏକ ଫ୍ୟାନ ଅଟନ୍ତି।ଯଦି ଅଟନ୍ତି ତାହେଲେ ଏହି ଅର୍ତ୍ତକୀଲ ଆପଣଙ୍କୁ କିପରି ଲାଗିଲା ନିଶ୍ଚୟ କହିବେ।ଆଜିର ଏହି କଠୋର ପରିସ୍ଥିତିରେ ସବୁ ଲୋକ ସମସ୍ତଙ୍କ ଠାରୁ ଦୂରେଇ ଯାଇଛନ୍ତି।କେହି କାହା ପାଖକୁ ଆସିବାକୁ ମଧ୍ୟ ଭୟ କରୁଛନ୍ତି।ଏହି କଠୋର ସମୟରେ ଏହି ସିରିଏଲ ଏବଂ ଚଳଚିତ୍ର ହି ଆମର ମନୋରଞ୍ଜନର କାରକ ସାଜିଛି।ଏହିସବୁ ମାଧ୍ୟମରେ ଆମେ ଏହି ପରିସ୍ଥିତିକୁ କିଛି ସମୟ ପାଇଁ ଅଣଦେଖା କରିଦେଇଥାଉ।ଆପଣ ମଧ୍ୟ ସୁରକ୍ଷିତ ରହିବା ପାଇଁ ସବୁବେଳେ ଘରେ ରୁହନ୍ତୁ।ବହାରକୁ ବିନା କାରଣରେ ଯାଆନ୍ତୁ ନାହିଁ।କେବଳ ଆବଶ୍ୟକ କାମରେ ହି ଘରୁ ବହାରନ୍ତୁ।ସମସ୍ତଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ ଏବଂ ସବୁବେଳେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରନ୍ତୁ।ନମସ୍କାର।

Leave a Reply

Your email address will not be published. Required fields are marked *