ପ୍ରମିଳା ଦେଲେ ବଡ Statement,କହିଲେ ଝିଅକୁ ସେମାନେ ହଇରାଣ କରୁଛନ୍ତି,ଦେଖା ସୁନ୍ଦର ବଉଳା ଗାଇ ପରି କାରଣ…ଦେଖନ୍ତୁ Video

Spread the love

ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ଉପରେ ମାନ୍ୟବର କୋର୍ଟ ନିଜର ମତ ଦେଇ ସାରିଛନ୍ତି।ତେବେ କୋର୍ଟର ନିର୍ଦ୍ଦେଶ ଅନୁସାରେ ତପସ୍ଵିନୀ ବର୍ତ୍ତମାନ ନିଜର ଘରକୁ ଯାଇ ପାରିବେ।ଏହା ସହିତ ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହିବା ସହିତ ପ୍ରତି ମାସ ୧୦ ତାରିଖ ସୁଦ୍ଧା ତପସ୍ଵିନୀଙ୍କୁ ଡକ୍ଟର ସୁମିତଙ୍କ ପରିବାର ଲୋକ ତାଙ୍କୁ ୧୭ ହଜାର ଟଙ୍କା ପ୍ରଦାନ କରିବେ ବୋଲି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇ ସାରିଛନ୍ତି।

ତେବେ କୋର୍ଟ ନିର୍ଦ୍ଦେଶ ଦେବା ପରେ ବର୍ତ୍ତମାନ ତପସ୍ୱିନୀଙ୍କ ପରିବାର ଲୋକ ମଧ୍ୟ ବହୁତ ଖୁସି ଥିଲେ।କିନ୍ତୁ ତପସ୍ଵିନୀ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଶ୍ୱଶୁର ଘରକୁ ଯାଇ ନଥିବାରୁ ଏହା ଉପରେ ବର୍ତ୍ତମାନ ପ୍ରମିଳା ମାଉସୀ ନିଜର ମତ ପ୍ରକାଶ କରିଛନ୍ତି।ସେ କହିଛନ୍ତି କି କୋର୍ଟ ନିର୍ଦ୍ଦେଶ ଦେବା ପରେ ମଧ୍ୟ ତପସ୍ଵିନୀ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଘରକୁ ଯାଇ ପାରୁ ନାହାନ୍ତି।

ଏହା ସହିତ ଏହି କଥାକୁ ନେଇ ପ୍ରମିଳା ମାଉସୀ ବହୁତ ଅଧିକ ଅସନ୍ତୁଷ୍ଟ ଅଛନ୍ତି।ତେବେ ତପସ୍ଵିନୀ ବର୍ତ୍ତମାନ ନିଜର ଘରକୁ ଯିବା ପାଇଁ କୋର୍ଟଙ୍କୁ ପାଖରୁ ଅନୁମତି ପାଇ ସାରିଥିଲେ ମଧ୍ୟ ଡକ୍ଟର ସୁମିତଙ୍କ ଘର ଲୋକ ତାଙ୍କୁ ନିଜର ଘରକୁ ଆସିବାକୁ ଦେଇ ନାହାନ୍ତି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ସେହିପରି ଭାବରେ ନିଜର ଶ୍ୱଶୁର ଘର ସମ୍ମୁଖରେ ବସି ରହିଛନ୍ତି।

ତେବେ ତପସ୍ଵିନୀ ନିଜର ଶ୍ୱଶୁର ଘର ସମ୍ମୁଖରେ ସେହିପରି ଭାବରେ ବସି ରହିବା ଫଳରେ ବର୍ତ୍ତମାନ ପ୍ରମିଳା ମାଉସୀ କହିଛନ୍ତି କି କୋର୍ଟ ନିର୍ଦ୍ଦେଶ ଦେବା ପରେ ମଧ୍ୟ ତପସ୍ଵିନୀକୁ ତାର ଶ୍ବଶୁର ଘରଲୋକ କଣ ପାଇଁ ଘର ଭିତରକୁ ଆଣୁ ନାହାନ୍ତି।ଏହା ସହିତ ପ୍ରମିଳା ମାଉସୀ ଏହି କଥାକୁ ନେଇ ବହୁତ ଅଧିକ କ୍ରୋଧ ମଧ୍ୟ ପ୍ରକାଶ କରିଛନ୍ତି।

ତେବେ ଡକ୍ଟର ସୁମିତଙ୍କ ପରିବାର ଲୋକଙ୍କ ପକ୍ଷରୁ କୁହା ଯାଇଥିଲା କି ସେମାନେ ଘରର ପଙ୍ଖା ଓ ଅନ୍ୟ ଜିନିଷ ଠିକ କରିବା ପରେ ତାଙ୍କୁ ତାଙ୍କର ଘରକୁ ଆଣିବେ।ତେବେ ପ୍ରମିଳା ମାଉସୀ କହିଥିଲେ କି ଯଦି ସେମାନେ ନିଜର ଘରର ପଙ୍ଖା ଓ ଅନ୍ୟ ଜିନିଷ ଠିକ କରୁଛନ୍ତି ତେବେ ଏତେ ସମୟ କଣ ପାଇଁ ଲାଗୁଛି।

କୋର୍ଟ ଗତ କାଲି ଠାରୁ ନିଷ୍ପତି ଦେବା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ତପସ୍ଵିନୀ କଣ ପାଇଁ ନିଜର ଘର ସମ୍ମୁଖରେ ସେହିପରି ଭାବରେ ବସି ରହିଛନ୍ତି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ଏହାକୁ ନେଇ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି।ଏହା ସହିତ ଅନ୍ୟ ପକ୍ଷରେ ଡକ୍ଟର ସୁମିତଙ୍କର ମଧ୍ୟ କୌଣସି ପ୍ରକାରର ସୂଚନା ନଥିବାରୁ ସେ ଏହି କଥାକୁ ନେଇ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

ତେବେ ପ୍ରମିଳା ମାଉସୀ କହିଥିଲେ କି ସେମାନେ ଏପରି କରି ତପସ୍ୱିନୀଙ୍କ ଉପରେ ବର୍ତ୍ତମାନ ନିର୍ଯାତନା କରିବା ଭଳି କରୁଛନ୍ତି।ଏହା ସହିତ ଏପରି ନ କରି ତପସ୍ଵିନୀଙ୍କୁ ନିଜର ଝିଅ ଭଳି ଘରକୁ ନେବାକୁ ପ୍ରମିଳା ମାଉସୀ ଡକ୍ଟର ସୁମିତଙ୍କ ପରିବାର ଲୋକଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *