କାଳିଆ ଯୋଜନା ରେ ଆସିଲା ୧୧ ହଜାର ଟଙ୍କା – ଆପଣାକୁ କେତେ ମିଳିବ ଓ କିପରି କଣ କରିବା ପାଇଁ ପଡିବ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କାଳିଆ ଯୋଜନାର ଏକ ବଡ଼ ଅପଡ଼େଟ ବିଷୟରେ। ଭୂମିହୀନ ଚାଷୀମାନଙ୍କ ଆକାଉଣ୍ଟକୁ ଏବେ ନିକଟରେ କାଳିଆ ଯୋଜନାର ଟଙ୍କା ପଠା ଯାଇଛି।ତେବେ ଏହା ସହ ସେହି ଭୂମିହୀନ ଚାଷୀମାନଙ୍କ ଆକାଉଣ୍ଟକୁ କାଳିଆ ଯୋଜନାର ଟଙ୍କା ସହ କୋଭିଡ ସହାୟତା ପାଇଁ ଅଧିକ ଏକ ହଜାର ଟଙ୍କା ପଠା ଯାଇଛି।ଏବଂ କାଳିଆ ଯୋଜନାର ଦୁଇ ହଜାର ଟଙ୍କା ସହ ଏହି ଏକ ହଜାର ଟଙ୍କା ମିଶାଇ ସର୍ବମୋଟ ତିନି ହଜାର ଟଙ୍କା ମିଳିବ।ତେବେ ସାଙ୍ଗମାନେ ଆପଣ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।

ସାଙ୍ଗମାନେ ଆପଣଙ୍କ ମନରେ ଅନେକ ସନ୍ଦେହ ଥିବ କାରଣ ଏହାର ପୂର୍ବଥର କାହା ଆକାଉଣ୍ଟକୁ ତିନି ହଜାର ଟଙ୍କା, କାହା ଆକାଉଣ୍ଟକୁ ଅଢ଼େଇ ହଜାର ଟଙ୍କା,କାହା ଆକାଉଣ୍ଟକୁ ଚାରି ହଜାର ଟଙ୍କା ଏବଂ କାହା କାହାର ଆକାଉଣ୍ଟକୁ ପାଞ୍ଚ ହଜାର ଟଙ୍କା ଆସିଥିଲା।କିନ୍ତୁ ଆପଣଙ୍କ ପାଇଁ ଏହା ବିଶ୍ୱାସ କରିବା କଷ୍ଟ ଯେ ଜଣେ ଜଣେ ଚାଷୀ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ଏକା ଥରେ ଏଗାର ହଜାର ଟଙ୍କା ମଧ୍ୟ ପାଇଛନ୍ତି।

ଆପଣଙ୍କ ପାଇଁ ଏହା ବିଶ୍ୱାସ କରିବା ବହୁତ କଷ୍ଟ କିନ୍ତୁ ଯଦି ଆପଣ ବିଶ୍ୱାସ କରନ୍ତି ତେବେ ଆପଣ ଏହା ଭାବୁଥିବେ ଯେ ସେ ଚାଷୀଙ୍କୁ ବୋଧେ କାଳିଆ ଯୋଜନାର କୌଣସି କିସ୍ତିରେ କିଛି ଟଙ୍କା ମିଳି ନଥିବ।ତେବେ ଏହିଭଳି କିଛି ନୁହଁ।ଯାହା ଆପଣ ଭାବୁଛନ୍ତି ତାହା ସମ୍ପୂର୍ଣ୍ଣ ରୂପରେ ଭୁଲ।ତେବେ ସେହି ଚାଷୀମାନଙ୍କ ଆକାଉଣ୍ଟକୁ ପୂର୍ବରୁ ବାର ହଜାର ଟଙ୍କା ଆସି ସାରିଥିଲା।ହେଲେ ବି ସେମାନଙ୍କ ଆକାଉଣ୍ଟକୁ ବହୁତ ବହୁତ ପଇସା ଆସିଛି।ଆସନ୍ତୁ ଜଣାଇବା ଏହା କିପରି ସମ୍ଭବ।।

ସାଙ୍ଗମାନେ ଏହି ଚାଷୀଙ୍କୁ ପ୍ରଥମେ ଏକ ହଜାର ଏହା ପରେ ପାଞ୍ଚ ହଜାର ଓ ଶେଷରେ ଅନ୍ୟ ଏକ ପାଞ୍ଚ ହଜାର ଟଙ୍କା ଆସିଛି।ଏବଂ ତିନି ଥର ମିଶି ମୋଟରେ ଏଗାର ହଜାର ଟଙ୍କା ଦିଆ ଯାଇଛି।ଓ ଏମିତି କେତେ ଲୋକ ଅଛନ୍ତି ଯେଉଁମାନଙ୍କ ଆକାଉଣ୍ଟକୁ କାଳିଆ ଯୋଜନାର ପ୍ରଥମ କିସ୍ତିର ଟଙ୍କା ଆସିଛି।କିନ୍ତୁ ପ୍ରଥମ କିସ୍ତି ପରେ ସେମାନଙ୍କ ଆକାଉଣ୍ଟକୁ ଆଉ ଟଙ୍କା ଆସୁନି।ତେବେ ଏହା ସହ ପ୍ରଶ୍ନ ଉଠୁଛି କଣ ଆପଣମାନଙ୍କୁ ଯଦି କିଛି ଟଙ୍କା ଆସିନାହିଁ, ଏକାଥରେ ସବୁ ଟଙ୍କା ଆଦି ମିଳି ପାରିବ କି?

ସରକାର କାହାକୁ କେତେ ଟଙ୍କା ଦଉଛନ୍ତି ତାର କିଛି ହିସାବ ନାହିଁ।କିଏ ଏକ ହଜାର ଟଙ୍କା ପାଉଛି ତ କିଏ କିଏ ଏଗାର ହଜାର ଟଙ୍କା ମଧ୍ୟ ପାଉଛନ୍ତି।ତେବେ ଏହା ସମ୍ପୂର୍ଣ୍ଣ ଭାବରେ ସରକାରଙ୍କ ଉପରେ ନିର୍ଭର କରୁଛି ଯେ ସେ କାହାକୁ କେତେ ଟଙ୍କା ଦେଉଛନ୍ତି।ତେବେ ଯଦି ଆପଣଙ୍କର ପ୍ରଥମ କିସ୍ତିର ଟଙ୍କା ଆସିଛି ଓ ଏହାପରେ କିଛି ଟଙ୍କା ଆସି ନାହିଁ ତେବେ ଆପଣ ସରକାର, ସମୟ ଓ ନିଜ ଭାଗ୍ୟ ଉପରେ ଭରସା ରଖନ୍ତୁ, ଆପଣଙ୍କୁ ବହୁତ ଜଲଦି ସେହି ଟଙ୍କା ମିଳିଯିବ।

Leave a Reply

Your email address will not be published. Required fields are marked *