ଲାଇବ ସୋ ରେ ଝଗଡା ହେଲେ ଗାୟକ ସ୍ଵୟଂ ପାଢ଼ୀ ଓ ତାରିକ ଅଜିଜ – ତାରିକ ଏମିତି ଭାଷା କହିଦେଲେ ସ୍ୱୟଂ କୁ ଯେ ଦେଖିକି ଲୋକ ମୁଣ୍ଡରେ ହାତ ଦେଇଦେଲେ..

Spread the love

ଆମେ ସମସ୍ତେ ଗାଁ ମେଲୋଡି ମହା ସଂଗ୍ରାମ ଚଳଚ୍ଚିତ୍ର ବିଷୟରେ ଭଲ ଭାବରେ ଜାଣୁ।ଏହି ଚଳଚ୍ଚିତ୍ର ଲୋକମାନଙ୍କ ମନୋରଞ୍ଜନ କରିଥାଏ।ତେବେ ଏହି କାର୍ଯ୍ୟକ୍ରମ ତରଙ୍ଗ ଟିଭିରେ ପ୍ରସାରିତ ହୋଇଥାଏ।ତେବେ ଏହି ତରଙ୍କରେ ଅନେକ ସଙ୍ଗୀତକାର ମାନେ ଆସି ସଙ୍ଗୀତ ପ୍ରତିଯୋଗିତା କରିଥାନ୍ତି।କିନ୍ତୁ ଏହି କାର୍ଯ୍ୟକ୍ରମରେ ଏକ ଗଣ୍ଡଗୋଳ ହୋଇଯାଇଥିଲା।ଏହା କୌଣସି ଏକ ବଡ଼ କାରଣ ଯୋଗୁ ହୋଇନଥିଲା।ଏହା ଏକ ଛୋଟ କାରଣ ପାଇଁ ହୋଇଥିଲା।ତେବେ ଏହା ସମ୍ପର୍କରେ ଆମେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା।

ତେବେ ସେମାନଙ୍କ ମଧ୍ୟରେ କଳହ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯାହା ଫଳରେ ସେମାନଙ୍କୁ ଏହି କାର୍ଯ୍ୟକ୍ରମ ଛାଡ଼ିବାକୁ ପଡ଼ିଥିଲା।ତେବେ ଆମେ ସମସ୍ତେ ଅଭିଜିତ ମଜୁମଦାରଙ୍କ ସମସ୍ତ ଗୀତ ସମ୍ପର୍କରେ ଜାଣିଥିବା।ସେ ନିଜର ସଙ୍ଗୀତ ମାଧ୍ୟମରେ ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରିଥାନ୍ତି।ତେବେ ଏପରି ଏକ ନୂତନ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ ଅଭିଜିତ ମଜୁମଦାର ଜୁଲାଇ ୩ ତାରିଖରେ ଯାହାର ନାମ ଥିଲା ଗାଁ ମେଲୋଡି ମହା ସଂଗ୍ରାମ।ତେବେ ଏହି କିଛି ଦିନ ହେବ ଆରମ୍ଭ ହୋଇଥିବା ଏହି ଚଳଚ୍ଚିତ୍ର ବର୍ତ୍ତମାନ ବିବାଦ ଘେରରେ।

ତେବେ ଏହି ଚଳଚ୍ଚିତ୍ରରେ ଏପରି ନିୟମ ରହିଛି କି ଜଣେ ଆଉ ଜଣଙ୍କ ଗୀତ ଉପରେ ନିଜର ମତ ଦେଇପାରିବ।ଏହାପରେ ତାରିକ ପ୍ରଥମେ ଏକ ଗୀତ ଗାଇଥିଲେ ଯାହା ଏକ ମତୁଆଲା ସଙ୍ଗୀତ ଥିଲା।ଏହି ସଂଗୀତରେ ସମସ୍ତେ ନାଚିବାକୁ ବାଧ୍ୟ ହୋଇଥିଲେ।ଏହି ସଙ୍ଗୀତ ଗାଇବା ପରେ ସ୍ଵୟଂ ନିଜର ମତରେ କହିଥିଲେ କି ତାରିକ ସର୍ବଦା ନୃତ୍ୟ କରୁଥିବା ସଙ୍ଗୀତ ଅଧିକ ଗାଉଛନ୍ତି।ଯାହା କରିବା କିଛି ବଡ଼ କଥା ନୁହେଁ।ଏହି ସଙ୍ଗୀତ କୁ ଯେକୌଣସି ବ୍ୟକ୍ତି ଗାଇ ପାରିବେ।ଏହା ଶୁଣିବା ପରେ ରାଗି ଯାଇଥିଲେ ତାରିକ।

ଏହା ସହିତ ତାରିକ ମଧ୍ୟ ତାଙ୍କର ବଂଶ ବୁନିଆଦି ବିଷୟରେ ମଧ୍ୟ କହିବାକୁ ପଛାଇ ନଥିଲେ।ଏହାପରେ ତାରିକ ସେହି କାର୍ଯ୍ୟକ୍ରମ ଛାଡ଼ି ଚାଲି ଯାଇଥିଲେ।ସେମାନଙ୍କ ମଧ୍ୟରେ କଳହ ବହୁତ ବଢ଼ି ଯାଇଥିଲା।ଯାହା ଫଳରେ ସ୍ଵୟଂ ମଧ୍ୟ ସେହି କାର୍ଯ୍ୟକ୍ରମ ଛାଡ଼ି ଚାଲିଯାଇଥିଲେ।ଏହାପରେ ସ୍ଵୟଂ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ କହିଥିଲେ କି ତାରିକଙ୍କର ଏପରି ବ୍ୟବହାର ସମ୍ପୂର୍ଣ୍ଣ ରୂପେ ଗ୍ରହଣ ଯୋଗ୍ୟ ନୁହଁ।କୌଣସି ବି ବ୍ୟକ୍ତିଙ୍କର ପାରିବାରିକ ବିଷୟରେ କହିବାର ଅଧିକାର କୌଣସି ବ୍ୟକ୍ତିର ନାହିଁ।

ଏହା ସହିତ ସେ କହିଛନ୍ତି ତାରିକଙ୍କର ଏପରି ବ୍ୟବହାର ନିନ୍ଦନୀୟ ଅଟେ।ତେବେ ତାରିକ ନିଜର ସୋସିଆଲ ମିଡିଆରେ ଲେଖିଛନ୍ତି କି ସେ ଯାହାବି କହିଛନ୍ତି ରାଗରେ କହି ଦେଇଛନ୍ତି।ତାଙ୍କର ଏଭଳି ବ୍ୟବହାର କରିବାର ନଥିଲା।ତେବେ ସେ ନିଜର ବ୍ୟବହାର ପାଇଁ ଦୁଃଖିତ ଥିବା କହିଛନ୍ତି।

ଏହା ସହିତ ସେ ସ୍ଵୟଂଙ୍କୁ ଏଭଳି କହିଥିବାରୁ ଅନେକ ଦୁଃଖିତ ଥିବା କହିଛନ୍ତି।ଏହା ସହିତ ସ୍ଵୟଂ କହିଛନ୍ତି କୌଣସି ବ୍ୟକ୍ତିଙ୍କର ପରିବାର ବିଷୟରେ କହିବା ସମ୍ପୂର୍ଣ୍ଣ ରୂପେ ଅନୁଚିତ।ତେବେ ସେ ମଧ୍ୟ ନିଜର ଭୁଲ ମାନି ନେଇଛନ୍ତି ଏହା ସହିତ ଏଭଳି ଭୁଲ ଆଉ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି।ତେବେ ପରିଵେଶ ରେ ଜଣ ପଡିଥିଲା ଏହା ସମ୍ପୂର୍ଣ ଡ୍ରାମା ଥିଲା ଓ ସେ ଦାଦା ଙ୍କୁ ହଇରାଣ ଆକରିବା ପାଇଁ ଏକ ପ୍ରାଂକ କରୁଥିଲେ ବୋଲି କିନ୍ତୁ ଏହାକୁ ଦେଖି ଦର୍ଶକ ମାନେ ତାଙ୍କୁ ବହୁତ ଖରାପ ମତ ଦେଇଛନ୍ତି ଓ କହିଛନ୍ତି ଏଭଳି ଡ୍ରାମା କରିବା ଭୁଲ ଅଟେ

Leave a Reply

Your email address will not be published. Required fields are marked *