Kamakhya Nagar ଗାଁ ଗୁହାଳ ଘରେ କାଳ ହେଇକି ବର୍ଷିଲା ଏହି ନାଗୁଣି,ଯେବେ ଧରା ପଡିଲା ଦେଖିକି ଏତେ ବଡ ଯେ ଲୋକମାନେ ମଧ୍ୟ ଭୟରେ କାଠ ହେଇଗଲେ

Spread the love

ଆଜି ଆଉ ଏକ ବଡ଼ ଘଟଣା ନେଇକି ଆସିଛୁ ଆମେ ଆପଣଙ୍କ ପାଖରେ।ଆଜି ଆମେ ଆପଣଙ୍କ ପାଖରେ ଓଡ଼ିଶାର ଏକ ଘଟଣା ନେଇକି ଆସିଛୁ ଯାହା କି ଆପଣଙ୍କ ପାଇଁ ବହୁତ ଯନ୍ତ୍ରଣାଦାୟକ ହେଇପାରେ।ଏହି ଗ୍ରାମରେ ଏକ ସାପ ପରିବାରକୁ ବେଘର କରିଦେଲା, ସେମାନଙ୍କ ଜୀବନ ନେଇଗଲା ଆଉ ତାହାପରେ ବହୁତ ଦିନ ପରେ ସେ ଜଣକ ଘର ଛାତ ଉପରେ ଲୁଚି ରହି ଯାଇଥିଲା।ତେବେ ତାହା ବହୁତ ଅଧିକ ରାଗିକି ଥିଲା ଆଉ କାହାରି ବି ଜୀବନ ନେବାକୁ ପ୍ରସ୍ତୁତ ଥିଲା।ତେବେ ଆଜି ଆମେ ତାହାରି ବାବଦରେ କହିବାକୁ ଯାଉଛୁ।

ଆଜି ଆମେ ଦେଖିବା କିପରି ସେହି ସାପକୁ ଧରି ଅଣାଗଲା। ଏବଂ ତାହାର ବିକଟାଳ ରୂପ ଆମେ ଦେଖିବା।ଏହି ଭିଡ଼ିଓରେ ଯାହା ଦେଖା ଯାଉଛି କି ଗାଁର ଲୋକମାନେ ବହୁତ ବିକଳ ହେଇ ଡରି ଯାଇଛନ୍ତି ଆଉ ସେହି ସାପ ଧରାଳିଙ୍କୁ କହୁଛନ୍ତି କି ସାପ ଜଣକ ଘର ଛାତ ଉପରେ ଲୁଚିକି ରହିଛି।ଏହାପରେ ଜଣେ ଗ୍ରାମର ସଦସ୍ୟ କହୁଛନ୍ତି କି

ସେମାନେ ନିରୁପାୟ ଥିଲେ ସେଥିପାଇଁ ତାଙ୍କୁ ସାପ ଉଦ୍ଧାର କରିବା ପାଇଁ ଡାକିଲେ।ତେବେ ଏହାପରେ ଆମ ମହମ୍ମଦ ମିର୍ଜା ଭଳି ସିଡି ଆଣି ଛାତ ଉପରେ ଚଢ଼ିବାକୁ ଚେଷ୍ଟା କରୁଛନ୍ତି।ଘଟଣା ହେଉଛି ଭଦ୍ରକ ଜିଲ୍ଲାର ମହୁରା ଗ୍ରାମର। ଏଠାରେ ଏକ କୋବ୍ରା ସାପ ବହୁତ ଲୋକଙ୍କୁ କାମୁଡିବା ପରେ ଏକ ଘର ଛାତ ଉପରେ ଲୁଚି ଯାଇଥିଲା ଏବଂ ତାହାପରେ ଆମ ମିର୍ଜା ଭଳି ତାକୁ ଉଦ୍ଧାର କରିବାକୁ ଗଲେ।

ତେବେ ମିର୍ଜା ଭାଇ କହିଲେ, ” ଆପଣ ଯେପରି କି ଜାଣନ୍ତି କି ଏହି ଗ୍ରାମରେ ବହୁତ କମ ଦିନ ମାନଙ୍କ ବ୍ୟବଧାନରେ ଅନେକ ସାପ କାମୁଡିବା କେସ ସାମ୍ନାକୁ ଆସିଥାଏ।କୋବ୍ରା ସାପ ବହୁତ ଅଧିକ ଭୟଙ୍କର ହେଇଥାଏ ଆଉ ତାହା କାମୁଡିବା ପରେ ବହୁତ କମ ସମୟ ଭିତରେ ହି ମୃତ୍ୟୁ ହେଇ ଯାଇଥାଏ।ତେବେ ଆମେ ଉଦ୍ଧାର କରିବାକୁ ଯାଉଛୁ

ଏକ କୋବ୍ରା ଯାହା କି ଛାତ ଉପରେ ବହୁତ ଭୟାନକ ପରିସ୍ଥିତିରେ ଅଛି ଆଉ ଏହାକୁ ଉଦ୍ଧାର କରିବା ଦ୍ୱାରା ତାହା କେତେବେଳେ ବି ଆମକୁ କାମୁଡି ଦେଇପାରେ।”ଉଦ୍ଧାର କରିବା ପରେ ମିର୍ଜା ଭାଇ ପୁଣି କିଛି କହିଲେ, ” ଆପଣ ଦେଖି ହି ପାରୁଥିବେ କି ଆମେ ଉଦ୍ଧାର କରିଥିବା ସାପଟି ବେସି ବଡ ନୁହଁ ମାତ୍ର ଏହା କାମୁଡ଼ିଲେ ବହୁତ ଅଧିକ ବିଷ ବାହାରିଥାଏ।

ତେବେ ଏହି ଲୋକମାନେ ଡରି ଯାଇଥିଲେ ଆଉ ବହିଟି ଅଧିକ ଚେଷ୍ଟା କରିଥିଲେ କି ସାପ କୁଆଡେ ବାହାରି ଯାଉ।ମାତ୍ର ବହାରିକି କୁଆଡେ ଯିବ। ତାହା ରୁମ ଭିତରେ ହି ରହିବ।ତେବେ ଆଜି ଏହାକୁ ଉଦ୍ଧାର କରାଗଲା ଆଉ ଆଶା କରୁଛୁ କି ତାହା ଆଉ କାହାରି ଜୀବନ ନନେଉ।”

Leave a Reply

Your email address will not be published. Required fields are marked *